Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନଓ୍ବାବ ସହର ଏବେ ହେବ ଭିଖାରୀମୁକ୍ତ : ଭିଖାରୀଙ୍କୁ ପୁନର୍ବାସ ପାଇଁ ଯୋଗୀ ସରକାରଙ୍କ ନୂଆ ପଦକ୍ଷେପ
ଆଜିର ଖବର

ନଓ୍ବାବ ସହର ଏବେ ହେବ ଭିଖାରୀମୁକ୍ତ : ଭିଖାରୀଙ୍କୁ ପୁନର୍ବାସ ପାଇଁ ଯୋଗୀ ସରକାରଙ୍କ ନୂଆ ପଦକ୍ଷେପ

June 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶର ଯୋଗୀ ସରକାର ଭିଖାରୀମାନଙ୍କୁ ପୁନର୍ବାସ କରିବା ପାଇଁ ଏକ ନୂଆ ପ୍ରୟାସ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ସମ୍ବନ୍ଧୀୟ ଏକ ପାଇଲଟ ପ୍ରୋଜେକ୍ଟ ନଓ୍ବାବ୍‌ଙ୍କ ସହ  ଲକ୍ଷ୍ନୌରେ ଆରମ୍ଭ କରାଯିବ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲକ୍ଷ୍ନୌ ନଗର ନିଗମ (ଏଲ୍‌ଏମ୍‌ସି)କୁ ରାଜ୍ୟର ରାଜଧାନୀରେ ରହୁଥିବା ସମସ୍ତ ଭିଖାରୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଶ୍ରୟ ଗୃହରେ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଶାରିରୀକ ରୂପରେ ଅକ୍ଷମ ଥିବା ଭିଖାରୀଙ୍କୁ ଆଶ୍ରୟ ଗୃହରେ ରଖାଯିବ। ସୁସ୍ଥ ଭିକାରୀ ମାନଙ୍କ ରୋଜଗାର ବାବଦରେ ଚିନ୍ତା କରିବା ଆରମ୍ଭ କରିଛି ଲକ୍ଷ୍ନୌ ମ୍ୟୁନିସପାଲ କର୍ପୋରସେନ। ଶାରୀରିକ ଭାବେ ସୁସ୍ଥ ଭିକାରୀ ଯଦି କାମ କରିବାକୁ ରାଜି ନ ହୁଅନ୍ତି ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ କୁହାଯାଇଛି। ଦୈନିକ ସ୍ବଚ୍ଛତା କାର୍ଯ୍ୟ କରୁଥିବା ଭିଖାରୀଙ୍କୁ ଦିନକୁ ୩୦୦ ଟଙ୍କାର ମଜୁରୀ ଦିଆଯିବ ବୋଲି ସୂଚନା ରହିଛି। ମୁଖ୍ୟମନ୍ତ୍ରୀ ୪୫ ଦିନ ଭିତରେ ଭିଖାରୀମାନଙ୍କୁ ପୁନର୍ବାସ କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ଶିଖ ପ୍ରତିନିଧିମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 19, 2025

କୃଷି ଯନ୍ତ୍ରପାତି ପାଇଁ ଜିଏସଟି ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ

September 19, 2025

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ

September 19, 2025

ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟରେ କେତେ ପିଲା ପଢୁଛନ୍ତି? ପ୍ରଶ୍ନ କଲେ ଟଙ୍କଧର, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025
Latest News

ଶିଖ ପ୍ରତିନିଧିମଣ୍ଡଳର ବିଶିଷ୍ଟ ଏବଂ ସଫଳ ସଦସ୍ୟମାନଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 19, 2025

କୃଷି ଯନ୍ତ୍ରପାତି ପାଇଁ ଜିଏସଟି ସଂସ୍କାର ଉପରେ ଗୁରୁତ୍ୱପୂର୍ଣ୍ଣ ବୈଠକ

September 19, 2025

ଆନ୍ତଃଗଣମାଧ୍ୟମ ପ୍ରଚାର ସମନ୍ୱୟ ସମିତି ବୈଠକ

September 19, 2025

ଏସସି ଏସ୍‍ଟି ବିଭାଗ ବିଦ୍ୟାଳୟରେ କେତେ ପିଲା ପଢୁଛନ୍ତି? ପ୍ରଶ୍ନ କଲେ ଟଙ୍କଧର, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025

କ୍ରୀଡା କୋଟାରେ ରାଜ୍ୟରୁ ନିଯୁକ୍ତି ପାଇଛନ୍ତି ୧୯୨ ଜଣ ଖେଳାଳୀ, ଉତ୍ତର ରଖିଲେ ମନ୍ତ୍ରୀ

September 19, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.