Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ମନ୍‌ କୀ ବାତ’ରେ ଜଳ ସଂରକ୍ଷଣ, ଯୋଗ, ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଆଲୋକପାତ କଲେ ମୋଦି
ଆଜିର ଖବର

‘ମନ୍‌ କୀ ବାତ’ରେ ଜଳ ସଂରକ୍ଷଣ, ଯୋଗ, ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ଆଲୋକପାତ କଲେ ମୋଦି

June 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ‘ମନ୍‌ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ମନ କୀ ବାତ୍‌ ଦେଶ ଓ ସମାଜ ପାଇଁ ଆଇନା ସଦୃଶ। ଦେଶବାସୀଙ୍କ ଚିଠି ତାଙ୍କୁ ପ୍ରେରଣା ଦେଉଛି। ଏହାଦ୍ୱାରା ତାଙ୍କର ଚିନ୍ତାଧାରାରେ ପରିବର୍ତ୍ତନ ମଧ୍ୟ ହେଉଛି। ଏହା ସହିତ ମୋଦି ୪୪ ବର୍ଷ ତଳେ ଦେଶରେ ୧୯୭୫ରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତି ସମ୍ପର୍କରେ ମଧ୍ୟ କହିଛନ୍ତି। ଏହା କେବଳ ରାଜନୀତି କ୍ଷେତ୍ରରେ ନୁହେଁ, କିମ୍ବା ରାଜନେତା, ଆନ୍ଦୋଳନ ପର୍ଯ୍ୟନ୍ତ ସୀମିତ ନଥିଲା। ଏହା ଜନ ସାଧାରଣଙ୍କ ମନରେ ଆକ୍ରୋଶ ଥିଲା। ଲୁଚି ଯାଇଥିବା ଲୋକତନ୍ତ୍ରର ଏକ ସ୍ୱର ଥିଲା। ଲୋକତନ୍ତ୍ର ଯେତେବେଳେ କେହି ଛିନ୍ନ କରେ ସେହି ସମୟରେ ଆଧିକାର କଣ ବୋଲି ପରିଲକ୍ଷିତ ହୋଇ ଥାଏ। ଭାରତବାସୀ ଗର୍ବରେ କହିପାରିବେ କି, ଲୋକତନ୍ତ୍ର ଆମର ସଂସ୍କାର, ଲୋକତନ୍ତ୍ର ଆମ ସଂସ୍କୃତି। ଏହି ଅବସରରେ ମୋଦି କହିଛନ୍ତି ଯେ,୨୦୧୯ ସାଧାରଣ ନିର୍ବାଚନରେ ଭାରତରେ ମତଦାତାମାନେ ଆମକୁ ପ୍ରଚଣ୍ଡ ବହୁମତ ଦେଇଛନ୍ତି। ଏହା ବର୍ତମାନର ସବୁଠାରୁ ବଡ ଲୋକତାନ୍ତ୍ରିକ ନିର୍ବାଚନ ଥିଲା। ସେହିପରି ଦେଶରେ ଦେଖାଦେଉଥିବା ଭୟାନକ ଜଳ ସଂକଟର ମୁକାବିଲା କରିବା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି ମୋଦି। ଜଳ ସଂରକ୍ଷଣ ପାଇଁ ସମେସ୍ତ ପ୍ରୟାସ କରିବା ଉଚିତ୍ ବୋଲି ମଧ୍ୟ କହିଛନ୍ତି। ସେହିପରି ବିଶ୍ବସ୍ତରରେ ଯୋଗର ଗ୍ରହଣୀୟତା ସମ୍ପର୍କରେ ମଧ୍ୟ ମୋଦି ସୂଚନା ଦେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ନିଟ୍‌ ପୁନଃପରୀକ୍ଷାର ସୁରକ୍ଷା ଏବଂ ଲଜିଷ୍ଟିକ୍ସ ପ୍ରସ୍ତୁତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 16, 2026

ବିସ୍ତୃତ ରାଶିଫଳ: ଜୁନ ୧୬ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

June 16, 2026

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026

ଆମେରିକା-ଇରାନ ଚୁକ୍ତି ମଧ୍ୟରେ ଏଲପିଜି ଓ ପେଟ୍ରୋଲ ନେଇ ଭାରତ ସରକାରଙ୍କ ବଡ଼ ବୟାନ

June 15, 2026
Latest News

ନିଟ୍‌ ପୁନଃପରୀକ୍ଷାର ସୁରକ୍ଷା ଏବଂ ଲଜିଷ୍ଟିକ୍ସ ପ୍ରସ୍ତୁତି ଉପରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

June 16, 2026

ସ୍ଲୋଭାକ ଗଣରାଜ୍ୟର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

June 16, 2026

ବିସ୍ତୃତ ରାଶିଫଳ: ଜୁନ ୧୬ ତାରିଖ ମଙ୍ଗଳବାରରେ ପାଞ୍ଚୋଟି ରାଶିର ଲୋକେ ରୁହନ୍ତୁ ସାବଧାନ

June 16, 2026

ଭାରତ-ସ୍ଲୋଭାକିଆ ମିଳିତ ବିବୃତ୍ତି

June 15, 2026

ଯୁଦ୍ଧବିରତି ନା ଆତ୍ମସମର୍ପଣ? ଟ୍ରମ୍ପ-ଇରାନ ଚୁକ୍ତିକୁ ନେଇ ବଢ଼ୁଛି ଚର୍ଚ୍ଚା

June 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.