Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିନେଟର କମଳା ହ୍ୟାରିସ୍‌ଙ୍କ ଉପରେ ବର୍ଣ୍ଣବୈଷମ୍ୟବାଦ ଆକ୍ରମଣ
ଆଜିର ଖବର

ସିନେଟର କମଳା ହ୍ୟାରିସ୍‌ଙ୍କ ଉପରେ ବର୍ଣ୍ଣବୈଷମ୍ୟବାଦ ଆକ୍ରମଣ

June 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Attacks On Kamala Harris Racist, Ugly
Attacks On Kamala Harris Racist, Ugly

ସିନେଟର କମଳା ହ୍ୟାରିସ୍‌ଙ୍କ ଉପରେ ବର୍ଣ୍ଣବୈଷମ୍ୟବାଦ ଆକ୍ରମଣର ଅଭିଯୋଗ ଆସିଛି। ରାଷ୍ଟ୍ରପତି ଦୌଡରେ ରହିଥିବା ୧୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଥିବା ଦୁଇ କୃଷ୍ଣକାୟ ପ୍ରାର୍ଥୀଙ୍କ ମଧ୍ୟରେ କମଳା ହ୍ୟାରିସ୍‌ ଅନ୍ୟତମ। ଗୁରୁବାର ରାତିରେ ପୂର୍ବତନ ଉପ ରାଷ୍ଟ୍ରପତି ଜୋ ବିଡେନ୍‌ଙ୍କ ସହିତ ଏକ ବିତର୍କରେ ଭାଗ ନେବା ପରେ କମଳାଙ୍କ ଉପରେ ଏହି ଆକ୍ରମଣ ହୋଇଛି। ବର୍ଣ୍ଣବୈଷମ୍ୟବାଦକୁ ନେଇ ବିଡେନ୍‌ଙ୍କ ସହିତ ଆଲୋଚନା ପରେ ବିଭିନ୍ନ ସୋସିଆଲ ମିଡିଆ ସାଇଟ୍‌ରେ ଏହି କାଲିଫର୍ଣ୍ଣିଆ ସିନେଟରଙ୍କୁ ଆକ୍ରମଣ କରାଯାଇଛି। କମଳା ସମ୍ପୂର୍ଣ୍ଣ ଭାବରେ କୃଷ୍ଣକାୟ ନୁହନ୍ତି ବୋଲି କିଛି ଲୋକ ଅଭିଯୋଗ କରିଥିବା ବେଳେ କିଛି ଲୋକ ସେ ଆମେରିକୀୟ ନୁହଁନ୍ତି ବୋଲି ସମାଲୋଚନା କରିଥିଲେ। ଏପରି ବର୍ଣ୍ଣବୈଷମ୍ୟବଦ ବିରୋଧରେ ସାଧାରଣ ଜନତା ମତ ପ୍ରଦାନ କରିବା ଉଚିତ୍‌ ବୋଲି ହ୍ୟାରିସ୍‌ଙ୍କ ମୁଖପାତ୍ର ଲିଲି ଆଡାମ୍‌ସ ଟ୍ବିଟ୍ଟର ଜରିଆରେ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Latest News

ତ୍ରିଦିବସୀୟ ‘ସମାବେଶୀ ଶିକ୍ଷା ସମ୍ମିଳନୀ’ କେନ୍ଦ୍ରମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ

January 21, 2026

ଏଆଇ କ୍ଷମତା ସମ୍ପନ୍ନ ରାଷ୍ଟ୍ରଗୁଡ଼ିକର ପ୍ରଥମ ସମୂହରେ ଭାରତ ସାମିଲ ରହିଛି: ଅଶ୍ୱିନୀ ବୈଷ୍ଣବ

January 21, 2026

ବାଣପୁର: ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ପାଳନରେ ଯୋଗଦେଲେ ଆଇନ ମନ୍ତ୍ରୀ

January 21, 2026

ପୂର୍ବତଟ ରେଳପଥର ମହାପ୍ରବନ୍ଧକଙ୍କ ଓଡିଶାର ମୁଖ୍ୟ ଶାସନ ସଚିବଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ୍

January 21, 2026

ବାଣପୁରରେ ଚର୍ଚ୍ଚିତ ଯୌତୁକ ଜନିତ ହତ୍ୟାକାଣ୍ଡ ମାମଲା: ଅଭିଯୁକ୍ତ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.