Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିନେଟର କମଳା ହ୍ୟାରିସ୍‌ଙ୍କ ଉପରେ ବର୍ଣ୍ଣବୈଷମ୍ୟବାଦ ଆକ୍ରମଣ
ଆଜିର ଖବର

ସିନେଟର କମଳା ହ୍ୟାରିସ୍‌ଙ୍କ ଉପରେ ବର୍ଣ୍ଣବୈଷମ୍ୟବାଦ ଆକ୍ରମଣ

June 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
Attacks On Kamala Harris Racist, Ugly
Attacks On Kamala Harris Racist, Ugly

ସିନେଟର କମଳା ହ୍ୟାରିସ୍‌ଙ୍କ ଉପରେ ବର୍ଣ୍ଣବୈଷମ୍ୟବାଦ ଆକ୍ରମଣର ଅଭିଯୋଗ ଆସିଛି। ରାଷ୍ଟ୍ରପତି ଦୌଡରେ ରହିଥିବା ୧୨ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ରହିଥିବା ଦୁଇ କୃଷ୍ଣକାୟ ପ୍ରାର୍ଥୀଙ୍କ ମଧ୍ୟରେ କମଳା ହ୍ୟାରିସ୍‌ ଅନ୍ୟତମ। ଗୁରୁବାର ରାତିରେ ପୂର୍ବତନ ଉପ ରାଷ୍ଟ୍ରପତି ଜୋ ବିଡେନ୍‌ଙ୍କ ସହିତ ଏକ ବିତର୍କରେ ଭାଗ ନେବା ପରେ କମଳାଙ୍କ ଉପରେ ଏହି ଆକ୍ରମଣ ହୋଇଛି। ବର୍ଣ୍ଣବୈଷମ୍ୟବାଦକୁ ନେଇ ବିଡେନ୍‌ଙ୍କ ସହିତ ଆଲୋଚନା ପରେ ବିଭିନ୍ନ ସୋସିଆଲ ମିଡିଆ ସାଇଟ୍‌ରେ ଏହି କାଲିଫର୍ଣ୍ଣିଆ ସିନେଟରଙ୍କୁ ଆକ୍ରମଣ କରାଯାଇଛି। କମଳା ସମ୍ପୂର୍ଣ୍ଣ ଭାବରେ କୃଷ୍ଣକାୟ ନୁହନ୍ତି ବୋଲି କିଛି ଲୋକ ଅଭିଯୋଗ କରିଥିବା ବେଳେ କିଛି ଲୋକ ସେ ଆମେରିକୀୟ ନୁହଁନ୍ତି ବୋଲି ସମାଲୋଚନା କରିଥିଲେ। ଏପରି ବର୍ଣ୍ଣବୈଷମ୍ୟବଦ ବିରୋଧରେ ସାଧାରଣ ଜନତା ମତ ପ୍ରଦାନ କରିବା ଉଚିତ୍‌ ବୋଲି ହ୍ୟାରିସ୍‌ଙ୍କ ମୁଖପାତ୍ର ଲିଲି ଆଡାମ୍‌ସ ଟ୍ବିଟ୍ଟର ଜରିଆରେ କହିଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.