Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦୁଲିପ ଟ୍ରଫିରୁ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜଙ୍କୁ ଛୁଟି: ଜାଣନ୍ତୁ କିଏ ପାଇଲେ ସ୍ଥାନ?
ଆଜିର ଖବର

ଦୁଲିପ ଟ୍ରଫିରୁ ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ସିରାଜଙ୍କୁ ଛୁଟି: ଜାଣନ୍ତୁ କିଏ ପାଇଲେ ସ୍ଥାନ?

August 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୪ ଦୁଲିପ ଟ୍ରଫି ସେପ୍ଟେମ୍ବର ୫ ତାରିଖରୁ ଆରମ୍ଭ ହେବ। ଏହା ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା, ଦ୍ରୁତ ବୋଲର ମହମ୍ମଦ ସିରାଜ ଏବଂ ଉମ୍ରାନ ମଲିକ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଛନ୍ତି। ଏ ସମ୍ପର୍କରେ ବିସିସିଆଇ ସୂଚନା ଦେଇଛି। ଜାଡେଜା ଟିମ୍ ବି ପାଇଁ ଖେଳିବାକୁ ଯାଉଥିଲେ। କିନ୍ତୁ ତାଙ୍କୁ ମୁକ୍ତ କରାଯାଇଛି। ଅସୁସ୍ଥତା ହେତୁ ସିରାଜ ଏବଂ ଉମରନ୍ ଖେଳିବାକୁ ସମର୍ଥ ହେବେ ନାହିଁ। ତେଣୁ ନବଦୀପ ସାଇନି ଏବଂ ଗୌରବ ଯାଦବଙ୍କୁ ସେମାନଙ୍କ ସ୍ଥାନରେ ସୁଯୋଗ ଦିଆଯାଇଛି।

ଦ୍ରୁତ ବୋଲର ସିରାଜ ଟିମ୍ ବିରେ ଥିଲେ। କିନ୍ତୁ ଏବେ ସେ ଅସୁସ୍ଥତା କାରଣରୁ ଖେଳିବାକୁ ସକ୍ଷମ ହେବେ ନାହିଁ। ଟିମ୍ ବିରେ ସିରାଜଙ୍କ ସ୍ଥାନରେ ନବଦୀପ ସାଇନିଙ୍କୁ ସୁଯୋଗ ଦିଆଯାଇଛି। ନବଦୀପ ଜଣେ ଅଭିଜ୍ଞ ବୋଲର ଏବଂ ଅନେକ ଥର ଚମତ୍କାର ପ୍ରଦର୍ଶନ କରିଛନ୍ତି। ଅଭିମନ୍ୟୁ ଇଶ୍ଵରନଙ୍କ ଅଧିନାୟକତ୍ୱରେ ନବଦୀପ ଟିମ୍ ବିରେ ଖେଳିବେ।

ଉମ୍ରାନ ମଲିକଙ୍କ ବିଷୟରେ କହିବାକୁ ଗଲେ ସେ ରୁତୁରାଜ ଗାଇକ୍ଵାଡଙ୍କ ଅଧିନାୟକତ୍ୱରେ ଟିମ୍ ସି ର ଏକ ଅଂଶ ଥିଲେ। ଉମରନ୍ ମଧ୍ୟ ଅସୁସ୍ଥ ଅଛନ୍ତି। ତେଣୁ ସେ ଖେଳିବାକୁ ସମର୍ଥ ହେବେ ନାହିଁ। ଉମରାନଙ୍କ ସ୍ଥାନରେ ଟିମ୍ ସି’ରେ ଗୌରବ ଯାଦବ ସ୍ଥାନ ପାଇଛନ୍ତି।

୨୦୨୪ ଦୂଲିପ୍ ଟ୍ରଫି ଅପଡେଟ୍ ଟିମ୍ –

ଭାରତ ବି: ଅଭିମନ୍ୟୁ ଇଶ୍ଵରନ୍ (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, ସରଫରାଜ ଖାନ, ଋଷଭ ପନ୍ତ (ୱିକେଟ୍ ରକ୍ଷକ), ମୁଶୀର ଖାନ, ନୀତୀଶ କୁମାର ରେଡ୍ଡୀ, ୱାଶିଂଟନ ସୁନ୍ଦର, ନବଦୀପ ସାଇନି, ୟଶ ଡାୟାଲ, ମୁକେଶ କୁମାର, ରାହୁଲ ଚହର, ଆର ସାଇ କିଶୋର, ମୋହିତ ଅବସ୍ଥି, ଏନ ଜଗଦିଶନ।

ଭାରତ ସି: ରୁତୁରାଜ ଗାଇକ୍ଵାଡ (ଅଧିନାୟକ), ସାଇ ସୁଦର୍ଶନ, ରଜତ ପାଟିଦାର, ଅଭିଷେକ ପୋରେଲ (ୱିକେଟ୍ ରକ୍ଷକ), ସୂର୍ଯ୍ୟକୁମାର ଯାଦବ, ବି ଇନ୍ଦରଜିତ୍, ହ୍ରିତିକ ଶୌକିନ୍, ମାନବ ସୂତାର, ଗୌରବ ଯାଦବ, ବିଶାକ୍ ବିଜୟକୁମାର, ଅଂଶୁଲ ଖମ୍ବୋଜ, ହିମାଂଶୁ ଚୌହାନ, ମୟଙ୍କ ମାର୍କଣ୍ଡେ, ଆର୍ଯ୍ୟନ ଜୁୟାଲ, ସନ୍ଦୀପ ୱାରିଅର୍।

Duleep Trophy 2024 Mohammed Siraj ravindra jadeja team india Umran Malik
Share. Facebook Twitter LinkedIn Email WhatsApp Copy Link

Related Posts

ଉଦଯାପିତ ହେଲା ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ

August 26, 2025

Ganesh Puja 2025: ଏଥର ଗଣେଶ ପୂଜାର ଶୁଭ ମୂହୁର୍ତ୍ତ କେତେବେଳେ, କେମିତି କରିବେ ପୂଜା

August 26, 2025

ଜେଲରୁ ସରକାର ଚଳାଇବା ଗଣତନ୍ତ୍ର ପ୍ରତି ଅପମାନ, ଏମିତି କାହିଁକି କହିଲେ ଅମିତ ଶାହ

August 26, 2025

ବିକଶିତ ଭାରତ ପାଇଁ ନାରୀଶକ୍ତି: ଭାରତର ଅର୍ଥନୈତିକ ରୁପାନ୍ତରଣର ମହିଳା ନେତୃତ୍ବ

August 26, 2025
Latest News

ଉଦଯାପିତ ହେଲା ପ୍ରଥମ ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ

August 26, 2025

Ganesh Puja 2025: ଏଥର ଗଣେଶ ପୂଜାର ଶୁଭ ମୂହୁର୍ତ୍ତ କେତେବେଳେ, କେମିତି କରିବେ ପୂଜା

August 26, 2025

ଜେଲରୁ ସରକାର ଚଳାଇବା ଗଣତନ୍ତ୍ର ପ୍ରତି ଅପମାନ, ଏମିତି କାହିଁକି କହିଲେ ଅମିତ ଶାହ

August 26, 2025

ବିକଶିତ ଭାରତ ପାଇଁ ନାରୀଶକ୍ତି: ଭାରତର ଅର୍ଥନୈତିକ ରୁପାନ୍ତରଣର ମହିଳା ନେତୃତ୍ବ

August 26, 2025

ଆଜି ଅଗଷ୍ଟ 26 ତାରିଖ ମଙ୍ଗଳବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.