Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜ୍ୟସଭା ପାଇଁ ନିର୍ବିରୋଧ ​​ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ କିରଣ ଚୌଧୁରୀ
ଆଜିର ଖବର

ରାଜ୍ୟସଭା ପାଇଁ ନିର୍ବିରୋଧ ​​ନିର୍ବାଚିତ ହେଲେ ବିଜେପି ପ୍ରାର୍ଥୀ କିରଣ ଚୌଧୁରୀ

August 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ହରିୟାଣାରେ ରାଜ୍ୟସଭା ଉପ-ନିର୍ବାଚନରେ ​​ବିଜେପିର କିରଣ ଚୌଧୁରୀ ନିର୍ବିରୋଧ ବିଜୟୀ ହୋଇଛନ୍ତି। କିରଣ ଚୌଧୁରୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଚୌଧୁରୀ ବଂଶୀ ଲାଲଙ୍କ ବୋହୂ। ଗତ ଜୁନ୍ ମାସରେ କିରଣ ଏବଂ ତାଙ୍କ dଝିଅ ଶ୍ରୁତି ଚୌଧୁରୀ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ।

ରାଜ୍ୟସଭା ପ୍ରାର୍ଥୀ ହୋଇଥିବାରୁ କିରଣ ଚୌଧୁରୀ ପ୍ରଧାନମନ୍ତ୍ରୀ ମୋଦୀ, ଅମିତ ଶାହା, ଜେପି ନଡ୍ଡା, ମନୋହରଲାଲ ଖଟ୍ଟର ଏବଂ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଥିଲେ ଯେ, ସମସ୍ତଙ୍କ ଉଦ୍ୟମରେ ଆମେ ହରିୟାଣାରେ ପୁନର୍ବାର ବିଜେପି ସରକାର ଗଠନ କରିବୁ ଏବଂ ଦୁର୍ନୀତି ମୁକ୍ତ କରିବୁ। ଅଗଷ୍ଟ ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କ ଉପସ୍ଥିତିରେ କିରଣ ଚୌଧୁରୀ ନାମାଙ୍କନ ପତ୍ର ପୂରଣ କରିଥିଲେ।

BJP Chandigarh Haryana News Kiran Choudhry
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅକ୍ଟୋବର ୨୬ ତାରିଖରେ ଆଠଟି ରାଶିର ବ୍ୟକ୍ତି ହେବେ ମାଲାମାଲ

October 26, 2026

ଓଏଫଡିସିର ସୁବର୍ଣ୍ଣ ଜୟନ୍ତୀରେ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧନା

October 25, 2026

୪୭ତମ ଶାରଳା ପୁରସ୍କାର ପାଇଲେ ଆଶୁତୋଷ ପରିଡ଼ା

October 25, 2026

୨୦୨୯ ଡିସେମ୍ବର ୩୧ ସୁଦ୍ଧା ନିଶା ନେଟୱର୍କ ମୂଳପୋଛ ପାଇଁ ଭାରତର ଦୃଢ଼ ସଂକଳ୍ପ

October 25, 2026
Latest News

ଆଜି ଅକ୍ଟୋବର ୨୬ ତାରିଖରେ ଆଠଟି ରାଶିର ବ୍ୟକ୍ତି ହେବେ ମାଲାମାଲ

October 26, 2026

ଓଏଫଡିସିର ସୁବର୍ଣ୍ଣ ଜୟନ୍ତୀରେ ମହାଶ୍ୱେତା ରାୟଙ୍କୁ ସମ୍ବର୍ଦ୍ଧନା

October 25, 2026

୪୭ତମ ଶାରଳା ପୁରସ୍କାର ପାଇଲେ ଆଶୁତୋଷ ପରିଡ଼ା

October 25, 2026

୨୦୨୯ ଡିସେମ୍ବର ୩୧ ସୁଦ୍ଧା ନିଶା ନେଟୱର୍କ ମୂଳପୋଛ ପାଇଁ ଭାରତର ଦୃଢ଼ ସଂକଳ୍ପ

October 25, 2026

କର୍ଣାଟକରେ ପୁଣି ଭାଷା ବିବାଦ: ଘରୋଇ କମ୍ପାନୀଗୁଡ଼ିକୁ କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ

October 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.