Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କଲେ ପୋଲିସ୍‌ ଡିଜି ଆର୍‌ ପି ଶର୍ମା
ଆଜିର ଖବର

ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କଲେ ପୋଲିସ୍‌ ଡିଜି ଆର୍‌ ପି ଶର୍ମା

June 30, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
r p sharma review security system
r p sharma review security system

ଓଡିଶାର ବଡ ଯାତ୍ର ଭାବେ ପରିଚତ ରଥଯାତ୍ରାକୁ ଆଉ ମାତ୍ର ୪ ଦିନ ରହିଥିବା ବେଳେ ଏହାର ସୁରକ୍ଷା ବ୍ୟବସ୍ଥା କଡାକଡି କରିବା ପ୍ରଶାସନ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ। ତେବେ ରଥଯାତ୍ରା ପାଇଁ ଆଜି ପୁଲିସ ଡିଜି ସୁରକ୍ଷା ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ସୁରକ୍ଷା ବ୍ୟବସ୍ଥା ଉପରେ ଅନୁଧ୍ୟାନ କରିବା ସହ ପୁରୀ ଟାଉନ୍ ହଲରେ ଉଚ୍ଚ ଅଧିକାରୀଙ୍କ ସହ ଆଲୋଚନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ଡିଜିପି ଆର୍ ପି ଶର୍ମା। ଆର୍ ପି ଶର୍ମାଙ୍କ ସୂଚନା ଅନୁଯାୟୀ ସମ୍ପୂର୍ଣ୍ଣ ପୁରୀ ସହର ସିସିଟିଭି ନଜରରେ ରହିବ। ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ୧୫୫ ପ୍ଲାଟୁନ୍ ଫୋର୍ସଙ୍କ ସମେତ ୨୪୦୦ ହୋମଗାର୍ଡ ଉପସ୍ଥିତ ରହିବେ। ଏହା ସହିତ ବୋମା ନିଷ୍କ୍ରିୟକାରୀର ୨ଟି ୟୁନିଟ ମୁତୟନ ରହିବେ। ସୁରକ୍ଷା ବ୍ୟବସ୍ଥାରେ ୬୫୦ ଜଣ ଏସ୍‌ଆଇଙ୍କ ସମେତ ୧୫ ଜଣ ଏସ୍‌ପି ପାହ୍ୟାର ଅଧିକାରୀ ମୁତୟନ ରହିବେ। ଡିଏସ୍‌ପି ପାହ୍ୟାର ୮୦ ଜଣ ଅଧିକାରୀ, ଓଡ୍ରାଫ୍ ଟିମ ଓ ଏନ୍‌ଡିଆର୍‌ଏଫ ଟିମ୍ ମଧ୍ୟ ମୁତୟନ ରହିବେ।

Share. Facebook Twitter LinkedIn Email WhatsApp Copy Link

Related Posts

ଗାଲେ ଟେଷ୍ଟରେ ଶତକ ସହିତ ଦେବଦତ୍ତ ପାଡିକ୍କଲ୍ ଭାଙ୍ଗିଲେ ୩ ଟି ପ୍ରମୁଖ ରେକର୍ଡ

August 15, 2026

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଉଦ୍‌ଘାଟନ 

August 15, 2026

SEBIର ବଡ଼ ନିଷ୍ପତ୍ତି: ଭାରତ ନଆସି ଡିଜିଟାଲ୍ KYC ପୂରଣ କରିପାରିବେ ବିଦେଶରେ ରହୁଥିବା NRI  

August 15, 2026

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026
Latest News

ଗାଲେ ଟେଷ୍ଟରେ ଶତକ ସହିତ ଦେବଦତ୍ତ ପାଡିକ୍କଲ୍ ଭାଙ୍ଗିଲେ ୩ ଟି ପ୍ରମୁଖ ରେକର୍ଡ

August 15, 2026

ଭୁବନେଶ୍ୱରସ୍ଥିତ କେନ୍ଦ୍ରୀୟ ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଉଦ୍‌ଘାଟନ 

August 15, 2026

SEBIର ବଡ଼ ନିଷ୍ପତ୍ତି: ଭାରତ ନଆସି ଡିଜିଟାଲ୍ KYC ପୂରଣ କରିପାରିବେ ବିଦେଶରେ ରହୁଥିବା NRI  

August 15, 2026

ଖୋରଧାରେ ୮୦ ତମ ସ୍ବାଧିନତା ଦିବସ ମହା ସମାରୋହରେ ପାଳିତ

August 15, 2026

ଗୋଦାବରୀଶ ମହାବିଦ୍ୟାଳୟରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.