Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Lausanne Diamond League: ମାତ୍ର ୧୪ ଦିନ ପରେ ଅଲିମ୍ପିକ୍ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା
ଆଜିର ଖବର

Lausanne Diamond League: ମାତ୍ର ୧୪ ଦିନ ପରେ ଅଲିମ୍ପିକ୍ ରେକର୍ଡ ଭାଙ୍ଗିଲେ ନୀରଜ ଚୋପ୍ରା

August 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ନୀରଜ ଚୋପ୍ରା ପୁଣି ଥରେ ଚମତ୍କାର କରିଛନ୍ତି। ସେ ମାତ୍ର ୧୪ ଦିନ ପରେ ପ୍ୟାରିସ ଅଲିମ୍ପିକ୍ସ ରେକର୍ଡ ଭାଙ୍ଗିଛନ୍ତି। ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ୮୯.୪୫ ମିଟର ଥ୍ରୋ କରିଥିଲେ। ବର୍ତ୍ତମାନ ଲୋସାନେ ଡାଇମଣ୍ଡ ଲିଗରେ ସେ ୮୯.୪୯ ମିଟର ଜାଭେଲିନ୍ ଫିଙ୍ଗି ନିଜର ରେକର୍ଡ ଭାଙ୍ଗିଛନ୍ତି। ଲୋସାନେ ଡାଇମଣ୍ଡ ଲିଗରେ ନୀରଜ ସିଜିନର ଶ୍ରେଷ୍ଠ ଥ୍ରୋ କରିଥିଲେ।

ତେବେ ତାଙ୍କର ସର୍ବୋତ୍ତମ ଥ୍ରୋ ସହିତ ନୀରଜ ଲିଗରେ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଗ୍ରେନାଡାର ଆଣ୍ଡରସନ୍ ପିଟର୍ସ ୯୦.୬୧ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ପ୍ରଥମ ସ୍ଥାନ ଅଧିକାର କରିଥିଲେ। ପ୍ୟାରିସ ଅଲିମ୍ପିକ୍ସରେ ଆଣ୍ଡରସନ ପିଟର୍ସ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ଜିତିଥିବାବେଳେ ନୀରଜ ଦ୍ୱିତୀୟ ସ୍ଥାନ ଅଧିକାର କରି ରୌପ୍ୟ ପଦକ ଜିତିଛନ୍ତି।

Neeraj Chopra Paris Olympics 2024
Share. Facebook Twitter LinkedIn Email WhatsApp Copy Link

Related Posts

“ଭାରତକୁ ଅସ୍ଥିର କରିବା ପାଇଁ ପ୍ରୟାସ”: କକ୍ରୋଚ୍ ଜନତା ପାର୍ଟି ସମ୍ପର୍କରେ ବିଜେପି ର ଚେତାବନୀ

May 23, 2026

୧୯ତମ ଜାତୀୟ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

May 23, 2026

ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି

May 23, 2026

ତୈଳ ସଙ୍କଟ ମଧ୍ୟରେ ତେଲ ଦର ହ୍ରାସ କଲା ଏହି ସରକାର: ୬ ଟଙ୍କା କମିଲା ପେଟ୍ରୋଲ ଦର

May 23, 2026
Latest News

“ଭାରତକୁ ଅସ୍ଥିର କରିବା ପାଇଁ ପ୍ରୟାସ”: କକ୍ରୋଚ୍ ଜନତା ପାର୍ଟି ସମ୍ପର୍କରେ ବିଜେପି ର ଚେତାବନୀ

May 23, 2026

୧୯ତମ ଜାତୀୟ ରୋଜଗାର ମେଳା: ୫୧ ହଜାରରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ

May 23, 2026

ସାଇପ୍ରସ ଗଣରାଜ୍ୟର ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ ମିଳିତ ବିବୃତ୍ତି

May 23, 2026

ତୈଳ ସଙ୍କଟ ମଧ୍ୟରେ ତେଲ ଦର ହ୍ରାସ କଲା ଏହି ସରକାର: ୬ ଟଙ୍କା କମିଲା ପେଟ୍ରୋଲ ଦର

May 23, 2026

୧୫ ବର୍ଷ ପରେ ଟେବୁଲ ଟପର ହେଲା RCB: ଜାଣନ୍ତୁ ଇତିହାସରେ କେତେଥର ହେଲା ନମ୍ବର ୧

May 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.