
ନୂଆଦିଲ୍ଲୀ: ପୂର୍ବତନ ପୁଲିସ ମୁଖ୍ୟ ପ୍ରକାଶ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ଭାରତରେ ସୁରକ୍ଷା ବ୍ୟବସ୍ଥାକୁ ଦୃଢ଼ କରିବା ଦିଗରେ ତାଙ୍କ ଆଗ୍ରହକୁ ଶ୍ରୀ ମୋଦୀ ପ୍ରଶଂସା କରିଥିଲେ।
ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:
“ଦେଶର ଜଣେ ବିଶିଷ୍ଟ ପୁଲିସ ଅଫିସର ଶ୍ରୀ ପ୍ରକାଶ ସିଂହ ଜୀଙ୍କୁ ଭେଟିବାବାସ୍ତବରେ ଆନନ୍ଦର ବିଷୟ। ଦେଶର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେତାଙ୍କର ଆଗ୍ରହ ବେଶ୍ ଉଲ୍ଳେଖନୀୟ। @singh_prakash”
Tags: ନରେନ୍ଦ୍ର ମୋଦୀ, ପ୍ରକାଶ ସିଂହ