Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆଲିଆ ଭଟ୍ଟଙ୍କ ‘ଜିଗ୍ରା’ର ଟିଜରକୁ’ ୟୁଏ ‘ସାର୍ଟିଫିକେଟ୍, ଏହି ଦିନ ମୁକ୍ତିଲାଭ କରିବ ଫିଲ୍ମ
ଆଜିର ଖବର

ଆଲିଆ ଭଟ୍ଟଙ୍କ ‘ଜିଗ୍ରା’ର ଟିଜରକୁ’ ୟୁଏ ‘ସାର୍ଟିଫିକେଟ୍, ଏହି ଦିନ ମୁକ୍ତିଲାଭ କରିବ ଫିଲ୍ମ

September 5, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ବଲିଉଡର ସୁପରଷ୍ଟାର ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଲୋରିୟଲ ପ୍ୟାରିସ ବ୍ରାଣ୍ଡ ଦ୍ୱାରା ଏହାର ବିଶ୍ୱ ବ୍ରାଣ୍ଡ ଆମ୍ବାସାଡର ଭାବେ ମନୋନୀତ କରାଯାଇଥିଲା। ଏବେ ଅଭିନେତ୍ରୀଙ୍କ ପାଇଁ ଆଉ ଏକ ଖୁସି ଖବର ଆସିଛି। ଏହି ଅଭିନେତ୍ରୀ ଖୁବ୍ ଶୀଘ୍ର ଫିଲ୍ମ ‘ଜିଗ୍ରା’ରେ ନଜର ଆସିବେ। ଏହି ବିଷୟରେ ଏକ ବଡ ଅଅପଡେଟ ଆସିଛି।

ପ୍ରକାଶ ଯେ, ଆଲିଆଙ୍କ ଆଗାମୀ ଚଳଚ୍ଚିତ୍ର ‘ଜିଗ୍ରା’ର ଟିଜର ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ (ସିବିଏଫସି) ଦ୍ୱାରା ସାର୍ଟିଫାଇଡ ହୋଇଛି ଏବଂ’ ୟୁଏ ‘ରେଟିଂ ଦିଆଯାଇଛି। ସିବିଏଫସି ୱେବସାଇଟ୍ ଅନୁଯାୟୀ, ଜିଗ୍ରାର ଟିଜର ଲମ୍ବ ୨ ମିନିଟ୍, ୫୨ ସେକେଣ୍ଡ ଅଟେ। ତେବେ ଟିଜର କେବେ ରିଲିଜ ହେବ ସେ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ନାହିଁ।

‘ଜିଗ୍ରା’ ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ସମ୍ପର୍କ ଦେଖାଇବ:

ଆଲିଆ ଭଟ୍ଟଙ୍କ ସହ ଫିଲ୍ମରେ ବେଦଙ୍ଗ ରାଇନା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ରରେ ଭାଇ-ଭଉଣୀର ସମ୍ପର୍କ ଦେଖାଯିବ। ଆଲିଆ ଭଟ୍ଟ ‘ଜିଗ୍ରା’ରେ ବେଦଙ୍ଗ ରାଇନାଙ୍କ ବଡ ଭଉଣୀ ଭୂମିକାରେ ଅଭିନୟ କରୁଛନ୍ତି।

ଅକ୍ଟୋବର ୧୧ ରେ ରିଲିଜ୍ ହେବ ‘ଜିଗ୍ରା’:

ଅକ୍ଟୋବର ୧୧ ତାରିଖରେ ଆଲିଆ ଭଟ୍ଟ ଏବଂ ବେଦଙ୍ଗ ରାଇନାଙ୍କ ‘ଜିଗ୍ରା’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରକୁ ଧର୍ମା ପ୍ରଡକ୍ସନ୍ସ ଏବଂ ଆଲିଆ ଭଟ୍ଟଙ୍କ ଇଟରନଲ ସନସାଇନ ପ୍ରଡକ୍ସନ୍ସ ମିଳିତ ଭାବେ ପ୍ରସ୍ତୁତ କରିଛନ୍ତି। ଜିଗ୍ରା ନିର୍ଦ୍ଦେଶନା ଦେଇଛନ୍ତି ୱାସନ ବାଲା।

Alia Bhatt
Share. Facebook Twitter LinkedIn Email WhatsApp Copy Link

Related Posts

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଟ୍ରେନ ଚଳାଚଳରେ ହେଲା ଅସ୍ଥାୟୀ ପରିବର୍ତ୍ତନ, ଦେଖନ୍ତୁ ତାଲିକା

June 3, 2026

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026

ମମତା ବାନାର୍ଜୀଙ୍କ ଦଳରେ ବଡ଼ ବିଭାଜନ: ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି

June 3, 2026

୬୧ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିବେ ଆମିର ଖାନ: ଜାଣନ୍ତୁ କେବେ ଆଉ କାହାକୁ?

June 3, 2026
Latest News

ଯାତ୍ରୀଗଣ ଧ୍ୟାନ ଦିଅନ୍ତୁ: ଟ୍ରେନ ଚଳାଚଳରେ ହେଲା ଅସ୍ଥାୟୀ ପରିବର୍ତ୍ତନ, ଦେଖନ୍ତୁ ତାଲିକା

June 3, 2026

ବାଲୁଗାଁରୁ ବ୍ରାଉନ ସୁଗାର ଜବତ: ଅଭିଯୁକ୍ତ ଗିରଫ

June 3, 2026

ମମତା ବାନାର୍ଜୀଙ୍କ ଦଳରେ ବଡ଼ ବିଭାଜନ: ରିତବ୍ରତ ବାନାର୍ଜୀଙ୍କୁ ବିରୋଧୀ ଦଳ ନେତା ଭାବରେ ସ୍ୱୀକୃତି

June 3, 2026

୬୧ ବର୍ଷ ବୟସରେ ତୃତୀୟ ଥର ପାଇଁ ବିବାହ କରିବେ ଆମିର ଖାନ: ଜାଣନ୍ତୁ କେବେ ଆଉ କାହାକୁ?

June 3, 2026

ନ୍ୟୁଜିଲାଣ୍ଡ ଗସ୍ତରେ ତିନୋଟି ଫର୍ମାଟ୍ ଖେଳିବ ଟିମ୍ ଇଣ୍ଡିଆ: କାର୍ଯ୍ୟସୂଚୀ ଚୂଡ଼ାନ୍ତ କଲା BCCI 

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.