Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶ୍ରୀ ଗଣେଷଙ୍କୁ ୨୦ କେଜି ସୁନାର ମୁକୁଟ ଉପହାର ଦେଲେ ଏହି ବ୍ୟକ୍ତି, ଦାମ ହେବ ୧୫ କୋଟି ଟଙ୍କା
ଆଜିର ଖବର

ଶ୍ରୀ ଗଣେଷଙ୍କୁ ୨୦ କେଜି ସୁନାର ମୁକୁଟ ଉପହାର ଦେଲେ ଏହି ବ୍ୟକ୍ତି, ଦାମ ହେବ ୧୫ କୋଟି ଟଙ୍କା

September 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଶ୍ରୀ ଗଣେଷଙ୍କୁ ୨୦ କେଜି ସୁନାର ମୁକୁଟ ଉପହାର ଦେଲେ ଏହି ବ୍ୟକ୍ତି, ଦାମ ହେବ ୧୫ କୋଟି ଟଙ୍କା

ଗଣେଷ ଚତୁର୍ଥୀ: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ ବା ଗଣେଷ ପୂଜା। ସେଥିପାଇଁ ସାରା ଭାରତରେ ଏହି ପୂଜା ବେଶ ଭକ୍ତିପୂତ ଭାବେ ପାଳନ କରାଯାଉଛି। ତେବେ ଦେଶର ସବୁଠାରୁ ବେଶ ଆକର୍ଷଣୀୟ ଭାବେ ଗଣେଷଙ୍କ ପୂଜା ମୁମ୍ବାଇ ସହରରେ ହୋଇଥାଏ। ଏଥିପାଇଁ ପ୍ରସ୍ତୁତି ପ୍ରାୟ ମାସେ ଆଗରୁ କରାଯାଇଥାଏ।

ତେବେ ଏଥର ଗଣେଷ ପୂଜାରେ ମୁମ୍ବାଇ ସହର ଚମକୁ ଥିବା ବେଳେ ଗୋଟିଏ ଘଟଣା ନେଇ ମଧ୍ୟ ବେଶ ଚର୍ଚ୍ଚା ଚାଲିଛି। ତାହା ହେଲା ଯେ, ଜଣେ ଭକ୍ତ ପ୍ରଭୃ ଗଣେଷଙ୍କୁ ୨୦ କେଜି ସୁନାରେ ତିଆରି ଏକ ମୁକୁଟ ଉପହାର ଦେଇଛନ୍ତି। ଏହି ମୁକୁଟଟି ମୂଲ୍ୟ ପ୍ରାୟ ୧୫ କୋଟି ଟଙ୍କା ହେବ ବୋଲି ଜଣାପଡିଛି।

ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ପୂଜା ସମିତର ଏଥର ଗଣେଷ ପୂଜାରେ ଏହି ମୁକୁଟ ଲଗାଯାଇଛି। ତେବେ ମୁକୁଟଟି ଚାରିଟି ଭାଗରେ ନିର୍ମାଣ କରାଯାଇଛି। ଯାହାକୁ ଶ୍ରୀଗଣେଷଙ୍କ ମୁଣ୍ଡରେ ଲଗାଇବେ ପରେ ତାହା ବେଶ ଆକର୍ଷଣୀୟ ଦେଖାଯାଉଛି। ତେବେ ଏହାକୁ ଯେ ଦାନ କରିଛନ୍ତି ସେ ହେଉଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଅଧକ୍ଷ ମୁକେଶ ଆମ୍ବାନୀଙ୍କ ପୁଅ ଅନନ୍ତ ଆମ୍ବାନୀ।

ଗଣେଷ ଚତୁର୍ଥୀ ଗଣେଷ ପୂଜା
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026
Latest News

ଆଜି ମଧ୍ୟ ବଢିଲା ସୁନା ମୂଲ୍ୟ: ୩ ଲକ୍ଷରେ ପହଞ୍ଚିଲା ରୂପା

February 23, 2026

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.