Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରକ୍ଷଣ ମାମଲାରେ ଯୋଗୀଙ୍କୁ ଟାର୍ଗେଟ୍‌ କଲେ ମାୟାବତୀ
ଆଜିର ଖବର

ଆରକ୍ଷଣ ମାମଲାରେ ଯୋଗୀଙ୍କୁ ଟାର୍ଗେଟ୍‌ କଲେ ମାୟାବତୀ

July 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଯୋଗୀ ଆଦିତ୍ୟନାଥଙ୍କ ସରକାର ୧୭ଟି ପଛୁଆ ବର୍ଗଙ୍କୁ ଅନୁସୂଚିତ ତାଲିକାରେ ଆରକ୍ଷଣ ଦେଇଛନ୍ତି । କିନ୍ତୁ ଏହାକୁ ଗ୍ରହଣ କରିପାରିନାହାନ୍ତି ବିଏସପି ସୁପ୍ରିମୋ ମାୟାବତୀ । ଏହି ପ୍ରସଙ୍ଗରେ ସେ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । ପଛୁଆ ବର୍ଗଙ୍କୁ ଆରକ୍ଷଣ ଦେବାକୁ କେବଳ ସଂସଦର ପ୍ରାବଧାନ ରହିଛି କିନ୍ତୁ ଯୋଗୀ ଏହି ନିୟମର ଉଲ୍ଲଙ୍ଘନ କରିଛନ୍ତି ବୋଲି ମାୟାବତୀ କହିଛନ୍ତି । ୟୁପିର ଯୋଗୀ ସରକାର ପଛୁଆ ବର୍ଗଙ୍କୁ ଅନୁସୂଚିତ ଜାତିରେ ସାମିଲ କରି ଧୋକା ଦେଇଛନ୍ତି । ଏହା ଅସାମ୍ବିଧାନିକ ବୋଲି ମାୟାବତୀ କହିଛନ୍ତି ।  ଉତ୍ତର ପ୍ରଦେଶରେ ଅନୁସୂଚିତ ଜାତି ପାଇଁ ୧୭ ଲୋକସଭା ଏବଂ ୪୦୩ ବିଧାନସଭା ଆସନ ମଧ୍ୟରୁ ୮୬ଟି ଆସନରେ ଆରକ୍ଷଣ ରହିଛି । ଏବେ ଏହି ଜାତିଗୁଡିକୁ ନିର୍ବାଚନ ଲଢିବା ପାଇଁ ଅବସର ମିଳିବ ।  ଗତ ଦୁଇ ଦଶନ୍ଧି ଧରି ଏହି ୧୭ଟି ଜାତିକୁ ଅନୁସୂଚିତ ଜାତିରେ ସାମିଲ କରିବା ପାଇଁ ପ୍ରୟାସ ଜାରି ରହିଥିଲା । ଏପରିକି ଏସପି ଏବଂ ବିଏସପି ଏନେଇ ବହୁ ପ୍ରୟାସ କରିଥିବାବେଳେ ଏହା ଉପରେ କୋର୍ଟଙ୍କ ରହିତାଦେଶ ରହିଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.