Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କମଳା ରଙ୍ଗର ଜର୍ସି ପାଇଁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା : ମେହେବୁବା ମୁଫ୍‌ତି
ଆଜିର ଖବର

କମଳା ରଙ୍ଗର ଜର୍ସି ପାଇଁ ଭାରତକୁ ପରାଜୟର ସାମ୍ନା କରିବାକୁ ପଡ଼ିଲା : ମେହେବୁବା ମୁଫ୍‌ତି

July 1, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

କ୍ରିକେଟ୍‌ ବିଶ୍ବକପ୍‌ରେ ଇଂଲଣ୍ଡ ବିପକ୍ଷରେ ଭାରତକୁ ପ୍ରଥମ ପରାଜୟର ସାମ୍ନା କରିବାକୁ ପଡିଛି । ଟିମ୍‌ ଇଣ୍ଡିଆର ପରାଜୟ ପରେ ସୋସିଆଲ୍‌ ମିଡ଼ିଆରେ ଟିମ୍‌ ଇଣ୍ଡିଆର ନୂଆ ଜର୍ସିକୁ ନେଇ ବହୁତ୍‌ ମଜାକ୍‌ କମେଣ୍ଟ ଦେଖିବାକୁ ମିଳିଛି । ଏହି କ୍ରମରେ ସାମିଲ୍‌ ହୋଇଛନ୍ତି ଜମ୍ମୁକାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହେବୁବା ମୁଫ୍‌ତୀ । ମେହେବୁବା କହିଛନ୍ତି, ଭାରତ କମଳା ରଙ୍ଗର ଜର୍ସି ପାଇଁ ପରାଜୟ ବରଣ କରିଛି । ମେହେବୁବା ଟୁଇଟ୍‌ କରି କହିଛନ୍ତି ଯେ, ‘ଆପଣମାନେ ମୋତେ ଅନ୍ଧବିଶ୍ବାସୀ କହିପାରନ୍ତି, କିନ୍ତୁ ମୋ’ ମତରେ ଭାରତକୁ ନୂଆ କମଳା ରଙ୍ଗର ଜର୍ସି ପାଇଁ ପରାଜୟର ସାମ୍ନା କରିବାକୁ ପଡ଼ିଛି । ଏହା ପୂର୍ବରୁ ମେହେବୁବା ଆଉ ଏକ ଟୁଇଟ୍‌ରେ କହିଥିଲେ ଯେ, ‘ପାକିସ୍ତାନୀ ପ୍ରଶଂସକ ଇଂଲଣ୍ଡ ବିରୁଦ୍ଧରେ ଭାରତର ବିଜୟ ପାଇଁ ପ୍ରାର୍ଥନା କରୁଛନ୍ତି । ଯାହାହେଉ କ୍ରିକେଟ୍‌ ବାହାନାରେ ଦୁଇ ଦେଶ ଏକ ସହିତ ରହିଛନ୍ତି ।’  ଇଂଲଣ୍ଡ ସହିତ ଭାରତର ମ୍ୟାଚ୍‌ ପାଇଁ ଭାରତୀୟ ଟିମ୍‌ରେ ଜର୍ସିକୁ ପରିବର୍ତ୍ତନ କରାଯାଇଥିଲା । କାରଣ ଦୁଇ ଦେଶଙ୍କର ଜର୍ସି ଏକାରଙ୍ଗର ହୋଇଥିବାବେଳେ ଏହାକୁ ପରିବର୍ତ୍ତନ କରାଯାଇଥିଲା ।  ଜର୍ସିର ପରିବର୍ତ୍ତନକୁ ନେଇ ବିବାଦ ମଧ୍ୟ ଉଠିଥିଲା । ରାଜନୈତିକ ଦଳ କମଳା ରଙ୍ଗକୁ ନେଇ ମୋଦି ସରକାରଙ୍କୁ କଟାକ୍ଷ ମଧ୍ୟ କରିଥିଲେ । ତେବେ ମେହେବୁବାଙ୍କ ଟୁଇଟ୍‌କୁ ନେଇ ବିବାଦ ଦେଖାଯାଇଥିବାବେଳେ ମେହେବୁବା ୟୁ ଟର୍ଣ୍ଣ ନେଇଛନ୍ତି । ସେ ଟ୍ୱିଟ କରି କହିଛନ୍ତି ଯେ ମୁଁ ଟିମ୍‌ ଇଣ୍ଡିଆର ପ୍ରଦର୍ଶନକୁ ନେଇ ଯାହା ବି କହିଥିଲି, ତାହା କେବଳ ଏକ ଜୋକ୍ ଥିଲା।

Share. Facebook Twitter LinkedIn Email WhatsApp Copy Link

Related Posts

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ମଧୁମେହ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.