Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାଜନୀତିରେ ପରିବାରବାଦ ଜାମ୍ମୁ କାଶ୍ମୀରକୁ ଫମ୍ପା କରିଦେଇଛି: ଡୋଡା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ
ଆଜିର ଖବର

ରାଜନୀତିରେ ପରିବାରବାଦ ଜାମ୍ମୁ କାଶ୍ମୀରକୁ ଫମ୍ପା କରିଦେଇଛି: ଡୋଡା ରାଲିରେ ପ୍ରଧାନମନ୍ତ୍ରୀ ମୋଦୀ

September 14, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ModiinOdisha

ଡୋଡା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ମୁ କାଶ୍ମୀର ଡୋଡାରେ ଏକ ନିର୍ବାଚନ ରାଲିରେ ଉଦବୋଧନ ଦେଇ କହିଛନ୍ତି ଯେ ନୂତନ ଜାମ୍ମୁ କାଶ୍ମୀର ବିକାଶର ଏକ ନୂଆ କାହାଣୀ ଲେଖୁଛି। ଡୋଡା ଠାରେ ଏକତ୍ରିତ ହୋଇଥିବା ଏହି ଜନତା ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ, ଗଣତନ୍ତ୍ର ଏଠାରେ ଥିବା ଲୋକଙ୍କ ଶିରାରେ ଅଛି। ବିଜେପିକୁ ଆଶୀର୍ବାଦ ଦେବାକୁ ଆସିଥିବା ସମସ୍ତ ପରିବାର ସଦସ୍ୟଙ୍କୁ ମୋର ହୃଦୟରୁ ଶୁଭେଚ୍ଛା। ବିଜେପି ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାରରେ ଏହି ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ରାଜନୀତିରେ ପରିବାରବାଦ ଜାମ୍ମୁ କାଶ୍ମୀରକୁ ଫମ୍ପା କରିଦେଇଛି। ଯେଉଁ ରାଜନୈତିକ ଦଳଗୁଡ଼ିକ ଉପରେ ଆପଣମାନେ ବିଶ୍ୱାସ କରୁଥିଲେ, ସେମାନେ ଆପଣମାନଙ୍କ ପିଲାମାନଙ୍କ ବିଷୟରେ ଚିନ୍ତା କରୁନଥିଲେ। ଏହି ପାର୍ଟୀଗୁଡ଼ିକ କେବଳ ସେମାନଙ୍କ ପିଲାମାନଙ୍କ ଉନ୍ନତି ଦେଖୁଥିଲେ। ନୂତନ ନେତୃତ୍ୱ ସୃଷ୍ଟି ହେବାକୁ ଦିଆଯାଇନଥିଲା।

ପ୍ରଧାନମନ୍ତ୍ରୀ ମୋଗୀ କହିଛନ୍ତି ଯେ, ନୂତନ ନେତୃତ୍ୱ ଏବଂ କଂଗ୍ରେସ, ପିଡିପି ଆଉ ନ୍ୟାସନାଲ କନଫରେନ୍ସ ମଧ୍ୟରେ ଲଢେଇ ହେଉଛି। ଏହି ବଂଶବାଦ ଜାମ୍ମୁ କାଶ୍ମୀରକୁ ନଷ୍ଟ କରିଦେଇଛି। ଏହି ନିର୍ବାଚନ ତିନି ପରିବାର ଏବଂ ଜନସାଧାରଣଙ୍କ ମଧ୍ୟରେ ହେଉଛି।

BJP Rally Doda election 2024 jummu kashmir narendra modi
Share. Facebook Twitter LinkedIn Email WhatsApp Copy Link

Related Posts

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ରକ୍ଷାବନ୍ଧନ ପୂର୍ବରୁ ମହିଳାମାନଙ୍କୁ ଯୋଗୀ ସରକାରଙ୍କ ବଡ଼ ଉପହାର: କଲେ ଏହି ଘୋଷଣା

July 22, 2025

ଅବତରଣ କରିବା ପରେ ବିମାନର ଇଞ୍ଜିନରେ ଲାଗିଲା ନିଆଁ, ହଂକଂରୁ ଦିଲ୍ଲୀ ଆସିଥିଲା ଏୟାର ଇଣ୍ଡିଆ ବିମାନ

July 22, 2025

ଜଗଦୀପ ଧନଖରଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ, ତାଙ୍କୁ ମିଳିବ କି ବଡ଼ ଦାୟିତ୍ୱ?

July 22, 2025
Latest News

୬୨ ବର୍ଷ ପରେ ଅବସର ନେବ ମିଗ୍-୨୧ ଲଢ଼ୁଆ ବିମାନ: ଅପରେସନ୍ ସିନ୍ଦୂରରେ ପାକିସ୍ତାନର କରିଥିଲା ବିପର୍ଯ୍ୟୟ

July 22, 2025

ରକ୍ଷାବନ୍ଧନ ପୂର୍ବରୁ ମହିଳାମାନଙ୍କୁ ଯୋଗୀ ସରକାରଙ୍କ ବଡ଼ ଉପହାର: କଲେ ଏହି ଘୋଷଣା

July 22, 2025

ଅବତରଣ କରିବା ପରେ ବିମାନର ଇଞ୍ଜିନରେ ଲାଗିଲା ନିଆଁ, ହଂକଂରୁ ଦିଲ୍ଲୀ ଆସିଥିଲା ଏୟାର ଇଣ୍ଡିଆ ବିମାନ

July 22, 2025

ଜଗଦୀପ ଧନଖରଙ୍କ ଇସ୍ତଫାର ୨୪ ଘଣ୍ଟା ମଧ୍ୟରେ ରାଷ୍ଟ୍ରପତିଙ୍କୁ ଭେଟିଲେ ହରିବଂଶ ନାରାୟଣ, ତାଙ୍କୁ ମିଳିବ କି ବଡ଼ ଦାୟିତ୍ୱ?

July 22, 2025

ଆଇନ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନଙ୍କୁ ନେଇ ବଢିଲା ଚର୍ଚ୍ଚା, ଆଜି ଦିଲ୍ଲୀପ ରାୟ, ଗତକାଲି ରାଜ୍ୟପାଳ କାହିଁକି କଲେ ସାକ୍ଷାତ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.