Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାଗାଲାଣ୍ଡରେ ଆହୁରି ୬ ମାସ ଲାଗି ରହିବ ଅଫ୍‌ପ୍ସା
ଆଜିର ଖବର

ନାଗାଲାଣ୍ଡରେ ଆହୁରି ୬ ମାସ ଲାଗି ରହିବ ଅଫ୍‌ପ୍ସା

July 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
NAGALAND AFPSA
NAGALAND AFPSA

ଉତ୍ତର ପୂର୍ବୀୟ ରାଜ୍ୟ ନାଗାଲାଣ୍ଡରେ ଆହୁରି ୬ ମାସ ପର୍ଯ୍ୟନ୍ତ ଆଫପ୍ସା ବଳବତ୍ତର ରହିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ମଙ୍ଗଳବାର ଏହି ସୂଚନା ପ୍ରଦାନ କରାଯାଇଛି। ୩୦ ଜୁନ୍‌ ୨୦୧୯ରୁ ଏହି ନିୟମ ଲାଗୁ କରାଯିବା ସହିତ ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଗୃହ ମନ୍ତ୍ରୀ ଅମିତ ଶାହା ପ୍ରକାଶ କରିଛନ୍ତି। ବିଗତ ଏକ ଦଶନ୍ଧି ଧରି ଆଫପ୍ସା ଲାଗି ରହିଥିବା ବେଳେ ଚଳିତ ସରକାର ଏହା ଉଠାଇବା ନେଇ ଆଶା କରାଯାଉଥିଲା। ମାତ୍ର ୧ ତାରିଖର ବିଜ୍ଞପ୍ତି ଅନୁଯାୟୀ ନାଗାଲାଣ୍ଡ ଅଶାନ୍ତ ରହୁଥିବାରୁ ଏହି ଧାରା ଆହୁରି ୬ ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ।

Share. Facebook Twitter LinkedIn Email WhatsApp Copy Link

Related Posts

ଝାଡ଼ାବାନ୍ତିରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

April 14, 2026

EDର ବଡ଼ କାର୍ଯ୍ୟାନୁଷ୍ଠାନ: I-PAC ନିର୍ଦ୍ଦେଶକ ବିନେଶ ଚାଣ୍ଡେଲ ଗିରଫ

April 14, 2026

କେବଳ ଟୋଲ୍ ଆଦାୟ କରି ଧନୀ ହେଉଛି ଏହି ଦେଶ

April 14, 2026

ଆଜି ହେଉଛି ପଣା ସଂକ୍ରାନ୍ତି: ଏହିଦିନ ପଣା ପିଇବାର ବିଧି କାହିଁକି ରହିଛି ଜାଣିଛନ୍ତି କି ?

April 14, 2026
Latest News

ଆଜି ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ କରିବ CBSE ବୋର୍ଡ?: ଏହି ସରଳ ଉପାୟରେ ଦେଖନ୍ତୁ ମାର୍କସିଟ୍

April 14, 2026

ଝାଡ଼ାବାନ୍ତିରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

April 14, 2026

EDର ବଡ଼ କାର୍ଯ୍ୟାନୁଷ୍ଠାନ: I-PAC ନିର୍ଦ୍ଦେଶକ ବିନେଶ ଚାଣ୍ଡେଲ ଗିରଫ

April 14, 2026

କେବଳ ଟୋଲ୍ ଆଦାୟ କରି ଧନୀ ହେଉଛି ଏହି ଦେଶ

April 14, 2026

ଆଜି ହେଉଛି ପଣା ସଂକ୍ରାନ୍ତି: ଏହିଦିନ ପଣା ପିଇବାର ବିଧି କାହିଁକି ରହିଛି ଜାଣିଛନ୍ତି କି ?

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.