Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜିଲ୍ଲାସ୍ତରୀୟ ପୋଷଣ ମାସ ଉତ୍ସବ ପାଳନ
ଆଜିର ଖବର

ଜିଲ୍ଲାସ୍ତରୀୟ ପୋଷଣ ମାସ ଉତ୍ସବ ପାଳନ

September 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ରେ ଦିବା ୧୧.୦୦ ଘଟିକା ସମୟ ରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ପୋଷଣ ମାସ ଉତ୍ସବ ପାଳନ ହୋଇଯାଇଛି। ଉକ୍ତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ (ପ୍ରଶାସନ ) ପ୍ରତାପ ଚନ୍ଦ୍ର ବେଉରା ଯୋଗ ଦେଇଥିଲେ।

ଏହି ଉତ୍ସବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ସ୍ୱାଗତ ଭାଷଣ ରଖିଥିଲେ। ଏଥିରେ ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ,  ଆର. ଵି. ଏସ. କେ ର ଡାକ୍ତର, ଜିଲ୍ଲା ପୋଷଣ ସଂଯୋଜିକା, ସମସ୍ତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ସମସ୍ତ ମଣ୍ଡଳ ପରିଦର୍ଶିକା, ବ୍ଲକ ସ୍ତରୀୟ ପୋଷଣ ସଂଯୋଜକ ଏବଂ ସଂଯୋଜିକା, ଅଙ୍ଗନବାଡି କର୍ମୀ, ଏ. ଏନ. ଏମ, ଆଶାକର୍ମୀ, କିଶୋରୀ ବାଳିକା, ଗର୍ବବତୀ ମହିଳା ଏବଂ ପ୍ରସୂତି ମାଆ ଉପସ୍ଥିତ ରହିଥିଲେ।

ସମ୍ମିଳନୀ କକ୍ଷରେ ଅଙ୍ଗନବାଡି କର୍ମୀଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ବିଭିନ୍ନ ରନ୍ଧନ ଖାଦ୍ୟ ସହ କଞ୍ଚା ପନି ପରିବା, ଫଳମୂଳ, ଶସ୍ୟ ଜାତୀୟ ଖାଦ୍ୟ ଇତ୍ୟାଦି ପ୍ରଦର୍ଶନ କରାଯାଇଥିଲା।  ମେଡିକାଲ ଟିମଙ୍କ ଦ୍ୱାରା ରକ୍ତ ହୀନତା ପରୀକ୍ଷା ଶିବିର ଆୟୋଜନ କରାଯାଇ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ମାନଙ୍କ ରା ହିମୋଗ୍ଲୋବିନ ପରୀକ୍ଷା କରାଯାଇଥିଲା।

ଏହି ଉତ୍ସବରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କୁସୁମ କୁମାରୀ ପ୍ରହରାଜ ସ୍ୱାଗତ ଭାଷଣ ରଖିଥିଲେ. କୁ ପୋଷଣକୁ ଦୂର କରି ସୁପୋଷଣଯୁକ୍ତ ସମାଜ ଓ ଦେଶ ଗଢିବା ଏହାର ମୂଳ ମନ୍ତ୍ର ବୋଲି କହିଥିଲେ ଜିଲ୍ଲାପାଳ ଚଞ୍ଚଳ ରାଣା ଭାରତରୁ ଯେପରି ପୋଲିଓ, ମିଳିମିଳା ସଂପୂର୍ଣ୍ଣ ନିରାକରଣ କରାଯାଇଛି ସେହିପରି କୁପୋଷଣ ମୁକ୍ତ ଭାରତ ଗଠନ ଦିଗରେ ଏହାକୁ ଆହ୍ୱାନ ଭାଵି ସମସ୍ତେ କାମ କଲେ ଏହା ନିଶ୍ଚିତ ଭାବେ ସଫଳ ହେବ।

ସେ ଆହୁରି କହିଥିଲେ ଯେ, କୁପୋଷଣ ମୁକ୍ତ ଶିଶୁଟିଏ ଶିକ୍ଷିତ ବିକାଶ ଦେଶର ଉନ୍ନତିର ପଥ କୁ ଅବରୋଧ କରିଥାଏ ତେଣୁ ସମସ୍ତ ବିଭାଗୀୟ କର୍ମକର୍ତ୍ତା ଏହାକୁ ଆହ୍ୱାନ ଭାବି ଗ୍ରହଣ କରି କାମ କଲେ ସବୁଜ ସୁସ୍ଥ ସୁନ୍ଦର ଭାରତ ବର୍ଷ ଗଠନ ହୋଇପାରିବ। ସେହିପରି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଭିବ୍ୟକ୍ତି ରଖିଥିଲେ କି ଆଜିର କିଶୋରୀ କାଲିର ମାଆ।  ତେଣୁ ସେମାନଙ୍କୁ ସୁଶମ ଖାଦ୍ୟ, ସ୍ୱାସ୍ଥ୍ୟ ଯୋଗାଇଦେଲେ ସେ ସୁସ୍ଥ ଶିଶୁଟି କୁ ଜନ୍ମ ଦେଇ ବିକଶିତ ରାଷ୍ଟ୍ର ଗଠନ ରେ ସହା ୟାକୁ ହୋଇ ପାରିବ।

ଏହି ଉତ୍ସବ ଅବସରରେ ବିଭିନ୍ନ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା କରି ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷରେ ଅତିରିକ୍ତ ସମାଜ କଲ୍ୟାଣ ଅଧିକାରୀ ସମସଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସେହିପରି ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା ଅଭିବ୍ୟକ୍ତି ରଖିଥିଲେ କି ଆଜିର କିଶୋରୀ କାଲି ର ମାଆ। ତେଣୁ ସେମାନଙ୍କୁ ସୁଶମ ଖାଦ୍ୟ, ସ୍ୱାସ୍ଥ୍ୟ ଯୋଗାଇଦେଲେ ସେ ସୁସ୍ଥ ଶିଶୁ ଟି କୁ ଜନ୍ମ ଦେଇ ବିକଶିତ ରାଷ୍ଟ୍ର ଗଠନ ରେ ସହା ୟାକୁ ହୋଇ ପାରିବ।

ଏହି ଉତ୍ସବ ଅବସରରେ ବିଭିନ୍ନ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା କରି ଭଲ ପ୍ରଦର୍ଶନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା।

ଶେଷରେ ଅତିରିକ୍ତ ସମାଜ କଲ୍ୟାଣ. ଅଧିକାରୀ ସମସଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Latest News

ବିଜେପିରେ ସାମିଲି ହେଲେ ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ବିଜେଡିରୁ ହୋଇଥିଲେ ନିଲମ୍ବିତ

July 12, 2026

ଓଡ଼ିଶା ବିଦ୍ୟୁତ୍ କ୍ଷେତ୍ର ପ୍ରଶାସନିକ କର୍ମଚାରୀ ସଂଘର ବାର୍ଷିକ ସାଧାରଣ ଅଧିବେଶନ ସଂକଳ୍ପ ଅନୁଷ୍ଠିତ

July 12, 2026

ଗାନ୍ଧୀନଗର ଲୋକସଭା କ୍ଷେତ୍ରରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ବୃକ୍ଷରୋପଣ

July 12, 2026

ରୁଷଠାରୁ ୪୯,୦୦୦ କୋଟିର ତେଲ କିଣିଲା ଭାରତ: ଚୀନ୍ ପରେ ହେଲା ଦ୍ୱିତୀୟ ସର୍ବାଧିକ କ୍ରେତା

July 12, 2026

ଟାଇଟଲ୍ ଦୌଡ଼ରେ ଏବେ ଚାରୋଟି ଦଳ: ଦେଖନ୍ତୁ ଫିଫା ବିଶ୍ୱକପ୍ ର ସେମିଫାଇନାଲ କାର୍ଯ୍ୟସୂଚୀ

July 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.