Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭରତପୁର ଥାନା ଘଟଣାର ପଡିଲା ବଡ ପ୍ରଭାବ, ବଦଳିଲେ ଭୁବନେଶ୍ବର କମିଶନର ଓ ଡିସିପି
ଆଜିର ଖବର

ଭରତପୁର ଥାନା ଘଟଣାର ପଡିଲା ବଡ ପ୍ରଭାବ, ବଦଳିଲେ ଭୁବନେଶ୍ବର କମିଶନର ଓ ଡିସିପି

September 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭରତପୁର ଥାନା ଘଟଣାର ପଡିଲା ବଡ ପ୍ରଭାବ, ବଦଳିଲେ ଭୁବନେଶ୍ବର କମିଶନର ଓ ଡିସିପି

ଭୁବନେଶ୍ବର: ଭରତପୁର ଥାନା ଘଟଣାର ବଡ ପ୍ରଭାବ ଆଜି ପରିଲକ୍ଷିତ ହୋଇଛି। ଏହି ଥାନାରେ ଜଣେ ମହିଳାଙ୍କୁ ନିର୍ଯ୍ୟାତନା ଅଭିଯୋଗ ଆସିବା ପରେ ପୁରା ପୋଲିସ ବିଭାଗ ବଦନାମ ହୋଇଯାଇଛି। ଫଳରେ ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଯେଉଁ ଅଦଳବଦଳ କରିଛନ୍ତି ସେଥିରେ ଭୁବନେଶ୍ବର ପୋଲିସ କମିଶନର ଏବଂ ଡିସିପିଙ୍କୁ ବଦଳି କରିଦେଇଛନ୍ତି।

ନୂଆ ବିଜ୍ଞପ୍ତି ଅନୁସାରେ ଆଜି ରାଜ୍ୟ ସରକାର ଭୁବନେଶ୍ବର ପୋଲିସ କମିସନର ସଂଜୀବ ପଣ୍ଡାଙ୍କୁ ବଦଳି କରିଛନ୍ତି। ତାଙ୍କ ସ୍ଥାନରେ ସୁରେଶ ଦେବଦତ୍ତ ସିଂଙ୍କୁ କଟକ-ଭୁବନେଶ୍ୱରର ନୂଆ ପୁଲିସ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। ଦେବଦତ୍ତ ଆଡିସନାଲ ଡିଜି ପୋଲସ ଅପରେସନ ଭାବେ କାର୍ଯ୍ୟ କରୁଛନ୍ତି। ସେହିପରି ସଂଜୀବ ପଣ୍ଡାଙ୍କୁ ପୋଲିସ ଏକାଡେମୀର ନିର୍ଦ୍ଦେକ ଭାବେ ବଦଳି କରିଛନ୍ତି।

ଅନ୍ୟପକ୍ଷରେ ଭୁବନେଶ୍ବର ଡିସିପିଙ୍କୁ ମଧ୍ୟ ରାଜ୍ୟ ସରକାର ବଦଳି କରିଛନ୍ତି। ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ବଦଳି କରିଛନ୍ତି। ସେହିପରି ତାଙ୍କ ସ୍ଥାନରେ ପୁରୀ ଏସପି ପିନାକ ମିଶ୍ରଙ୍କୁ ଭୁବନେଶ୍ବର ଡିସିପି ଭାବେ ବଦଳି କରିଛନ୍ତି।

ଭରତପୁର ଥାନା ସଂଜୀବ ପଣ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ଇନ୍ଧନ ଉପରେ ଭାଟ୍ ୧୮% ରୁ ୭% କୁ ହ୍ରାସ, ଜାଣନ୍ତୁ କେଉଁଠି

May 15, 2026

ହାଇଦ୍ରାବାଦ-ଜୟପୁର ସ୍ୱତନ୍ତ୍ର ଟ୍ରେନରେ ନିଆଁ

May 15, 2026

ଡ୍ରାଇଭରକୁ ପିଟି ପିଟି ମାରିଦେଲା ଡ୍ରାଇଭର

May 15, 2026

ନିଟ୍ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ଭୁବନେଶ୍ବରରେ ବିକ୍ଷୋଭ

May 15, 2026
Latest News

ଇନ୍ଧନ ଉପରେ ଭାଟ୍ ୧୮% ରୁ ୭% କୁ ହ୍ରାସ, ଜାଣନ୍ତୁ କେଉଁଠି

May 15, 2026

ହାଇଦ୍ରାବାଦ-ଜୟପୁର ସ୍ୱତନ୍ତ୍ର ଟ୍ରେନରେ ନିଆଁ

May 15, 2026

ଡ୍ରାଇଭରକୁ ପିଟି ପିଟି ମାରିଦେଲା ଡ୍ରାଇଭର

May 15, 2026

ନିଟ୍ ପରୀକ୍ଷା ଦୁର୍ନୀତି ପ୍ରତିବାଦରେ ପ୍ରଦେଶ ଯୁବ କଂଗ୍ରେସର ଭୁବନେଶ୍ବରରେ ବିକ୍ଷୋଭ

May 15, 2026

Puri Rourkela Train Cancelled: ବାତିଲ ହେଲା ପୁରୀ ରାଉରକେଲା ଏକ୍ସପ୍ରେସ୍ ଟ୍ରେନ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.