Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜାତିକୁ ନେଇ କେନ୍ଦ୍ର ସରକାର ଓ ଯୋଗୀ ସରକାରଙ୍କ ମଧ୍ୟରେ ମତଭେଦ
ଆଜିର ଖବର

ଜାତିକୁ ନେଇ କେନ୍ଦ୍ର ସରକାର ଓ ଯୋଗୀ ସରକାରଙ୍କ ମଧ୍ୟରେ ମତଭେଦ

July 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଯୋଗୀ ସରକାର ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଛି ।  ଉତ୍ତରପ୍ରଦେଶର ଯୋଗୀ ସରକାର କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରିତ ପ୍ରକ୍ରିୟାକୁ ପାଳନ ନ କରି  ୧୭ଟି ପଛୁଆ ଜାତିକୁ ଅନୁସୂଚିତ ଜାତିରେ ସାମିଲ୍‌ କରିବାକୁ ନେଇ ଯୋଗୀ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ର ସରକାର । ସାମାଜିକ ନ୍ୟାୟ ଏବଂ ଅଧିକାରୀ ମନ୍ତ୍ରୀ ଥାଓ୍ବର ଚନ୍ଦ୍ର ଗେହଲଟ୍‌ ରାଜ୍ୟସଭାର ଶୂନ୍ୟକାଳରେ ‘ଯୋଗୀ ସରକାରଙ୍କ ୧୭ଟି ପଛୁଆ ଜାତିକୁ ଅନୁସୂଚିତ ବର୍ଗରେ ସାମିଲ୍‌ କରିବା ଉଚିତ୍‌ ହୋଇନାହିଁ ବୋଲି କହିଛନ୍ତି । ଶୂନ୍ୟକାଳରେ ବିଏସ୍‌ପିର ସତୀଶ ଚନ୍ଦ୍ର ମିଶ୍ର ଏହି ବିଷୟକୁ ଉଠାଇଥିଲେ । ଯୋଗୀ ସରକାରଙ୍କ ୧୭ଟି ପଛୁଆ ବର୍ଗଙ୍କୁ ଅନୁସୂଚିତ ବର୍ଗରେ ସାମିଲ୍‌ କରିବା ଅସାମ୍ବିଧାନିକ । ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ତଥା ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସୂଚୀରେ ପରିବର୍ତ୍ତନ କରିବାର ଅଧିକାର ସଂସଦର ରହିଛି । ସେହିପରି ଗେହଲଟ୍‌ ମଧ୍ୟ କହିଛନ୍ତି ଯେ, କୌଣସି ଏକ ସମୁଦାୟକୁ ଗୋଟିଏ ବର୍ଗରୁ ହଟାଇ ଆଉ ଏକ ବର୍ଗରେ ସାମିଲ୍‌ କରିବାର ଅଧିକାର କେବଳ ସଂସଦର ରହିଛି । ରାଜ୍ୟସରକାର ଏହି କ୍ଷେତ୍ରରେ ସମୁଚିତ ପ୍ରକ୍ରିୟା ପାଳନ କରିବା ଆବଶ୍ୟକ, ଅନ୍ୟାଥା ଏହି ମାମଲା ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ନାରୀଶକ୍ତି ହିଁ ଗଣତନ୍ତ୍ରର ସୁରକ୍ଷା କବଚ

April 14, 2026

ଆଜି ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି: ଜାଣନ୍ତୁ ପୂଜା କରିବାର ବିଧି

April 14, 2026

ଆଜି ହେଉଛି ବିଷୁବ ସଂକ୍ରାନ୍ତି: ଏହିଦିନ ପାଞ୍ଚଟି ରାଶି ପାଇଁ ରହିଛି ଖୁସି ଖବର

April 14, 2026

ବିନା ଅନୁମତିରେ ଅନଧିକୃତ ନିଯୁକ୍ତି ମନା

April 14, 2026
Latest News

ବିଲ୍ ବକେୟା ଥିଲେ ମଧ୍ୟ ଗ୍ରୀଷ୍ମ ଋତୁରେ କଟିବନି ବିଦ୍ୟୁତ୍ ସଂଯୋଗ: ଉପମୁଖ୍ୟମନ୍ତ୍ରୀ

April 14, 2026

ନାରୀଶକ୍ତି ହିଁ ଗଣତନ୍ତ୍ରର ସୁରକ୍ଷା କବଚ

April 14, 2026

ଆଜି ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି: ଜାଣନ୍ତୁ ପୂଜା କରିବାର ବିଧି

April 14, 2026

ଆଜି ହେଉଛି ବିଷୁବ ସଂକ୍ରାନ୍ତି: ଏହିଦିନ ପାଞ୍ଚଟି ରାଶି ପାଇଁ ରହିଛି ଖୁସି ଖବର

April 14, 2026

ବିନା ଅନୁମତିରେ ଅନଧିକୃତ ନିଯୁକ୍ତି ମନା

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.