Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସିଦ୍ଧାର୍ଥ ଓ ପରୀଙ୍କ ମଜାଦାର କାହାଣୀ ‘ଜବରିୟା ଯୋଡ଼ି’
ଆଜିର ଖବର

ସିଦ୍ଧାର୍ଥ ଓ ପରୀଙ୍କ ମଜାଦାର କାହାଣୀ ‘ଜବରିୟା ଯୋଡ଼ି’

July 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ସିଦ୍ଧାର୍ଥ ମାଲହୋତ୍ରା ଏବଂ ପରିଣିତି ଚୋପ୍ରାଙ୍କ ଫିଲ୍ମ “ଜବରିୟା ଜୋଡି”ର ଟ୍ରେଲର ରିଲିଜ୍ ହୋଇଛି । ଏହି ଫିଲ୍ମ ଜରିଆରେ ପୁଣି ଥରେ ସିଦ୍ଧାର୍ଥ ଏବଂ ପରିଣିତିଙ୍କ ଯୋଡି ରୂପେଲି ପରଦାରେ ନଜର ଆସିବ । ପୂର୍ବରୁ ‘ହସୀ ତୋ ଫସୀ’ ରେ ଦୁହେଁ ନଜର ଆସିଥିଲେ । କମେଡ଼ିଭିତ୍ତିକ ଏହି ଫିଲ୍ମରେ ସିଦ୍ଧାର୍ଥ ଓ ପରୀଙ୍କ ବ୍ୟତୀତ ଅପାରଶକ୍ତି ଖୁରାନା, ଜାବେଦ ଜାଫରୀ, ସଞ୍ଜୟ ମିଶ୍ରା, ନୀରଜ ସୂଦ ପ୍ରମୁଖ ନଜର ଆସିବେ । ପ୍ରଶାନ୍ତ ସିଂହଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବାଲାଜୀ ବ୍ୟାନର୍‌ରେ ନିର୍ମିତ ହୋଇଛି।  ତିନି ମିନିଟ୍‌ରେ ଏହି ଟ୍ରେଲର୍‌ରେ ସିଦ୍ଧାର୍ଥ ଅଭୟ ସିଂହ ଭୂମିକାରେ ନଜର ଆସୁଥିବାବେଳେ ପରିଣୀତି ବବ୍‌ଲି ଭୂମିକାରେ ନଜର ଆସିଛନ୍ତି । ଟ୍ରେଲରରେ ପ୍ରାରମ୍ଭରେ ସିଦ୍ଧାର୍ଥ ବିବାହକୁ ନେଇ ଏକ ଡାଇଲଗ୍‌ କହିଛନ୍ତି । ସେହିପରି ପରୀଙ୍କର ବିନ୍ଦାସ୍‌ ଅଭିନୟ ବେଶ୍‌ ଆକୃଷ୍ଟ ହୋଇଛି । ଫିଲ୍ମଟି ଜୁଲାଇ ୧୨ରେ ପରଦା ଉପରକୁ ଆସିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ମଧୁମେହ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.