Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ବକପ୍‌ରେ ରୋହିତଙ୍କ ଚତୁର୍ଥ ଶତକ : ଭାରତ 195/2
ଆଜିର ଖବର

ବିଶ୍ବକପ୍‌ରେ ରୋହିତଙ୍କ ଚତୁର୍ଥ ଶତକ : ଭାରତ 195/2

July 2, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚଳିତ କ୍ରିକେଟ୍‌ ବିଶ୍ବକପ୍‌ରେ ଭାରତୀୟ ଓପ୍‌ନର ରୋହିତ ଶର୍ମା ନିଜର ଚତୁର୍ଥ ଶତକ ହାସଲ କରିଛନ୍ତି । ରୋହିତଙ୍କ ଶତକ ସହାୟତାରେ ଭାରତ 195/2ର ସ୍କୋର ହାସିଲ କରିଛି । ଟସ୍‌ ଜିତି ଭାରତୀୟ ଅଧିନାୟକ ବିରାଟ କୋହଲି ବ୍ୟାଟିଂ ନିଷ୍ପତ୍ତି ନେବା ପରେ ଦୁଇ ଓପ୍‌ନର ପ୍ରଥମ ଥର ପାଇଁ ଶତକୀୟ ଭାଗିଦାରୀ କରିଥିଲେ । ଦୁଇ ଓପ୍‌ନରଙ୍କ ଶତକୀୟ ଭାଗିଦାରୀ ଫଳରେ ଭାରତ 30 ଓଭର ଶେଷସୁଦ୍ଧା 180 ରନ୍‌ ସଂଗ୍ରହ କରିଛି । ରୋହିତ ଶର୍ମା 92ଟି ବଲ୍‌ରୁ 104 ରନ୍‌ ସଂଗ୍ରହ କରି ସୌମ୍ୟ ସରକାରଙ୍କ ବଲ୍‌ରେ ଲିଟନ୍‌ ଦାସଙ୍କୁ କ୍ୟାଚ୍‌ ଦେଇ ଆଉଟ ହୋଇଥିଲା । ରାହୁଲ ରୁବେଲ ହୁସେନ୍‌ଙ୍କ ବଲ୍‌ରେ ମୁସଫିକର ରହିମ୍‌ଙ୍କୁ କ୍ୟାଚ୍‌ ଦେଇଥିଲେ ।  ରାହୁଲ୍‌ 91 ଟି ବଲ୍‌ରୁ 77 ରନ୍‌ ସଂଗ୍ରହ କରିଛନ୍ତି । ରୋହିତଙ୍କ ଇନିଂସରେ 7 ଚୌକା ଏବଂ 5 ଛକ୍କା ରହିଥିବା ବେଳେ ରାହୁଲ୍‌ 6ଟି ଚୌକା ଏବଂ ଗୋଟିଏ ଛକ୍କା ମାରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଝାଡ଼ାବାନ୍ତିରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

April 14, 2026

EDର ବଡ଼ କାର୍ଯ୍ୟାନୁଷ୍ଠାନ: I-PAC ନିର୍ଦ୍ଦେଶକ ବିନେଶ ଚାଣ୍ଡେଲ ଗିରଫ

April 14, 2026

କେବଳ ଟୋଲ୍ ଆଦାୟ କରି ଧନୀ ହେଉଛି ଏହି ଦେଶ

April 14, 2026

ଆଜି ହେଉଛି ପଣା ସଂକ୍ରାନ୍ତି: ଏହିଦିନ ପଣା ପିଇବାର ବିଧି କାହିଁକି ରହିଛି ଜାଣିଛନ୍ତି କି ?

April 14, 2026
Latest News

ଆଜି ଦଶମ ଶ୍ରେଣୀ ଫଳାଫଳ ପ୍ରକାଶ କରିବ CBSE ବୋର୍ଡ?: ଏହି ସରଳ ଉପାୟରେ ଦେଖନ୍ତୁ ମାର୍କସିଟ୍

April 14, 2026

ଝାଡ଼ାବାନ୍ତିରେ ଚିକିତ୍ସିତ ହେଉଥିବା ଛାତ୍ରୀଙ୍କ ମୃତ୍ୟୁ: ପ୍ରଧାନଶିକ୍ଷକ ନିଲମ୍ବିତ

April 14, 2026

EDର ବଡ଼ କାର୍ଯ୍ୟାନୁଷ୍ଠାନ: I-PAC ନିର୍ଦ୍ଦେଶକ ବିନେଶ ଚାଣ୍ଡେଲ ଗିରଫ

April 14, 2026

କେବଳ ଟୋଲ୍ ଆଦାୟ କରି ଧନୀ ହେଉଛି ଏହି ଦେଶ

April 14, 2026

ଆଜି ହେଉଛି ପଣା ସଂକ୍ରାନ୍ତି: ଏହିଦିନ ପଣା ପିଇବାର ବିଧି କାହିଁକି ରହିଛି ଜାଣିଛନ୍ତି କି ?

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.