Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କାନପୁର ଟେଷ୍ଟ ସମୟରେ ହଠାତ୍ ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ, ବାହାରିଲେ ୩ ଖେଳାଳି
ଆଜିର ଖବର

କାନପୁର ଟେଷ୍ଟ ସମୟରେ ହଠାତ୍ ଟିମ୍ ଇଣ୍ଡିଆରେ ବଡ ପରିବର୍ତ୍ତନ, ବାହାରିଲେ ୩ ଖେଳାଳି

October 1, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: କାନପୁରରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ପ୍ରତିଯୋଗିତାର ଚାରି ଦିନ ସମାପ୍ତ ହୋଇଛି ଏବଂ ଆଜି ପଞ୍ଚମ ଦିନ। ଟିମ୍ ଇଣ୍ଡିଆ ଏହାର ବିସ୍ଫୋରକ ବ୍ୟାଟିଂ ସହ କାନପୁର ଟେଷ୍ଟକୁ ରୋମାଞ୍ଚକର କରିଛି। ଗୋଟିଏ ପଟେ ଭାରତୀୟ ଦଳ ଚମତ୍କାର ବ୍ୟାଟିଂ ସହ ପ୍ରଶଂସକଙ୍କୁ ମନୋରଞ୍ଜନ କରିଥିବାବେଳେ ଅନ୍ୟ ପଟେ ବିସିସିଆଇ ହଠାତ୍ ଏକ ବଡ ନିଷ୍ପତ୍ତି ନେଇ କାନପୁରରେ ଟେଷ୍ଟ ମ୍ୟାଚ୍ ଖେଳୁଥିବା ଟିମ୍ ଇଣ୍ଡିଆର ତିନି ଖେଳାଳିଙ୍କୁ ବାହାର କରିଛି।

ଏହି ତିନି ଖେଳାଳିଙ୍କ ତାଲିକାରେ ବ୍ୟାଟ୍ସମ୍ୟାନ୍ ସରଫରାଜ ଖାନ, ଧ୍ରୁଭ ଜୁରେଲ ଏବଂ ଦ୍ରୁତ ବୋଲର ୟଶ ଦୟାଲ ଅଛନ୍ତି। ବର୍ତ୍ତମାନ ଆପଣଙ୍କ ମନରେ ପ୍ରଶ୍ନ ଉଠିଛି ଯେ ହଠାତ୍ ବିସିସିଆଇ କାହିଁକି ଏହି ନିଷ୍ପତ୍ତି ନେଲା? ତେବେ ଏହି ପ୍ରଶ୍ନର ଉତ୍ତର ହେଉଛି ଇରାନୀ କପ୍ ମ୍ୟାଚ୍।

ଇରାନୀ କପ୍ ମ୍ୟାଚ୍ ମୁମ୍ବାଇ ଏବଂ ଅବଶିଷ୍ଟ ଭାରତ ମଧ୍ୟରେ ଲକ୍ଷ୍ନୌର ଇକାନା ଷ୍ଟାଡିୟମରେ ୧ ତାରିଖରୁ ୫ ତାରିଖ ଅକ୍ଟୋବର ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଅଂଶଗ୍ରହଣ ହେତୁ ବୋର୍ଡ ଏହି ତିନି ଖେଳାଳିଙ୍କୁ ଭାରତୀୟ ଦଳରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛି।

ଇରାନୀ କପ୍ ପାଇଁ ଅବଶିଷ୍ଟ ଭାରତୀୟ ଦଳ:

ରୁତୁରାଜ ଗାଇକ୍ଵାଡ (ଅଧିନାୟକ), ଦେବଦତ୍ତ ପଡିକଲ, ଅଭିମନ୍ୟୁ ଈଶ୍ବରନ, ସାଇ ସୁଦର୍ଶନ, ଇଶାନ କିଶନ (ୱିକେଟ୍ କିପର), ରିକି ଭୁଇ, ସାରାଂଶ ଜୈନ, ମାନବ ସୂତାର, ମୁକେଶ କୁମାର, ଖଲିଲ ଅହମ୍ମଦ, ପ୍ରସିଦ୍ଧ କ୍ରୀଷ୍ଣା, ରାହୁଲ ଚହର, ଶାଶ୍ୱତ ରାୱତ, ୟଶ ଦୟାଲ, ଧ୍ରୁବ ଜୁରେଲ।

ଇରାନୀ କପ୍ ପାଇଁ ମୁମ୍ବାଇର ଦଳ:

ପୃଥ୍ବୀ ଶ’, ସିଦ୍ଧେଶ ଲଡ, ଅଜିଙ୍କ୍ୟ ରାହାନେ (ଅଧିନାୟକ), ଶ୍ରେୟସ ଆୟର, ହାର୍ଦ୍ଦିକ ତମୋର (ୱିକେଟ୍ ରକ୍ଷକ), ଶମ୍ସ ମୁଲାନି, ଶାର୍ଦ୍ଦୁଲ ଠାକୁର, ତନୁଶ କୋଟିୟାନ, ମୋହିତ ଅୱସ୍ତି, ରୋଏଷ୍ଟନ୍ ଡାୟସ୍, ସୁର୍ଯାଂଶ ଶେଡଗେ, ସରଫରାଜ ଖାନ୍, ସିଦ୍ଧାନ୍ତ ଅଧାତରାଓ, ହିମାଂଶୁ ସିଂହ, ଏମ ଜୁନେଦ ଖାନ, ଆୟୁଷ ମଥ୍ରେ।

BCCI Dhruv Jurel India Vs Bangladesh Irani Cup Kanpur Test Sarfaraz Khan Yash Dayal
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026
Latest News

୨୦୨୭ ଦିନିକିଆ ବିଶ୍ୱକପ୍ ତାରିଖ ପ୍ରକାଶ: ମହାତ୍ମା ଗାନ୍ଧୀଙ୍କ ସହ ରହିଛି ସଂଯୋଗ

August 16, 2026

ଜାଣନ୍ତୁ ଅଗଷ୍ଟ ୧୬ ର ରାଶିଫଳ: ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ହଠାତ ପାଇବେ ଶୁଭ ଖବର

August 16, 2026

ବଲାଙ୍ଗୀରରୁ ଅପହରଣ, ଭୁବନେଶ୍ୱରରୁ ଉଦ୍ଧାର: ବ୍ୟବସାୟୀଙ୍କୁ ନେଇ ରହସ୍ୟ ଘେରରେ ଅପହରଣ ମାମଲା

August 15, 2026

ରେଙ୍ଗାଳି ଡ୍ୟାମ୍‌ର ୩ ଗେଟ୍‌ ଖୋଲା: ତଳମୁଣ୍ଡରେ ବନ୍ୟା ଆଶଙ୍କା

August 15, 2026

ସେଲଫି ନେବା ବେଳେ ଘଟିଲା ଅଘଟଣ: ପୋଲ ତଳକୁ ଖସିପଡ଼ିଲେ ଯୁବତୀ

August 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.