ନବରାତ୍ରୀର ଦ୍ୱିତୀୟ ଦିନରେ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ

Published: Oct 5, 2024, 12:31 pm IST

ନୂଆଦିଲ୍ଲୀ: ନବରାତ୍ରୀର ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମା’ ବ୍ରହ୍ମଚାରିଣୀଙ୍କୁ ପ୍ରାର୍ଥନା କରିଛନ୍ତି ଏବଂ ସମଗ୍ର ଦେଶକୁ ଅଶେଷ ଶୁଭେଚ୍ଛା ଜଣାଇଛନ୍ତି।

ପ୍ରତ୍ୟେକ ଭକ୍ତଙ୍କୁ ସବୁ ଆହ୍ୱାନର ସମ୍ମୁଖୀନ ହେବାକୁ ଶକ୍ତି ଦେବାକୁ ଦେବୀଙ୍କ ନିକଟରେ ଶ୍ରୀ ମୋଦୀ ପ୍ରାର୍ଥନା କରିଛନ୍ତି।

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ନବରାତ୍ରୀର ଦ୍ୱିତୀୟ ଦିନରେ ସମସ୍ତ ଦେଶବାସୀଙ୍କ ପକ୍ଷରୁ ମା’ ବ୍ରହ୍ମଚାରିଣୀଙ୍କୁ ମୋର ବିଶେଷ ନମନ। ମା’ଙ୍କ ନିକଟରେ ପ୍ରାର୍ଥନା ଯେ ତାଙ୍କର ଭକ୍ତମାନଙ୍କୁ ପ୍ରତ୍ୟେକ ଆହ୍ୱାନର ସମ୍ମୁଖୀନ ହେବାକୁ ଶକ୍ତି ପ୍ରଦାନ କରନ୍ତୁ।”

Related posts