Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପିଏମ କିଷାନର ୧୮ ତମ କିସ୍ତି ଛାଡିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଖୋର୍ଦ୍ଧା ଜିଲ୍ଲାରେ କେତେ ଚାଷୀଙ୍କୁ ମିଳିଲା ଟଙ୍କା
ଆଜିର ଖବର

ପିଏମ କିଷାନର ୧୮ ତମ କିସ୍ତି ଛାଡିଲେ ପ୍ରଧାନମନ୍ତ୍ରୀ: ଜାଣନ୍ତୁ ଖୋର୍ଦ୍ଧା ଜିଲ୍ଲାରେ କେତେ ଚାଷୀଙ୍କୁ ମିଳିଲା ଟଙ୍କା

October 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷକ ମାନଙ୍କୁ ୧୮ ତମ ପ୍ରଧାନମନ୍ତ୍ରୀ କିଷାନ ନିଧି ସମ୍ମାନ (ପିଏମ କିଷାନ) ସହାୟତା ଅର୍ଥ ସିଧାସଳଖ ପ୍ରଦାନ କରିଥିଲା ବେଳେ ଏ ନେଇ ଭାରତ ବର୍ଷର ସମସ୍ତ ଚାଷୀ ମାନଙ୍କୁ ସମ୍ବୋଧିତ କରି ଏହି ସହାୟତା ରାଶିର ସଦବିନିଯୋଗ କରିବାକୁ କହିଛନ୍ତି। ଏହି ଅବସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ସଭାଗୃହରେ ଜିଲ୍ଲାର ୧୦୦ ରୁ ଉର୍ଦ୍ଧ୍ବ ଚାଷୀଙ୍କୁ ନେଇ ଜିଲ୍ଲା ସ୍ତରୀୟ କିଷାନ ସମ୍ମାନ ସହାୟତା ଉତ୍ସବ ଆୟୋଜନ ହୋଇଥିଲା ବେଳେ ଚାଷୀମାନେ ଲାଇଭ ଟେଲିକାଷ୍ଟ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କ ସୁବାର୍ତ୍ତା ଗ୍ରହଣ କରିଥିଲେ।

ତେବେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବିନାରାୟଣ ସେନାପତିଙ୍କ ସୂଚନା ଅନୁସାରେ ଚଳିତ ୧୮ ତମ କିସ୍ତିରେ ଜିଲ୍ଲାରେ ମୋଟ ୬୭ ହଜାର ୫୦୨ ଜଣ କୃଷକ ପିଏମ କିଷାନ ସହାୟତା ପାଇଥିବା ବେଳେ ଜିଲ୍ଲାରେ ୯୩ ହଜାରରୁ ପଞ୍ଜିକରଣ କରିଥିଲେ। ତେବେ ଗତ ୧୭ ତମ କିସ୍ତି ବେଳେ ଖୋର୍ଦ୍ଧା ଜିଲ୍ଲାରେ ୬୨ ହଜାର ଜଣ କୃଷକ ପିଏମ କିଶନ ସହାୟତା ପାଇଥିଲା ବେଳେ ଚଳିତ ଥର ୫ ହଜାର ଜଣ କୃଷକ ଅଧିକ ଏହି ସହାୟତା ରାଶି ପାଇଛନ୍ତି।

ତେବେ ଜିଲ୍ଲାର ସମସ୍ତ ଯୋଗ୍ୟ ହିତାଧିକାରୀ EKYC କରିବା ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ, ମୋବାଇଲ ଲିଙ୍କ ଓ ବ୍ୟାଙ୍କରେ NPCL ଲିଙ୍କ କରି ସଠିକ ରୂପେ ଆବେଦନ କରିବାକୁ ଜିଲ୍ଲା କୃଷି ଅଧିକାରୀ ରବିନାରାୟଣ ସେନାପତି ପ୍ରକାଶ କରିଛନ୍ତି।

ଏହି ଟେଲିକାଷ୍ଟ ଉତ୍ସବ ପାଳନ ଅବସରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ବ୍ଲକର ଚାଷୀମାନେ ଉପସ୍ଥିତ ଥିଲା ବେଳେ କୃଷି ଜ଼ିଲ୍ଲା ଅଧିକାରୀ, ଖୋର୍ଦ୍ଧା ପ୍ରଦୀପ୍ତ କୁମାର ପଣ୍ଡା,ସହକାରୀ କୃଷି ନିର୍ଦେଶକ,ବିଭୁଦତ୍ତ ସାହୁ, ସହକାରୀ କୃଷି ଅଧିକାରୀ ମଧୁସ୍ମିତା ଶତପଥୀ,ପଲ୍ଲବୀ ସାହୁ,ତୁଷାରକାନ୍ତ ସାହୁ, ବବିତା ସା, ବରସାହି ସରପଞ୍ଚ ଶରତ କୁମାର ବେହେରା ପ୍ରମୁଖ ଙ୍କ ସହିତ କୃଷି ବିଭାଗର ଷ୍ଟାଫଉପସ୍ଥିତ ରହି ସହଯୋଗ କରିଥିଲେ।

ସେହିପରି ଜିଲ୍ଲାର ସମସ୍ତ ବ୍ଲକ ରେ ଏହି ଉତ୍ସବ ପାଳନ ହୋଇଥିଲା ବେଳେ ସ୍ଥାନୀୟ କୃଷି ଅଧିକାରୀ, ଗ୍ରାମ୍ୟ କୃଷି କର୍ମୀ ଓ ସ୍ଥାନୀୟ ଚାଷୀ ମାନେ ଉପସ୍ଥିତ ଥିଲେ।

ଖୋର୍ଦ୍ଧା ଜିଲ୍ଲା ନରେନ୍ଦ୍ର ମୋଦି ପିଏମ କିଷାନ
Share. Facebook Twitter LinkedIn Email WhatsApp Copy Link

Related Posts

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026
Latest News

Mukteswar Dance Festival: ଆରମ୍ଭ ହେଲା ମୁକ୍ତେଶ୍ଵର ନୃତ୍ୟ ଉତ୍ସବ, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

January 23, 2026

ଫେବୃୟାରୀ ୨ ରୁ ରାଷ୍ଟ୍ରପତିଙ୍କ ୬ ଦିନିଆ ଓଡ଼ିଶା ଗସ୍ତ

January 23, 2026

ଶ୍ରେଷ୍ଠ ସରକାରୀ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଭାବେ ସମ୍ମାନିତ ହେଲା ଏମ୍ସ ଭୁବନେଶ୍ୱର

January 23, 2026

ପୂର୍ବତଟ ରେଳପଥର ପଣ୍ୟ ପରିବହନ ଆୟରେ ଦ୍ରୁତତମ ରେକର୍ଡ ଅଭିବୃଦ୍ଧି ହାସଲ

January 23, 2026

୩୨୫ କୋଟିର କ୍ଷତି!: ICC ସହିତ ମୁହାଁମୁହିଁ ହେବା ବାଂଲାଦେଶ କ୍ରିକେଟ୍ ବୋର୍ଡକୁ ପଡ଼ିବ ମହଙ୍ଗା?

January 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.