Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶାରଦୀୟ ଦୁର୍ଗାପୁଜା ନିମନ୍ତେ ବ୍ରହ୍ମପୁର ସହର ପାଇଁ ଟ୍ରାଫିକ ନିୟମାବଳି
ଆଜିର ଖବର

ଶାରଦୀୟ ଦୁର୍ଗାପୁଜା ନିମନ୍ତେ ବ୍ରହ୍ମପୁର ସହର ପାଇଁ ଟ୍ରାଫିକ ନିୟମାବଳି

October 9, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଶାରଦୀୟ ଦୁର୍ଗାପୁଜା ନିମନ୍ତେ ବ୍ରହ୍ମପୁର ସହରରେ ଭିଡକୁ ଏଡାଇବା ପାଇଁ ପ୍ରାସାଶନ ପକ୍ଷରୁ ଟ୍ରାଫିକ କଟକଣା ଲାଗୁ କରାଯାଇଛି। ତେଣୁ ଜନସାଧାରଣଙ୍କ ଅବଗତି ନିମନ୍ତେ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟମାବଳି ଜାରି କରାଯାଇଛି। ଆସନ୍ତୁ ଜାଣିବା ବ୍ରହ୍ମପୁର ସହର ପାଇଁ କ’ଣ ରହିଛି ଟ୍ରାଫିକ କଟକଣା?

ଭାରୀ ଯାନ ଓ ବସ  ପାଇଁ ଅପରାହ୍ନ ୪ଟାରୁ ମଧ୍ୟରାତ୍ରି ୧୨ ପର୍ଯ୍ୟନ୍ତ ପ୍ରବେଶ ନାହିଁ:

୧- ଭୁବନେଶ୍ବର ପାର୍ଶ୍ୱରୁ ଆସୁଥିବା ବସ୍ ସମେତ କୌଣସି ଭାରୀ ଯାନକୁ ଲାଞ୍ଜିପଲ୍ଲୀ ବାଇପାସ୍‌ ଦେଇ କମାପଲ୍ଲୀ ଛକକୁ ପ୍ରବେଶ କରିପାରିବେ ନାହିଁ।

୨- ବସ୍ ସମେତ କୌଣସି ଭାରୀ ଯାନକୁ ହଳଦିଆପଦର ଛକରୁ ଅନ୍ଧପସରା ଛକ ଦେଇ ସହର ଆଡକୁ ଅନୁମତି ଦିଆଯିବ ନାହିଁ।

(ଉଭୟ ଦିଗରୁ ବସ୍ ସମେତ ଭାରୀ ଯାନଗୁଡିକ ଗୋପାଳପୁର ଜଙ୍କସନ ଏବଂ ଖୋଡାସିଂ ଦେଇ ସହରକୁ ସ୍ଥାନାନ୍ତରିତ ହେବ। ସେମାନେ କୋର୍ଟ ପେଟା ଛକ ଦେଇ ନୂଆ ବସ୍ ଷ୍ଟାଣ୍ଡ ଯିବେ)

(ନୂଆ ବସ୍ ଷ୍ଟାଣ୍ଡରୁ NH ଆଡକୁ ଯାଉଥିବା ଯାନଗୁଡିକ ଗେଟବାଜର, ଏସବିଆଇ ରାସ୍ତା, ସୁବା ରାଓ ରାସ୍ତା, ଟାଟା ବେଞ୍ଜ୍ ଛକ, କମାପଲ୍ଲୀ, କୋର୍ଟପେଟା ଛକ, ଇଞ୍ଜିନିୟରିଂ ସ୍କୁଲ୍ ଛକ ଏବଂ ଗୋପାଳପୁର ଜଙ୍କସନ ଦେଇ ଗତି କରିବେ)

୩- ଆସ୍କା ଏବଂ ଦିଗପହଣ୍ଡି ପାର୍ଶ୍ୱରୁ ଆସୁଥୁବା ବସ୍ ସମେତ କୌଣସି ଭାରୀ ଯାନକୁ ହରିଡାଖଣ୍ଡି ପେଟ୍ରୋଲ ପମ୍ପ ଛକ ଠାରୁ ଅନ୍ଧପସରା ଛକ ଆଡକୁ ଅନୁମତି ଦିଆଯିବ ନାହିଁ।  ସେମାନେ ଗେଟ୍ ବଜାର, ଏସବିଆଇ ରୋଡ୍, ସୁବାରାଓ ଛକ ରାସ୍ତା, ଟାଟା ବେଞ୍ଜ୍ ଛକ, କମାପଲ୍ଲୀ ଏବଂ କୋର୍ଟପେଟା ଛକ ଦେଇ ନୂତନ ବସ୍ ଷ୍ଟାଣ୍ଡ ଯିବେ।

ଚାରି ଚକିଆ ଯାନ ଏବଂ ଅଟୋ ରିକ୍ସା ପାଇଁ ଅପରାହ୍ନ ୪ ଟାରୁ ମଧ୍ୟରାତ୍ର ୧୨ ଟା ପର୍ଯ୍ୟନ୍ତ ପ୍ରବେଶ ନିଷେଧ:

୧- ଖଲିକୋଟ କଲେଜ ଛକ ଠାରୁ ସୁବା ରାଓ ଛକ

୨- ବାଲୁଙ୍କେଶ୍ୱର ଛକ ଠାରୁ ବଡବଜାର।

୩- ତାଲୁକା ଛକ ଠାରୁ ଦେଶୀ ବେହେରା ଛକ।

୪- ଗିରି ମାର୍କେଟ ଛକ ଠାରୁ ହନୁମାନ ବଜାର ଛକ।

ଏକ ମୁହାଁ ରାସ୍ତା:

କୋର୍ଟପେଟା ଛକ ଠାରୁ ଗେଟ୍ ବଜାର ରାସ୍ତ ପର୍ଯ୍ୟନ୍ତ। (ଗେଟ୍ ବଜାର ପାର୍ଶ୍ବରୁ କୋର୍ଟପେଟା ଛକ ଆଡକୁ କୌଣସି ଗାଡି ଅନୁମତି ଦିଆଯିବ ନାହିଁ)

ବ୍ରହ୍ମପୁର ସହର
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

September 10, 2025
Latest News

ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ଉଦ୍‍ଯାପିତ, ଓଡ଼ିଶୀ ନୃତ୍ୟ ‘ଦୁର୍ଯ୍ୟୋଧନ’ ପରିବେଷଣ

September 10, 2025

ଟେକ୍ନୋ ଇଣ୍ଡିଆ ଗ୍ରୁପର କର୍ପୋରେଟ ଯୋଗାଯୋଗ ମୁଖ୍ୟଙ୍କ ସହ ଆଲୋଚନା କଲେ ଉପମୁଖ୍ୟମନ୍ତ୍ରୀ

September 10, 2025

ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ଉଦୀୟମାନ ଧାବକ ଅନିମେଷ କୁଜୁରଙ୍କୁ କଲେ ପ୍ରଶଂସା, କହିଲେ… 

September 10, 2025

ମହିଳାଙ୍କ ସୁରକ୍ଷାକୁ ନେଇ ଓଡିଶା ପୁଲିସ ପକ୍ଷରୁ ରାଜ୍ୟସ୍ତରୀୟ କର୍ମଶାଳା

September 10, 2025

ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.