Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେଡିର କାରଣଦର୍ଶା ନୋଟିସର ଉତ୍ତର ରଖିଲେ କରର୍ପୋରେଟର ବାଇଁଆ ଓ ଲିଟୁ
ଆଜିର ଖବର

ବିଜେଡିର କାରଣଦର୍ଶା ନୋଟିସର ଉତ୍ତର ରଖିଲେ କରର୍ପୋରେଟର ବାଇଁଆ ଓ ଲିଟୁ

October 15, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡିର କାରଣଦର୍ଶା ନୋଟିସର ଉତ୍ତର ରଖିଲେ କରର୍ପୋରେଟର ବାଇଁଆ ଓ ଲିଟୁ

ଭୁବନେଶ୍ବର: ବିଜେଡି ତରଫରୁ ଜାରୀ ହୋଇଥିବା କାରଣଦର୍ଶା ନୋଟିସର ଜବାବ ରଖିଛନ୍ତି ଅମେରଶ ଜେନା ବା ବାଇଁଆ ଏବଂ ଲିଟୁ ବା ବିରଞ୍ଚି ନାରାୟଣ ମହାସୂପକାର। ଉଭୟଙ୍କୁ ଦଳ ତରଫରୁ ଭୁବନେଶ୍ବର ଜିଲ୍ଲା ସଭାପତି ସୁଶାନ୍ତ ରାଉତ ନୋଟିସ ଜାରୀ କରିଥିଲେ। ସେଥିରେ ଉଲ୍ଲେଖ କରାଯାଇଥିଲା ଯେ, ଦଳ ଭିତରେ ଉଭୟ କାହିଁକି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ତାହାର ଜବାବ 15 ଦିନ ମଧ୍ୟରେ ଦେବା ପାଇଁ ନିର୍ଦ୍ଦେଶ ରହିଥିଲା।

ତେବେ ଏହାର ଉତ୍ତରେ ଉଭୟ ଯାହା ଲେଖିଛନ୍ତି ତାହା ଦଳ ପାଇଁ ବର୍ତ୍ତମାନ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି। କାରଣ ଉଭୟ ତାଙ୍କ ଉତ୍ତରେ ଉଲ୍ଲେଖ କରିଛନ୍ତି ଯେ, ସେମାନେ ନୁହେଁ ବରଂ ଅନ୍ୟମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ମୁଖ୍ୟତଃ ଅଶୋକ ପଣ୍ଡାଙ୍କୁ ଇଙ୍ଗିତ କରି ସେମାନେ ଏହି ଉତ୍ତର ଲେଖିଛନ୍ତି। ତେବେ ଏହା ଉପରେ ଦଳ କଣ ପଦକ୍ଷେପ ନେବା ତାହା ଜଣାପଡି ନାହିଁ।

bhubaneswar ଅମେରଶ ଜେନା ବିରଞ୍ଚି ମହାସୂପକାର ଭୁବନେଶ୍ବର ବିଜେଡି
Share. Facebook Twitter LinkedIn Email WhatsApp Copy Link

Related Posts

ମା’ର ଟାଙ୍ଗିଆ ଚୋଟରେ ଗଲା ପୁଅଝିଅଙ୍କ ଜୀବନ

April 12, 2026

ଗରମ ଓ ଗୁଳିଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା

April 12, 2026

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ମୃତ

April 12, 2026

ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ବିଫଳ

April 12, 2026
Latest News

ମା’ର ଟାଙ୍ଗିଆ ଚୋଟରେ ଗଲା ପୁଅଝିଅଙ୍କ ଜୀବନ

April 12, 2026

ଗରମ ଓ ଗୁଳିଗୁଳିରେ ସନ୍ତୁଳି ହେବ ଉପକୂଳ ଓଡ଼ିଶା

April 12, 2026

ବିଦ୍ୟୁତ ସଂସ୍ପର୍ଶରେ ଆସି ନାବାଳକ ମୃତ

April 12, 2026

ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ବିଫଳ

April 12, 2026

ବନ୍ତାରା ପକ୍ଷରୁ ବନ୍ୟପ୍ରାଣୀ ଏବଂ ପଶୁଚିକିତ୍ସା ବିଜ୍ଞାନ ପାଇଁ ବିଶ୍ୱର ପ୍ରଥମ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ ଶୁଭାରମ୍ଭ

April 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.