Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଂଗ୍ରେସର ଅଧ୍ୟକ୍ଷ ମୁଁ ନୁହେଁ, ଖୁବଶୀଘ୍ର ହେଉ ନୂତନ ଅଧ୍ୟକ୍ଷ ଚୟନ : ରାହୁଲ୍‌ ଗାନ୍ଧି
ଆଜିର ଖବର

କଂଗ୍ରେସର ଅଧ୍ୟକ୍ଷ ମୁଁ ନୁହେଁ, ଖୁବଶୀଘ୍ର ହେଉ ନୂତନ ଅଧ୍ୟକ୍ଷ ଚୟନ : ରାହୁଲ୍‌ ଗାନ୍ଧି

July 3, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଲୋକସଭା ନିର୍ବାଚନର ପରିଣାମ ଆସିବା ପ୍ରାୟ ଏକମାସରୁ ଅଧିକ ହୋଇଗଲାଣି । ଏବେବି କଂଗ୍ରେସରେ ସଂକଟ ଟଳିନି । ପାର୍ଟିର ଅଧ୍ୟକ୍ଷ ରାହୁଲ୍‌ ଗାନ୍ଧି ଇସ୍ତଫା ଦେବା ପାଇଁ ଜିଦ୍‌ ଧରିଛନ୍ତି । ଏବଂ କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ଦାବି କରୁଛନ୍ତି । ବୁଧବାର ଦିନ ରାହୁଲ୍‌ କହିଛନ୍ତି ଯେ, ସେ ପାର୍ଟିର ଅଧ୍ୟକ୍ଷ ହେବାକୁ ଚାହୁଁନାହାନ୍ତି, ତେଣୁ ଦଳ ଯେତେଶୀଘ୍ର ସମ୍ଭବ ଦଳର ନୂତନ ଅଧ୍ୟକ୍ଷଙ୍କୁ ଚୟନ କରିବା ଉଚିତ୍‌ । କଂଗ୍ରେସର ଆଗାମୀ ଅଧ୍ୟକ୍ଷ ବାଛିବା ପାଇଁ ତୁରନ୍ତ ନିର୍ବାଚନ ହେବା ଦରକାର ବୋଲି ରାହୁଲ୍‌ କହିଛନ୍ତି । ଯେକୌଣସି ପରିସ୍ଥିତିରେ ବି ରାହୁଲ୍‌ ଆଉ ଅଧ୍ୟକ୍ଷ ପଦରେ ରହିବାକୁ ଚାହୁଁନାହାନ୍ତି । ଦଳର ଅଧ୍ୟକ୍ଷ ଚୟନ କରିବା ବହୁତ ବିଳମ୍ବ ହେଲାଣି । ତେଣୁ ଦଳ ଖୁବ ଶୀଘ୍ର ଓ୍ବାର୍କିଂ କମିଟି ଡକାଇ ଏନେଇ ନିଷ୍ପତ୍ତି ନେଇ ଦଳର ନୂତନ ଅଧ୍ୟକ୍ଷକୁ ନିଯୁକ୍ତି କରିବାର ଆବଶ୍ୟକ ବୋଲି ରାହୁଲ୍‌ କହିଛନ୍ତି । ପ୍ରାୟ ଏକମାସ ହେବ ରାହୁଲ୍‌ ଇସ୍ତଫା ଦେବାକୁ ନେଇ ଅଡି ବସିଥିବାବେଳେ ତାଙ୍କୁ ଦଳର ସମସ୍ତ ନେତା ବୁଝାଇଚାଲିଛନ୍ତି । କିନ୍ତୁ ରାହୁଲ୍‌ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । ସେ ଗାନ୍ଧି ପରିବାର ବାହାରୁ ଅନ୍ୟ କାହାକୁ ଦଳର ଅଧ୍ୟକ୍ଷ କରିବା ନେଇ ଦାବି ରଖିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ମଧୁମେହ ସଚେତନା ଓ ମାଗଣା ସ୍ଵାସ୍ଥ୍ୟ ଶିବିର

May 4, 2026
Latest News

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026

ଭବାନୀପୁର ଫଳାଫଳ: ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧୫ ହଜାର ଭୋଟରେ ହାରିଲେ ମମତା ବାନାର୍ଜୀ

May 4, 2026

“CRPF ଯବାନ ମୋତେ ମାରିଥିଲେ”: ମମତା ବାନାର୍ଜୀଙ୍କ ବଡ଼ ଅଭିଯୋଗ

May 4, 2026

ପଶ୍ଚିମବଙ୍ଗରେ ପରାଜୟ ସ୍ୱୀକାର କଲା ଟିଏମସି: ତଥାପି ଗଣତି ପ୍ରକ୍ରିୟା ଉପରେ ଆଣିଲା ଗୁରୁତର ଅଭିଯୋଗ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.