Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଧନତରାସରେ କେବଳ ସୁନା ନୁହେଁ, ଯଦି ଆପଣଙ୍କ ଆଖିରେ ଏହା ପଡେ ତେବେ ତାହା ଶୁଭପ୍ରଦ
ଆଜିର ଖବର

ଧନତରାସରେ କେବଳ ସୁନା ନୁହେଁ, ଯଦି ଆପଣଙ୍କ ଆଖିରେ ଏହା ପଡେ ତେବେ ତାହା ଶୁଭପ୍ରଦ

October 25, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଧନତରାସ
ଧନତରାସରେ କେବଳ ସୁନା ନୁହେଁ, ଯଦି ଆପଣଙ୍କ ଆଖିରେ ଏହା ପଡେ ତେବେ ତାହା ଶୁଭପ୍ରଦ

ଭୁବନେଶ୍ବର: ସନାତନ ଧର୍ମରେ କିଣାକିଣି ପର୍ବ ଧନତରାସରୁ ଆରମ୍ଭ ହୁଏ। ଏହି ଦିନ ମା’ ଲକ୍ଷ୍ମୀ ଏବଂ ଧନର ଦେବତା କୁବେରଙ୍କୁ ପୂଜା କରାଯାଏ। ଏହି ଦିନ ଲୋକମାନେ ସୁଖ, ସମୃଦ୍ଧି ଏବଂ ଧନ ପାଇଁ ପ୍ରାର୍ଥନା କରନ୍ତି। ଏହା ସହିତ ଧନତରାସରେ ସୁନା ଓ ରୂପା କିଣିବା ଅତ୍ୟନ୍ତ ଶୁଭଦାୟକ ବୋଲି ବିଚାର କରାଯାଏ। ଏଥର ୧୦ ନଭେମ୍ବର ୨୦୨୩ ରେ ଧନତରାସ ପାଳନ କରାଯିବ।

ବାସ୍ତବରେ ଏହି ଦିନ ନୂଆ ଜିନିଷ କିଣିବା ଅତ୍ୟନ୍ତ ଶୁଭଦାୟକ ବୋଲି ବିଶ୍ବାସ ରହିଛି। ଏହି ଦିନ ହଠାତ କେତେକ ପ୍ରାଣୀ ଦେଖିଲେ ଶୁଭଦାୟକ ବୋଲି ବିବେଚନା କରାଯାଏ।
କିଛି ପ୍ରାଣୀ କିମ୍ବା ଲୋକଙ୍କର ହଠାତ୍ ଦୃଶ୍ୟ ଅତ୍ୟନ୍ତ ଶୁଭ ଅଟେ। ଏହା ଦେବୀ ଲକ୍ଷ୍ମୀଙ୍କ ଆଗମନ ଏବଂ କୁବେରଙ୍କ ଘରେ ଧନ ପରିପୂର୍ଣ୍ଣକୁ ସୂଚାଇଥାଏ।

ଏହା ସୂଚିତ କରେ ଯେ ଏଥର ଆପଣ ମା ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ପାଇବ। ସମସ୍ତ କାର୍ଯ୍ୟ ସଫଳ ହେବ ଏବଂ ଘରେ ସୁଖ, ଶାନ୍ତି ଏବଂ ଧନ ବୃଦ୍ଧି ପାଇବ। ଆସନ୍ତୁ ଜାଣିବା କେଉଁ ଜିନିଷଗୁଡିକ ଶୁଭ ଅଟେ …

ଧଳା ଝିଟିପିଟି

ଶାସ୍ତ୍ରୀୟ ବିଶେଷଜ୍ଞଙ୍କ ଅନୁଯାୟୀ, ଧନତରାସ ଦିନରେ ଏକ ଧଳା ଝିଟିପିଟି ଦେଖିବା ବହୁତ ଶୁଭ ଅଟେ। ଶାସ୍ତ୍ରରେ ଝିଟିପିଟି ଦେବୀ ଲକ୍ଷ୍ମୀଙ୍କ ପ୍ରତୀକ ଭାବରେ ବିବେଚନା କରାଯାଏ। ଏପରି ପରିସ୍ଥିତିରେ, ଯଦି ଆପଣ ଧନ୍ତରାସରେ ଏକ ଧଳା ଝିଟିପିଟି ଦେଖନ୍ତି, ତେବେ ବୁଝିବାକୁ ହେବ ଯେ ଆପଣଙ୍କ ଘରେ ଶୀଘ୍ର ଦେବୀ ଲକ୍ଷ୍ମୀ ଉପସ୍ଥିତ ରହିବ। ଆପଣଙ୍କ ସମସ୍ୟା ଶୀଘ୍ର ଶେଷ ହେବ।

କିନ୍ନର

ଯଦି ଆପଣ ଧନତରାସରେ କିନ୍ନରକୁ ଦେଖନ୍ତି ତେବେ ତାହା ମଧ୍ୟ ଶୁଭଦାୟକ ଅଟେ। କାରଣ ବିଶ୍ବାସ ରହିଛି ଯେ, ଯଦି ମା ଲକ୍ଷ୍ମୀଙ୍କର ଆପଣଙ୍କ ପ୍ରତି ଆର୍ଶିବାଦ ରହିଛି ତେବେ ଆପଣଙ୍କୁ ରାସ୍ତା ଘାଟରେ କିମ୍ବା ବଜାରରେ କିନ୍ନର ପରିଦୃଶ୍ୟ ହେବ। ଯଦି ସେ ଗୋଟିଏ ପଇସା ମୁଣ୍ଡରେ ମାରି ଆପଣଙ୍କୁ ଦେଲା ତେବେ ତାହା ଆହୁରି ଶୁଭ ଦାୟକ ଅଟେ।

ଧଳା ବିଲେଇ

ଧନତରାସ ଦିନ ଯଦି ଧଳା ବିଲେଇ ଦେଖନ୍ତି ତେବେ ତାହା ମଧ୍ୟ ଶୁୁଭଦାୟକ ଅଟେ। କାରଣ ଧଳା ବିଲେଇ ଶୁଭ ଦାୟକ। ତେବେ ଏହା ସାଧାରଣରେ କେବେ ଦେଖା ଯାଏ ନାହିଁ। ଏହା ଭାଗ୍ୟରେ ଥାଏ ତେବେ ଏହା ନିଶ୍ଚିତ ଦେଖାଦେବ।

ରାସ୍ତାରେ ପଇସା ମିଳିବା

ଏହିଦିନ ରାସ୍ତାରେ ଯାଉଥିବା ବେଳେ ଯଦି ହଠାତ ପଇସାଟି ମିଳେ ତେବେ ଏହା ବେଶ୍ ଶୁଭଦାୟକ ବୋଲି ବିବେଚନା କରାଯାଏ। ଏହା ସଙ୍କେତ ଦିଏ ଯେ, ଆପଣଙ୍କର ବନ୍ଦ ହୋଇପଡିଥିବା କାମ ଖୁବ ଶିଘ୍ର ଖୋଲିଯିବାର ସମ୍ଭାବନା ସୃଷ୍ଟି ହୋଇଥାଏ।

Deepavali Dhantaras ଦୀପାବଳି ଧନତରାସ ସନାତନ ଧର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026
Latest News

NEET MDS 2026 ପାଇଁ ଆବେଦନ ପ୍ରକ୍ରିୟା ଜାରି: ମାର୍ଚ୍ଚ 30 ସୁଦ୍ଧା କରନ୍ତୁ ପଞ୍ଜୀକରଣ

March 14, 2026

ଇଞ୍ଜିନିୟରମାନଙ୍କ ପାଇଁ “ରାସାୟନିକ ପଦାର୍ଥ ପରିଚାଳନାରେ ସୁରକ୍ଷା” ପ୍ରଶିକ୍ଷଣ କାର୍ଯ୍ୟକ୍ରମ

March 14, 2026

ଦେଶରେ ପ୍ରଥମ ହେଲା ପୂର୍ବତଟ ରେଳପଥ: ବର୍ଷକରେ ପରିବହନ କଲା ୫୦୦ ମେଟ୍ରିକ ଟନ୍ ପଣ୍ୟ

March 14, 2026

ନୂଆଦିଲ୍ଲୀରେ ସମ୍ୱଲପୁରୀ ଗାୟକଙ୍କୁ ଭେଟିଲେ ଧର୍ମେନ୍ଦ୍ର ପ୍ରଧାନ

March 14, 2026

ଓଡ଼ିଶାରେ ୩.୫ ଗୁଣରୁ ଅଧିକ ବେଗରେ କାର୍ଯ୍ୟକ୍ଷମ ହେଲା ନୂଆ ରେଳ ଟ୍ରାକ୍‌

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.