Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ଗୋମାଂସ ଖାଉଥିବା ଲୋକଙ୍କୁ ମନ୍ଦିରକୁ ଯିବା ଉଚିତ୍ ନୁହେଁ’: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ବଡ ବିବୃତ୍ତି
ଆଜିର ଖବର

‘ଗୋମାଂସ ଖାଉଥିବା ଲୋକଙ୍କୁ ମନ୍ଦିରକୁ ଯିବା ଉଚିତ୍ ନୁହେଁ’: ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ବଡ ବିବୃତ୍ତି

November 2, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆଚାର୍ଯ୍ୟ ପ୍ରମୋଦ
ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆଚାର୍ଯ୍ୟ ପ୍ରମୋଦ: ରାହୁଲ ଗାନ୍ଧୀଙ୍କୁ କହିଲେ, "ଅସଭ୍ୟ ଲୋକଙ୍କ ରାଜା"

ନୂଆଦିଲ୍ଲୀ: ତିରୁମାଲା ତିରୁପତି ଦେବସ୍ଥାନମ୍ (ଟିଟିଡି) ବୋର୍ଡର ନୂତନ ଚେୟାରମ୍ୟାନ୍ ଭାବରେ ବୋଲିନେନି ରାଜଗୋପାଲ ନାଇଡୁଙ୍କୁ ନିଯୁକ୍ତ କରାଯାଇଛି। ନୂତନ ଦାୟିତ୍ଵ ଗ୍ରହଣ କରିବା ପରେ ସେ କହିଛନ୍ତି ଯେ, ତିରୁପତି ମନ୍ଦିରରେ ବର୍ତ୍ତମାନ କେବଳ ହିନ୍ଦୁମାନେ କାମ କରିବେ। ତାଙ୍କର ଏହି ବିବୃତ୍ତିକୁ କଲ୍କି ଧାମର ପିଠାଧୀଶ୍ୱର ତଥା ପ୍ରିୟଙ୍କା ଗାନ୍ଧୀ ବାଦ୍ରାଙ୍କ ପୂର୍ବତନ ପରାମର୍ଶଦାତା ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ସମର୍ଥନ କରିଛନ୍ତି।

ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ କହିଛନ୍ତି ଯେ, “ତିରୁପତି ବାଲାଜୀ ହେଉଛନ୍ତି ଆମର ଆସ୍ଥାର କେନ୍ଦ୍ର, ଆଧାର ଏବଂ ବିଷୟ। ମୁଁ କହିବି ଯେ, ଯେଉଁମାନେ ଇଶ୍ବରଙ୍କ ଉପରେ ବିଶ୍ଵାସ କରନ୍ତି ନାହିଁ ସେମାନେ ତିରୁପତି ଯିବା ଉଚିତ୍ ନୁହେଁ। ଯେପରି କୌଣସି ମଦ୍ୟପ ମସଜିଦରେ କାମ କରିପାରିବେ ନାହିଁ କିମ୍ବା ସେଠାକୁ ଯାଇପାରିବେ ନାହିଁ ସେହିଭଳି, ଯେଉଁମାନେ ଗୋମାଂସ ଖାଉଛନ୍ତି ସେମାନେ ତିରୁପତି ବାଲାଜୀ କିମ୍ବା ଅନ୍ୟାନ୍ୟ ଧାର୍ମିକ ସ୍ଥାନ ଦର୍ଶନ କରିବା ଉଚିତ୍ ନୁହେଁ।

Acharya Pramod Krishnam Andhra Pradesh
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026
Latest News

ଆଜି ଜାରି ହେବ ନାହିଁ NEET PG 2026 ଆଡମିଟ୍ କାର୍ଡ: ବଦଳିଲା ତାରିଖ

August 24, 2026

ପ୍ରତିଷ୍ଠିତ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀର ପୂର୍ବତନ ଉପସଭାପତି ଗିରି ଦଣ୍ଡସେନାଙ୍କ ପରଲୋକ

August 24, 2026

ଦେବୋତ୍ତର ଆଇନ ୧୯୫୧ରେ ଆବଶ୍ୟକ ସଂଶୋଧନ ନେଇ ଉଚ୍ଚସ୍ତରୀୟ ବୈଠକ

August 24, 2026

ବାଣପୁର ବ୍ଲକରେ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣି

August 24, 2026

‘୧୦ ବର୍ଷ ପଛକୁ ଚାଲିଯିବ ତାମିଲନାଡୁ’: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଆନ୍ନାମଲାଇଙ୍କ ଚେତାବନୀ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.