Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି -୨୦ ମ୍ୟାଚ୍, ଜାଣନ୍ତୁ ପିଚର ସ୍ଥିତି
ଆଜିର ଖବର

ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି -୨୦ ମ୍ୟାଚ୍, ଜାଣନ୍ତୁ ପିଚର ସ୍ଥିତି

November 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସୂର୍ଯ୍ୟକୁମାର
ଆଇପିଏଲ-୨୦୨୭ ନିଲାମ ପୂର୍ବରୁ ମୁକ୍ତି ହେବେ ୧୧ ବଡ଼ ବ୍ୟାଟସମ୍ୟାନ୍!: ଦେଖନ୍ତୁ ତାଲିକା

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡକୁ ଟେଷ୍ଟ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଗସ୍ତ କରିବାକୁ ଯାଉଛି। ନଭେମ୍ବର ୮ ତାରିଖରୁ ଦୁଇ ଦଳ ମଧ୍ୟରେ ଚାରୋଟି ଟି -୨୦ ମ୍ୟାଚ୍ ର ସିରିଜ୍ ଆରମ୍ଭ ହେଉଛି। ପ୍ରଥମ ମ୍ୟାଚ୍ ଡର୍ବାନରେ ଖେଳାଯିବ। ଏହି ସିରିଜରେ ସୁର୍ଯ୍ୟକୁମାର ଯାଦବ ଟିମ ଇଣ୍ଡିଆର ଅଧିନାୟକତ୍ୱ କରୁଥିବାବେଳେ ୟଶ ଦୟାଲ, ବିଜୟକୁମାର ବୈଶାକ ଏବଂ ରମଣଦୀପ ସିଂ ମଧ୍ୟ ଏହି ଦଳରେ ସ୍ଥାନ ପାଇଛନ୍ତି। ଏହି ତିନି ଖେଳାଳି ଆଗାମୀ ସିରିଜରେ ସେମାନଙ୍କର ଆନ୍ତର୍ଜାତୀୟ ଡେବ୍ୟୁ କରିପାରନ୍ତି। ସର୍ବପ୍ରଥମେ, ଆସନ୍ତୁ ଜାଣିବା ପ୍ରଥମ ଟି -୨୦ ମ୍ୟାଚ୍ ପାଇଁ ଡର୍ବାନ୍ ପିଚ୍ ର ଅବସ୍ଥା କ’ଣ ହେବ?

ଡର୍ବାନରେ ହାଇ ସ୍କୋରିଂ ପିଚ୍:

ସିରିଜର ପ୍ରଥମ ମ୍ୟାଚ୍ ଡର୍ବାନର କିଙ୍ଗସମିଡ୍ ଗ୍ରାଉଣ୍ଡରେ ଖେଳାଯିବ। ଇତିହାସ ଦର୍ଶାଇଛି ଯେ, ଏହା ଏକ ଉଚ୍ଚ ସ୍କୋରର ଗ୍ରାଉଣ୍ଡ ହୋଇଛି, ଯେଉଁଥିରେ ପ୍ରଥମ ଇନିଂସରେ ହାରାହାରି ସ୍କୋର ୧୫୩ ରନ୍, କିନ୍ତୁ ଦ୍ୱିତୀୟ ଇନିଂସରେ ହାରାହାରି ସ୍କୋର ୧୩୫ ରନକୁ ଖସି ଆସିଛି। କିଙ୍ଗସମିଡ୍ ଗ୍ରାଉଣ୍ଡରେ ଏପର୍ଯ୍ୟନ୍ତ ୧୮ ଟି ଆନ୍ତର୍ଜାତୀୟ ଟି -୨୦ ମ୍ୟାଚ୍ ଖେଳାଯାଇଛି, ସେଥିମଧ୍ୟରୁ ପ୍ରଥମେ ବ୍ୟାଟିଂ କରୁଥିବା ଦଳ ୯ ଥର ଜିତିଛି ଏବଂ ପଛରେ ବ୍ୟାଟିଂ କରୁଥିବା ଦଳ ୮ ଥର ଜିତିଛି। ଗୋଟିଏ ମ୍ୟାଚର କୌଣସି ଫଳାଫଳ ଆସିନାହିଁ।

ପିଚର ପ୍ରକୃତି ବୁଝିବା କଷ୍ଟକର:

ଏହି ଆକଳନ ଆଶ୍ଚର୍ଯ୍ୟଜନକ ଯେ, ୧୮ ଟି ମ୍ୟାଚ ମଧ୍ୟରୁ ୮ ଥର ଟସ୍ ଜିତିଥିବା ଦଳ ଜିତିଥିବା ବେଳେ ଟସ୍ ହାରିଥିବା ଦଳ ନଅ ଥର ଜିତିଛି। ଡର୍ବାନ୍ ପିଚ୍ ର ପ୍ରକୃତି ଆକଳନ କରିବା ଅତ୍ୟନ୍ତ କଷ୍ଟକର। ଗତ ବର୍ଷ ଅଷ୍ଟ୍ରେଲିଆ ୧୯୧ ରନ୍‌ର ଲକ୍ଷ୍ୟକୁ ସଫଳତାର ସହ ପିଛା କରି ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା। ଏହା ମଧ୍ୟ ସବୁଠାରୁ ବଡ ସ୍କୋର ଯାହା ପଛରେ ବ୍ୟାଟିଂ କରି ଲକ୍ଷ୍ୟ ହାସଲ କରାଯାଇଛି। ୨୦୦୭ ରେ କିଙ୍ଗସମିଡ୍ ଗ୍ରାଉଣ୍ଡରେ ଭାରତ ଏପର୍ଯ୍ୟନ୍ତ କେବଳ ଗୋଟିଏ ଟି -୨୦ ମ୍ୟାଚ୍ ଖେଳିଛି। ୧୭ ବର୍ଷ ପୂର୍ବେ ଖେଳାଯାଇଥିବା ସେହି ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୩୭ ରନରେ ପରାସ୍ତ କରିଥିଲା। ସେହି ମ୍ୟାଚ୍‌ରେ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଥିଲେ ଏବଂ ଆରପି ସିଂ ଘାତକ ବୋଲିଂ କରି ୪ ଓଭରରେ ମାତ୍ର ୧୩ ରନ୍ ଦେଇ ୪ ଟି ୱିକେଟ୍ ନେଇଥିଲେ।

IND VS SA India Vs South Africa Pitch Report Suryakumar Yadav.
Share. Facebook Twitter LinkedIn Email WhatsApp Copy Link

Related Posts

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026
Latest News

Jio AI Glasses: ଏହି ଚଷମା ରେ କରିହେବ ୟୁପିଆଇ ପେମେଣ୍ଟ, ମିଳିବ ଲାଇଭ କ୍ରିକେଟ କମେଣ୍ଟ୍ରି

October 11, 2026

ପ୍ରେସକ୍ରିପସନ୍ ଔଷଧ ବିଜ୍ଞାପନ ଉପରେ କେନ୍ଦ୍ରର କଟକଣା! ଅନୁମତି ବିନା ପ୍ରଚାର କଲେ ଅଡୁଆରେ ପଡ଼ିପାରନ୍ତି ଔଷଧ ବ୍ୟବସାୟୀ

October 11, 2026

ଧ୍ରୁବ ରାଠିଙ୍କୁ ମୁକ୍ତ କଲା ଦିଲ୍ଲୀ ପୋଲିସ, ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ହାଇଭୋଲଟେଜ୍ ଆନ୍ଦୋଳନ

October 11, 2026

ପେନସନଭୋଗୀଙ୍କ ପାଇଁ ବଡ଼ ଖବର, ୫୦୦ ଟଙ୍କା ବଢ଼ିପାରେ ମାସିକ ପେନସନ

October 11, 2026

୧୫ ଅକ୍ଟୋବର ଶେଷ ତାରିଖ: PF ଜମାରେ ବିଳମ୍ବ କଲେ କମ୍ପାନୀ ଉପରେ ଲାଗିବ ସୁଧ ଓ ଜରିମାନା, ଜାଣନ୍ତୁ ECR ନିୟମ

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.