Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କେନ୍ଦୁଝରରେ ଆରମ୍ଭ ହେଲା ବାଇକ ପିସିଆର ସେବା 
ଆଜିର ଖବର

କେନ୍ଦୁଝରରେ ଆରମ୍ଭ ହେଲା ବାଇକ ପିସିଆର ସେବା 

November 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ଦିନକୁ ଦିନ କେନ୍ଦୁଝର ଜିଲ୍ଲାରେ ଅପରାଧ ବଢୁଥିବା ବେଳେ ଅପରାଧୀ ମଧ୍ୟ ଚାଲାକ ହୋଇପଡିଛନ୍ତି। ଯେଉଁ ଜାଗା କୁ ପିସିଆର ଭ୍ୟାନ ଯାଇପାରିବନି ସେଇଭଳି ଜାଗାରେ ଅପରାଧ ଭିଆଉଛନ୍ତି ଅପରାଧୀ ମାନେ। ଏ ସବୁ କୁ ଆଖିଆଗରେ ରଖି କେନ୍ଦୁଝର ପୋଲିସ ଅପରାଧ ନିୟନ୍ତ୍ରଣ କରିବାକୁ ନେଇଛି ବଡ଼ ପଦକ୍ଷେପ।

ଅପରାଧ ଭିଆଉଥିବା ଜାଗା ମାନଙ୍କରେ ଖୁବ ଶୀଘ୍ର ପହଁଚିବା ପାଇଁ ଏବେ ଆରମ୍ଭ ହୋଇଛି ଅତ୍ୟାଧୁନିକ ବାଇକ ପିସିଆର ସେବା। କେନ୍ଦୁଝର ଜିଲ୍ଲା ଟାଉନ ଥାନା ଅଂଚଳରେ ୧୦ ଟି ପିସିଆର ବାଇକ ସେବା ଆରମ୍ଭ ହୋଇଛି। ଏହି ବାଇକରେ ରହିଛି ବଡ଼ି କ୍ୟାମେରା , ସାଇରନ , ୱାକିଟକି ଓ ଟ୍ରାକିଙ୍ଗ ସିଷ୍ଟମ ଭଳି ଅତ୍ୟାଧୁନିକ ସାମଗ୍ରୀ ରେ ଖଞ୍ଜିତ। ଏ ବାଇକ ନେଇ ପେଟ୍ରୋଲିଂ କୁ ଜୋରଦାର କରିବେ ପୋଲିସ କର୍ମଚାରୀ।

ଟାଉନ ଥାନା ଅଞ୍ଚଳର ଲୋକେ ୧୧୨କୁ କଲ କରି ଏ ସେବା ପାଇପାରିବେ। ଏହା ଅପରାଧ ନିୟନ୍ତ୍ରଣ ରେ ସହାୟକ ହେବ ବୋଲି ପୋଲିସ ସୂଚନା ଦେଇଛନ୍ତି।

କେନ୍ଦୁଝର
Share. Facebook Twitter LinkedIn Email WhatsApp Copy Link

Related Posts

India-UK Free Trade Update:ଏପ୍ରିଲରେ କାର୍ଯ୍ୟକାରୀ ହୋଇପାରେ ଏହି ଐତିହାସିକ ଚୁକ୍ତିନାମା

February 15, 2026

ପଞ୍ଜାବରେ ବିଜେପିକୁ ବଡ଼ ଝଟକା: ଅକାଳି ଦଳରେ ଯୋଗଦେଲେ ପ୍ରଦେଶ ଉପାଧ୍ୟକ୍ଷ

February 15, 2026

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026

IND vs PAK ମ୍ୟାଚ୍ ପାଇଁ ଶ୍ରୀଲଙ୍କାରୁ ଆସିଲା ଖୁସି ଖବର: ଜାଣନ୍ତୁ ଖେଳ ସମୟରେ କିପରି ରହିବ ପାଗ?

February 15, 2026
Latest News

India-UK Free Trade Update:ଏପ୍ରିଲରେ କାର୍ଯ୍ୟକାରୀ ହୋଇପାରେ ଏହି ଐତିହାସିକ ଚୁକ୍ତିନାମା

February 15, 2026

ପଞ୍ଜାବରେ ବିଜେପିକୁ ବଡ଼ ଝଟକା: ଅକାଳି ଦଳରେ ଯୋଗଦେଲେ ପ୍ରଦେଶ ଉପାଧ୍ୟକ୍ଷ

February 15, 2026

“ଆମେରିକା ବାଣିଜ୍ୟ ଚୁକ୍ତି ନାମରେ ଭାରତୀୟ ଚାଷୀମାନଙ୍କୁ ବିଶ୍ୱାସଘାତକତା କରାଯାଇଛି”: ରାହୁଲ ଗାନ୍ଧୀ

February 15, 2026

ମହାଶିବରାତ୍ରୀ ଉପଲକ୍ଷେ ଚିଲିକାର ବିଭିନ୍ନ ଶୈବପୀଠ ଦର୍ଶନ କଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

February 15, 2026

“ଭାରତ ରୁଷରୁ ତେଲ କିଣିବ ନାହିଁ”: ଆମେରିକାର ଦାବିର ଜବାବ ଦେଲେ ଏସ୍. ଜୟଶଙ୍କର

February 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.