ଭୁବନେଶ୍ଵର: ଓ୍ୱାକଫ ବୋର୍ଡ ସମ୍ପର୍କୀୟ ଯୁଗ୍ମ ସଂସଦୀୟ କମିଟିକୁ ଭେଟି ରାଜ୍ୟର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ବିଭିନ୍ନ ମତାମତ ଦେଇଛନ୍ତି। ସେମାନେ ଓ୍ୱାକଫ୍ ବୋର୍ଡ ସଂଶୋଧନ ବିଲକୁ ସ୍ୱାଗତ କରିବା ସହ ବୋର୍ଡ ପରିଚାଳନାରେ ବିଭିନ୍ନ ସୁଧାର ଆଣିବା ଦିଗରେ ସୁଚିନ୍ତିତ ମତ ରଖିଛନ୍ତି।
କିଏ ସେ ବ୍ରାଜିଲିୟ ମଡେଲ, ଯାହାଙ୍କର ଫଟୋ ଦେଖାଇ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ?November 5, 2025