ଭୁବନେଶ୍ଵର: ଓ୍ୱାକଫ ବୋର୍ଡ ସମ୍ପର୍କୀୟ ଯୁଗ୍ମ ସଂସଦୀୟ କମିଟିକୁ ଭେଟି ରାଜ୍ୟର ବିଭିନ୍ନ ସଂଗଠନ ଓ ବ୍ୟକ୍ତି ବିଶେଷ ବିଭିନ୍ନ ମତାମତ ଦେଇଛନ୍ତି। ସେମାନେ ଓ୍ୱାକଫ୍ ବୋର୍ଡ ସଂଶୋଧନ ବିଲକୁ ସ୍ୱାଗତ କରିବା ସହ ବୋର୍ଡ ପରିଚାଳନାରେ ବିଭିନ୍ନ ସୁଧାର ଆଣିବା ଦିଗରେ ସୁଚିନ୍ତିତ ମତ ରଖିଛନ୍ତି।
ନୂଆପଡା ଉପନିର୍ବାଚନ: ବିଜେପି ବାଣ୍ଟିଲା ଶାଢ଼ୀ ଓ ଟଙ୍କା, ସିଇଓ ନିକଟରେ ଫେରାଦ୍ ହେଲା ରାଜ୍ୟ କଂଗ୍ରେସ November 5, 2025