Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକ ଶିଶୁଭବନରେ ପ୍ରାଣ ହରାଇଲେ ଢେଙ୍କାନାଳ ଯୋଡାମୁଣ୍ଡ ଶିଶୁ
ଆଜିର ଖବର

କଟକ ଶିଶୁଭବନରେ ପ୍ରାଣ ହରାଇଲେ ଢେଙ୍କାନାଳ ଯୋଡାମୁଣ୍ଡ ଶିଶୁ

July 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
କଟକ ଶିଶୁଭବନରେ ପ୍ରାଣ ହରାଇଲେ ଢେଙ୍କାନାଳ ଯୋଡାମୁଣ୍ଡ ଶିଶୁ
କଟକ ଶିଶୁଭବନରେ ପ୍ରାଣ ହରାଇଲେ ଢେଙ୍କାନାଳ ଯୋଡାମୁଣ୍ଡ ଶିଶୁ

ସମସ୍ତ ଚେଷ୍ଟା ସତ୍ଵେ କଟକର ଶିଶୁ ଭବନରେ ଚିକିତ୍ସାଧୀନ ଯୋଡ଼ା ଶିଶୁ ପ୍ରାଣ ହରାଇଛନ୍ତି । ଚିକିତ୍ସା ବିଜ୍ଞାନର ଚେଷ୍ଟା ସତ୍ଵେ ବି ଦୁଇ ଶିଶଙ୍କୁ ବଞ୍ଚାଇ ରଖିବା ସମ୍ଭବ ହୋଇ ପାରିନି । ଆଶା କରାଯାଉଥିଲା ଜଗା-କାଳିଆ ପରି ମଧ୍ୟ ଏହି ଯୋଡା ଶିଶୁର ସଫଳ ଅସ୍ତ୍ରପ୍ରଚାର କରାଯାଇ ନୂତନ ଜୀବନ ଦିଆଯିବ । ଶିଶୁ ଭବନର ଅଧିକ୍ଷକ ଡ. ସରୋଜ କୁମାର ଶତପଥୀ ଯୋଡ଼ା ଶିଶୁଙ୍କୁ ମୃତ୍ୟୁକୁ ନେଇ ସୂଚନା ଦେଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜନ୍ମିତ ଯୋଡ଼ା ଶିଶୁଙ୍କ ଚିକିତ୍ସା ପାଇଁ ଏକ ବିଶେଷ ପଦକ୍ଷେପ ଗହଣ କରାଯାଇଥିଲା । ଦୁଇ ଶିଶୁ କନ୍ୟାଙ୍କ ଶରୀର ଛାତିରୁ ପେଟ ଯାଏଁ ଯୋଡ଼ି ରହିବା ସହ ସେମାନଙ୍କର ଗୋଟିଏ ହୃତପିଣ୍ଡ ରହିଥିଲା । ତେଣୁ ସେମାନଙ୍କ ଚିକିତ୍ସା ପାଇଁ 7 ଜଣିଆ ଡାକ୍ତରୀ ଟିମ ଗଠନ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭା ଆସନ ସଂଖ୍ୟା ବଢିବ !

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026

ଆଜି ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଲଢେଇ: ଜାଣନ୍ତୁ କାହାର ପଲ୍ଲା ଭାରି?

April 14, 2026

ନୀତିଶ କୁମାରଙ୍କ ଶେଷ କ୍ୟାବିନେଟ ବୈଠକ!: ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

April 14, 2026
Latest News

ଲୋକସଭା ଆସନ ସଂଖ୍ୟା ବଢିବ !

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ: ଆସନ୍ତାକାଲି ଶପଥଗ୍ରହଣ

April 14, 2026

ଆଜି ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଲଢେଇ: ଜାଣନ୍ତୁ କାହାର ପଲ୍ଲା ଭାରି?

April 14, 2026

ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର 

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.