Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»୨୦୨୫ ପାଇଁ ଜାରି ହେଲା ଛୁଟି କ୍ୟାଲେଣ୍ଡର ପର୍ବ ଓ ପ୍ରମୁଖ ଦିବସ ପାଇଁ ୨୬ ଦିନ ସରକାରୀ ଛୁଟି 
ଆଜିର ଖବର

୨୦୨୫ ପାଇଁ ଜାରି ହେଲା ଛୁଟି କ୍ୟାଲେଣ୍ଡର ପର୍ବ ଓ ପ୍ରମୁଖ ଦିବସ ପାଇଁ ୨୬ ଦିନ ସରକାରୀ ଛୁଟି 

November 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର:୨୦୨୫ ମସିହା ପାଇଁ ରାଜ୍ୟ ସରକାର ଆଜି ସରକାରୀ ଛୁଟି ଦିବସ ଘୋଷଣା କରିଛନ୍ତି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୦୨୫ କ୍ୟାଲେଣ୍ଡର ବର୍ଷରେ ସରକାରୀ କାର୍ଯ୍ୟାଳୟ ୨୬ ଦିନ ବନ୍ଦ ରହିବ। ବିଭିନ୍ନ ପର୍ବପର୍ବାଣୀ, ଗୁରୁତ୍ୱପୂର୍ଣ୍ଣ ଦିବସ ଥିବାରୁ ଏହି ସଂଖ୍ୟକ ଦିନ ଛୁଟି ମିଳିବ।

ସେହିପରି କର୍ମଚାରୀଙ୍କୁ ୮ ଟି ଇଛାଧୀନ ଛୁଟି ମିଳିବ ସେଥିରୁ ଗୋଟିଏ ଦିନ ଛୁଟି ନେଇପାରିବେ। ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରରେ ୯ଟି ଛୁଟି ପଡୁଛି। ଉକ୍ତ ଛୁଟି କ୍ୟାଲେଣ୍ଡର ସମସ୍ତ ସରକାରୀ ଅଫିସ୍ ଓ ରେଭିନ୍ୟୁ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଲାଗୁ ହେବ। ୨୬ ଟି ସରକାରୀ ଛୁଟି ଜାନୁଆରୀ ୧୪ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଡିସେମ୍ବର ୨୫ ଏକ୍ସ-ମାସ୍ ଡେ’ ପର୍ଯ୍ୟନ୍ତ ଜାରି ରହିବ।

ଛୁଟି କ୍ୟାଲେଣ୍ଡର ରାଜ୍ୟ ସରକାର ସରକାରୀ ଛୁଟି
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026

ଆସନ୍ତା ଜୁନ ୨୧ ତାରିଖରେ ହେବ ନିଟ୍‌ ୟୁଜି ପରୀକ୍ଷା

May 15, 2026

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ

May 15, 2026

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

May 15, 2026
Latest News

ରାଜ୍ୟରେ ପେଟ୍ରୋଲ ଡିଜେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

May 15, 2026

ଆସନ୍ତା ଜୁନ ୨୧ ତାରିଖରେ ହେବ ନିଟ୍‌ ୟୁଜି ପରୀକ୍ଷା

May 15, 2026

ଆଜିଠୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିଦେଶ ଗସ୍ତ

May 15, 2026

ରାଜଧାନୀରେ ମର୍ମନ୍ତୁଦ ଦୁର୍ଘଟଣା : ୨ ମୃତ

May 15, 2026

ଡାକ୍ତରଙ୍କୁ ପିଟି ପିଟି ମାରିଦେଲେ

May 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.