Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯୁକ୍ତ 2 ନାମଲେଖା ଅବଧି ଦୁଇ ଦିନ ବଢିଲା
ଆଜିର ଖବର

ଯୁକ୍ତ 2 ନାମଲେଖା ଅବଧି ଦୁଇ ଦିନ ବଢିଲା

July 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
+2 cut off declared

ରାଜ୍ୟର ବିଭିନ୍ନ କଲେଜ ଏବଂ ଉଚ୍ଚ ମାଧ୍ୟମିକ ସ୍କୁଲରେ ଯୁକ୍ତ 2 ନାମଲେଖା ଜାରି ରହିଛି। ତେବେ ଯୁକ୍ତ 2 ନାମଲେଖା ଅବଧିକୁ ବୃଦ୍ଧି କରାଯାଇଛି। ପ୍ରଥମ ପର୍ଯ୍ୟାୟ ନାମଲେଖାକୁ ଅତିରିକ୍ତ 2 ଦିନକୁ ବୃଦ୍ଧି କରାଯାଇଥିବା ନେଇ ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି। ପୂର୍ବରୁ ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ଜୁଲାଇ 3ରୁ ଜୁଲାଇ 6 ଯାଏଁ ତାରିଖ ଧାର୍ଯ୍ୟ ହୋଇଥିଲା। ଯାହାର ଆଜି ଶେଷଦିନ ଥିଲା। ତେବେ ଆଡମିସନ ପାଇଁ ଉଦିଷ୍ଟ ସର୍ଭରରେ ତ୍ରୁଟି ରହିଥିବା ଅଭିଯୋଗ ହୋଇଥିଲା। ତେଣୁ ଏହି ଅବଧୀକୁ ଆହୁରି 2ଦିନ ବୃଦ୍ଧି କରାଯାଇଛି। 7 ତାରିଖ ରବିବାର ଥିବାରୁ ଛାତ୍ରଛାତ୍ରୀମାନେ 8 ଏବଂ 9 ତାରିଖରେ ନିଜର ଆଡମିସନ କରିପାରିବେ ବୋଲି ବିଭାଗ ତରଫରୁ କୁହାଯାଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଲୋକସଭା ଆସନ ସଂଖ୍ୟା ବଢିବ !

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026

ଆଜି ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଲଢେଇ: ଜାଣନ୍ତୁ କାହାର ପଲ୍ଲା ଭାରି?

April 14, 2026

ନୀତିଶ କୁମାରଙ୍କ ଶେଷ କ୍ୟାବିନେଟ ବୈଠକ!: ଜାଣନ୍ତୁ କ’ଣ କହିଲେ ବିହାର ମୁଖ୍ୟମନ୍ତ୍ରୀ?

April 14, 2026
Latest News

ଲୋକସଭା ଆସନ ସଂଖ୍ୟା ବଢିବ !

April 14, 2026

‘ପେଟ୍ରୋଲ ୧୮ ଏବଂ ଡିଜେଲ ୩୫ ଟଙ୍କା ମହଙ୍ଗା ହେବ’!: ଏହି ରିପୋର୍ଟରେ ଦାବି

April 14, 2026

ବିହାରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସମ୍ରାଟ ଚୌଧୁରୀ: ଆସନ୍ତାକାଲି ଶପଥଗ୍ରହଣ

April 14, 2026

ଆଜି ଚେନ୍ନାଇ ଏବଂ କୋଲକାତା ମଧ୍ୟରେ ଲଢେଇ: ଜାଣନ୍ତୁ କାହାର ପଲ୍ଲା ଭାରି?

April 14, 2026

ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ନୀତିଶ କୁମାର 

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.