Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରାହୁଲଙ୍କ ଉତ୍ତରାଧିକାରୀ ଜଣେ ଯୁବ ନେତୃତ୍ବ ହେବା ଉଚିତ୍‌ : ଅମରିନ୍ଦର ସିଂ
ଆଜିର ଖବର

ରାହୁଲଙ୍କ ଉତ୍ତରାଧିକାରୀ ଜଣେ ଯୁବ ନେତୃତ୍ବ ହେବା ଉଚିତ୍‌ : ଅମରିନ୍ଦର ସିଂ

July 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
New Delhi: Congress Vice-President Rahul Gandhi with Punjab Congress President Captain Amarinder Singh leaves after the Congress Working Committee (CWC) meeting in New Delhi on Monday. PTI Photo by Kamal Singh (PTI11_7_2016_000208B)

ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରଦାନ କରିବା ପରେ ପ୍ରଥମ ଥର ପାଇଁ ଏହା ଉପରେ ମତ ରଖିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ। ରାହୁଲଙ୍କ ଉତ୍ତରାଧିକାରୀ ଭାବରେ ଜଣେ ଯୁବ ନେତୃତ୍ବଙ୍କୁ ଦାୟିତ୍ବ ମିଳିବା ଉଚିତ୍‌ ବୋଲି ଅମରିନ୍ଦର କହିଛନ୍ତି। ସୋସିଆଲ ମିଡିଆ ସାଇଟ୍‌ ଟ୍ବିଟ୍ଟର ଜରିଆରେ ନିଜର ମତରଖି ଅମରିନ୍ଦର କହିଛନ୍ତି, ଏଆଇସିସିକ ଜଣେ ଯୁବ ନେତୃତ୍ବଙ୍କୁ ରାହୁଲଙ୍କ ସ୍ଥାନରେ ନିଯୁକ୍ତ କରିବା ଉଚିତ୍‌। ଏପରି ଜଣେ ନେତୃତ୍ବ ଯିଏକି ତୃଣମୂଳ ସ୍ତରରୁ କାମ କରିଥିବ ଏବଂ ସର୍ବଭାରତୀୟ ସ୍ତରର ଭୋଟରଙ୍କ ନିକଟରେ ନିଜର ଉପଲବ୍ଧି ପହଞ୍ଚାଇବାର କ୍ଷମତା ରଖିଥିବ। ସୁଶୀଲ କୁମାର ସିନ୍ଦେ ଏବଂ ମଲ୍ଲିକାର୍ଜୁନ ଖର୍ଗେ ବର୍ତ୍ତମାନ ସଭାପତି ଦୌଡରେ ରହିଛନ୍ତି। ଉଭୟ ଯଥାକ୍ରମେ 77 ଏବଂ 76 ବର୍ଷ ବୟସର ଅଟନ୍ତି। ଏହି ନେତାଙ୍କ ପରିବର୍ତ୍ତେ ଯୁବକଙ୍କୁ ସୁଯୋଗ ପ୍ରଦାନ କରିବାକୁ ନିବେଦନ କରିଛନ୍ତି ଅମରିନ୍ଦର ସିଂ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.