Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛତିଶଗଡରେ ଏନକାଉଣ୍ଟର : ତିନି ମହିଳା ମାଓବାଦୀଙ୍କ ସମେତ 4 ମୃତ
ଆଜିର ଖବର

ଛତିଶଗଡରେ ଏନକାଉଣ୍ଟର : ତିନି ମହିଳା ମାଓବାଦୀଙ୍କ ସମେତ 4 ମୃତ

July 6, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ଛତିଶଗଡ଼ର ଧାମତାରି ଜିଲା ଅନ୍ତର୍ଗତ ଖଲାରି ଏବଂ ମେଚକା ଗ୍ରାମ ମଧ୍ୟରେ ଥିବା ଜଙ୍ଗଲରେ ଏସଟିଏଫ ଯବାନ ଏବଂ ମାଓବାଦୀଙ୍କ ମଧ୍ୟରେ ଶନିବାର ଭୋର ସମୟରେ ଏନକାଉଣ୍ଟର ଘଟିଥିଲା । ଏଥିରେ 4 ଜଣ ମାଓବାଦୀ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ 3 ମହିଳା ମାଓବାଦୀ ଅଛନ୍ତି । ଘଟଣାସ୍ଥଳରୁ ସୁରକ୍ଷାବଳ 7ଟି ବନ୍ଧୁକ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି । ସୂଚନା ମୁତାବକ, ମେଚକା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ କରିଥିବା ନେଇ ସୂଚନା ମିଳିବା ପରେ ଏସଟିଏଫ ଯବାନଙ୍କ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା । ଜଙ୍ଗଲର ଏକ ସ୍ଥାନରେ ମାଓବାଦୀ ଲୁଚି ରହିଥିବା ଜାଣିବା ପରେ ଯବାନମାନେ ସେମାନଙ୍କୁ ଘେରିଯାଇଥିଲେ । ଫଳରେ ମାଓବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଗୁଳି ଚାଳନାରେ 4 ମାଓବାଦୀ ଟଳି ପଡ଼ିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ନାରୀଶକ୍ତି ହିଁ ଗଣତନ୍ତ୍ରର ସୁରକ୍ଷା କବଚ

April 14, 2026

ଆଜି ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି: ଜାଣନ୍ତୁ ପୂଜା କରିବାର ବିଧି

April 14, 2026

ଆଜି ହେଉଛି ବିଷୁବ ସଂକ୍ରାନ୍ତି: ଏହିଦିନ ପାଞ୍ଚଟି ରାଶି ପାଇଁ ରହିଛି ଖୁସି ଖବର

April 14, 2026

ବିନା ଅନୁମତିରେ ଅନଧିକୃତ ନିଯୁକ୍ତି ମନା

April 14, 2026
Latest News

ନାରୀଶକ୍ତି ହିଁ ଗଣତନ୍ତ୍ରର ସୁରକ୍ଷା କବଚ

April 14, 2026

ଆଜି ପଣା ସଂକ୍ରାନ୍ତି ବା ବିଷୁବ ସଂକ୍ରାନ୍ତି: ଜାଣନ୍ତୁ ପୂଜା କରିବାର ବିଧି

April 14, 2026

ଆଜି ହେଉଛି ବିଷୁବ ସଂକ୍ରାନ୍ତି: ଏହିଦିନ ପାଞ୍ଚଟି ରାଶି ପାଇଁ ରହିଛି ଖୁସି ଖବର

April 14, 2026

ବିନା ଅନୁମତିରେ ଅନଧିକୃତ ନିଯୁକ୍ତି ମନା

April 14, 2026

ବ୍ୟବସ୍ଥିତ ଢଙ୍ଗରେ ଗଣତି ଚାଲିଛି: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

April 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.