Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେଗା ନିଲାମରେ ୧୪ ବର୍ଷିୟ ଖେଳାଳିଙ୍କ ପ୍ରବେଶ, ଜାଣନ୍ତୁ ମୂଳ ପ୍ରାଇସ୍
ଆଜିର ଖବର

ମେଗା ନିଲାମରେ ୧୪ ବର୍ଷିୟ ଖେଳାଳିଙ୍କ ପ୍ରବେଶ, ଜାଣନ୍ତୁ ମୂଳ ପ୍ରାଇସ୍

November 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୫ ଆଇପିଏଲ ର ମେଗା ନିଲାମ ପାଇଁ ଖେଳାଳିମାନଙ୍କର ଅନ୍ତିମ ତାଲିକା ପ୍ରକାଶ ପାଇଛି। ଏଥିରେ ସବୁଠାରୁ କମ ବୟସ୍କ ଖେଳାଳି ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ। ତାଙ୍କୁ ମାତ୍ର ୧୪ ବର୍ଷ ବୟସ। ବୈଭବ ବହୁତ କମ୍ ବୟସରେ ସୁନାମ ଅର୍ଜନ କରୁଛନ୍ତି। ସେ ୫ ବର୍ଷ ବୟସରେ କ୍ରିକେଟ୍ ଆରମ୍ଭ କରିଥିଲେ। ଆଇପିଏଲ ମେଗା ନିଲାମର ଅନ୍ତିମ ଖେଳାଳି ତାଲିକାରେ ବୈଭବଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ସେ ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ସହିତ ନିଲାମ ତାଲିକାରେ ଯୋଗ ଦେଇଛନ୍ତି।

ବୈଭବ ଏପର୍ଯ୍ୟନ୍ତ ଅନେକ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିଛନ୍ତି। ସେ ରଣଜୀ ଟ୍ରଫି, କୁଚ ବିହାର ଟ୍ରଫି ଏବଂ ଭିନୁ ମଙ୍କଡ଼ ଟ୍ରଫିରେ ଭାଗ ନେଇଛନ୍ତି। ଏହା ସହିତ ସେ ଭାରତର ଅଣ୍ଡର -୧୯ ଦଳ ପାଇଁ ମଧ୍ୟ ମନୋନୀତ ହୋଇଥିଲେ। କୌତୁହଳର ବିଷୟ ହେଉଛି ଯେ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂ କରିବା ସହ ବୋଲିଂରେ ମଧ୍ୟ ପାରଦର୍ଶୀ ଅଟନ୍ତି।

ବିସିସିଆଇ ମେଗା ନିଲାମ ପାଇଁ ମୂଳ ତାଲିକାରେ ୨ କୋଟି ଟଙ୍କା ସହିତ ୮୧ ଖେଳାଳିଙ୍କୁ ଯୋଡିଛି। ଶ୍ରେୟସ୍ ଆୟର ଏବଂ ଋଷଭ ପନ୍ତଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ। ୨୪ ଏବଂ ୨୫ ନଭେମ୍ବରରେ ଜେଦ୍ଦା ଠାରେ ଆଇପିଏଲ୍ ମେଗା ନିଲାମ ଅନୁଷ୍ଠିତ ହେବ। ଏଥିପାଇଁ ମୋଟ ୧୫୭୪ ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ମାତ୍ର ୫୭୪ ଖେଳାଳି ମେଗା ନୀଳା ପାଇଁ ନିଶ୍ଚିତ ହୋଇଛନ୍ତି।

IPL 2025 IPL 2025 Mega Auction Vaibhav Suryavanshi
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ଉପହାର ସାମଗ୍ରୀ ଯୋଗାଇବେ ସରକାର

January 9, 2026

ଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

January 9, 2026

ଜାନୁଆରୀ ୧୦ ଯାଏଁ ଗାନ୍ଧୀନଗରରେ ଆୟୋଜିତ ହେବ ଜାତୀୟ ଖଣିଜ ଚିନ୍ତନ ଶିବର- ୨୦୨୬

January 9, 2026

‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଅମିତ ଶାହଙ୍କ ନିବେଦନ

January 9, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: ଉପହାର ସାମଗ୍ରୀ ଯୋଗାଇବେ ସରକାର

January 9, 2026

ଜାମ୍ମୁ-କାଶ୍ମୀର ସଂକ୍ରାନ୍ତ ସୁରକ୍ଷା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲେ ଅମିତ ଶାହ

January 9, 2026

ଜାନୁଆରୀ ୧୦ ଯାଏଁ ଗାନ୍ଧୀନଗରରେ ଆୟୋଜିତ ହେବ ଜାତୀୟ ଖଣିଜ ଚିନ୍ତନ ଶିବର- ୨୦୨୬

January 9, 2026

‘ସୋମନାଥ ସ୍ୱାଭିମାନ ପର୍ବ’ରେ ଅଂଶଗ୍ରହଣ ପାଇଁ ଦେଶବାସୀଙ୍କୁ ଅମିତ ଶାହଙ୍କ ନିବେଦନ

January 9, 2026

କେବେ ମିଳିବ ପରବର୍ତ୍ତୀ ସୁଭଦ୍ରା ଟଙ୍କା?: ଉପ-ମୁଖ୍ୟମନ୍ତ୍ରୀ କଲେ ଘୋଷଣା

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.