Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମେଗା ନିଲାମରେ ୧୪ ବର୍ଷିୟ ଖେଳାଳିଙ୍କ ପ୍ରବେଶ, ଜାଣନ୍ତୁ ମୂଳ ପ୍ରାଇସ୍
ଆଜିର ଖବର

ମେଗା ନିଲାମରେ ୧୪ ବର୍ଷିୟ ଖେଳାଳିଙ୍କ ପ୍ରବେଶ, ଜାଣନ୍ତୁ ମୂଳ ପ୍ରାଇସ୍

November 16, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ୨୦୨୫ ଆଇପିଏଲ ର ମେଗା ନିଲାମ ପାଇଁ ଖେଳାଳିମାନଙ୍କର ଅନ୍ତିମ ତାଲିକା ପ୍ରକାଶ ପାଇଛି। ଏଥିରେ ସବୁଠାରୁ କମ ବୟସ୍କ ଖେଳାଳି ହେଉଛନ୍ତି ବୈଭବ ସୂର୍ଯ୍ୟବଂଶୀ। ତାଙ୍କୁ ମାତ୍ର ୧୪ ବର୍ଷ ବୟସ। ବୈଭବ ବହୁତ କମ୍ ବୟସରେ ସୁନାମ ଅର୍ଜନ କରୁଛନ୍ତି। ସେ ୫ ବର୍ଷ ବୟସରେ କ୍ରିକେଟ୍ ଆରମ୍ଭ କରିଥିଲେ। ଆଇପିଏଲ ମେଗା ନିଲାମର ଅନ୍ତିମ ଖେଳାଳି ତାଲିକାରେ ବୈଭବଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇଛି। ସେ ମୂଳ ମୂଲ୍ୟ ୩୦ ଲକ୍ଷ ଟଙ୍କା ସହିତ ନିଲାମ ତାଲିକାରେ ଯୋଗ ଦେଇଛନ୍ତି।

ବୈଭବ ଏପର୍ଯ୍ୟନ୍ତ ଅନେକ ଘରୋଇ ଟୁର୍ଣ୍ଣାମେଣ୍ଟରେ ଖେଳିଛନ୍ତି। ସେ ରଣଜୀ ଟ୍ରଫି, କୁଚ ବିହାର ଟ୍ରଫି ଏବଂ ଭିନୁ ମଙ୍କଡ଼ ଟ୍ରଫିରେ ଭାଗ ନେଇଛନ୍ତି। ଏହା ସହିତ ସେ ଭାରତର ଅଣ୍ଡର -୧୯ ଦଳ ପାଇଁ ମଧ୍ୟ ମନୋନୀତ ହୋଇଥିଲେ। କୌତୁହଳର ବିଷୟ ହେଉଛି ଯେ ବୈଭବ ସୂର୍ଯ୍ୟବଂଶୀ ବ୍ୟାଟିଂ କରିବା ସହ ବୋଲିଂରେ ମଧ୍ୟ ପାରଦର୍ଶୀ ଅଟନ୍ତି।

ବିସିସିଆଇ ମେଗା ନିଲାମ ପାଇଁ ମୂଳ ତାଲିକାରେ ୨ କୋଟି ଟଙ୍କା ସହିତ ୮୧ ଖେଳାଳିଙ୍କୁ ଯୋଡିଛି। ଶ୍ରେୟସ୍ ଆୟର ଏବଂ ଋଷଭ ପନ୍ତଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ। ୨୪ ଏବଂ ୨୫ ନଭେମ୍ବରରେ ଜେଦ୍ଦା ଠାରେ ଆଇପିଏଲ୍ ମେଗା ନିଲାମ ଅନୁଷ୍ଠିତ ହେବ। ଏଥିପାଇଁ ମୋଟ ୧୫୭୪ ଖେଳାଳି ପଞ୍ଜୀକୃତ ହୋଇଛନ୍ତି। ମାତ୍ର ୫୭୪ ଖେଳାଳି ମେଗା ନୀଳା ପାଇଁ ନିଶ୍ଚିତ ହୋଇଛନ୍ତି।

IPL 2025 IPL 2025 Mega Auction Vaibhav Suryavanshi
Share. Facebook Twitter LinkedIn Email WhatsApp Copy Link

Related Posts

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026

ବ୍ରିକ୍ସ ପାଇଁ ଉଡାଣ ଭରିବା ପରେ ଟ୍ରମ୍ପଙ୍କୁ ତାଚ୍ଛଲ୍ୟ କଲେ ଇରାନ ରାଷ୍ଟ୍ରପତି: ଭାରତକୁ ପ୍ରଶଂସା

September 11, 2026

ସୁନା ଓ ରୂପା ହେଲା ମହଙ୍ଗା: ଜାଣନ୍ତୁ ଆଜିର ମୂଲ୍ୟ

September 11, 2026
Latest News

ଓଡ଼ିଶା ପୋଲିସର ନୂଆ ପଦକ୍ଷେପ: ‘ଆମ ସାଥୀ’ ହ୍ୱାଟ୍ସଆପ୍ ବଟ୍‌ରେ ମିଳିବ ୧୪ଟି ପୋଲିସ ସେବା

September 11, 2026

ଇଣ୍ଟରନେଟ୍ ସ୍ଲୋ ହେଲେ ବି ଚିନ୍ତା ନାହିଁ!: ଆସିଲା UPI Tap & Pay

September 11, 2026

ଭଗବତୀ ମନ୍ଦିର ଉନ୍ନୟନ କାର୍ଯ୍ୟ ମାମଲା: ବିରୋଧୀଙ୍କୁ କଡ଼ା ଆକ୍ରମଣ କଲେ ବାଣପୁର ବ୍ଲକ ଅଧ୍ୟକ୍ଷ

September 11, 2026

କ୍ରସ୍ ଭୋଟିଂ ମାମଲାରେ ନୂଆ ମୋଡ଼, ୮ ବିଧାୟକଙ୍କ ସଭ୍ୟପଦ ରଦ୍ଦ ପାଇଁ ହାଇକୋର୍ଟ ଗଲା ବିଜେଡି

September 11, 2026

ଏହି ପ୍ୟାକେଜ୍ ଖାଦ୍ୟ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ: ପ୍ରଦର୍ଶିତ ହେବ ଲାଲ ଚିହ୍ନ

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.