Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବହୁ ପ୍ରତିକ୍ଷିତ ତେଲେନ୍ ନାଳା ପୋଲ ଲୋକାର୍ପଣ କଲେ ପଞ୍ଚାୟତି ରାଜ ମନ୍ତ୍ରୀ
ଆଜିର ଖବର

ବହୁ ପ୍ରତିକ୍ଷିତ ତେଲେନ୍ ନାଳା ପୋଲ ଲୋକାର୍ପଣ କଲେ ପଞ୍ଚାୟତି ରାଜ ମନ୍ତ୍ରୀ

November 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ବହୁ ପ୍ରତିକ୍ଷିତ ତେଲେନ ନାଲା ପୋଲ ଲୋକାର୍ପିତ ହୋଇଛି। ଗୁରୁବାର ଅପରାହ୍ନ ରେ ଅନୁଷ୍ଠିତ ଲୋକାର୍ପଣ ସମାରୋହରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାରାୟଣ ନାଏକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ପୋଲ ଟିକୁ ଲୋକାର୍ପଣ କରିଥିଲେ।

ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ୯ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟରେ ୧୫୨.୧୬ମିଟର ଲମ୍ବ ଓ ୬ଟି ସ୍ପାନ ବିଶିଷ୍ଟ ଏହି ପୋଲ ନିର୍ମାଣ ହେବା ପରେ ଆଇତା ପାଲି ଓ କାଙ୍କମାଲ ଯୋଡ଼ି ହୋଇ ଯାଇଛି ଯା’ ଫଳରେ ଆଖ ପାଖ ଅଞ୍ଚଳର ୧୩ ହଜାର ରୁ ଉର୍ଦ୍ଧ୍ବ ଲୋକେ ଉପକୃତ ହୋଇ ପାରିବେ।

ଝାରସୁଗୁଡା ଟଙ୍କଧର ତ୍ରିପାଠୀ ଲୋକାର୍ପଣ
Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏଲ-୨୦୨୬ ରେ ଦଳ ବଦଳାଇବେ କେଏଲ ରାହୁଲ?: ମିଳିପାରେ ଅଧିନାୟକ ପଦ

September 8, 2025

ଭାରତୀୟ ଅର୍ଥନୀତିକୁ ମିଳିବ ବୁଷ୍ଟର ଡୋଜ୍, ମାତ୍ର ୩ ମାସ ମଧ୍ୟରେ ଖର୍ଚ୍ଚ ହେବ ୨.୧୯ ଲକ୍ଷ କୋଟି

September 8, 2025

ଆରମ୍ଭ ହେଲା ପିତୃପକ୍ଷ, ବିଭିନ୍ନ ସ୍ଥାନରେ ଶ୍ରାଦ୍ଧ ଦେବାପାଇଁ ଶ୍ରଦ୍ଧାଳୁଙ୍କ ଭିଡ

September 8, 2025

ନିମାପଡ଼ାରୁ ବଳଙ୍ଗାକୁ ସଂଯୋଗ କରୁଥିବା ନୂଆ ରାସ୍ତାପାଇଁ ଶିଳାନ୍ୟାସ କଲେ ଉପମୁଖ୍ୟମନ୍ତ୍ରୀ

September 8, 2025
Latest News

ଆଇପିଏଲ-୨୦୨୬ ରେ ଦଳ ବଦଳାଇବେ କେଏଲ ରାହୁଲ?: ମିଳିପାରେ ଅଧିନାୟକ ପଦ

September 8, 2025

ଭାରତୀୟ ଅର୍ଥନୀତିକୁ ମିଳିବ ବୁଷ୍ଟର ଡୋଜ୍, ମାତ୍ର ୩ ମାସ ମଧ୍ୟରେ ଖର୍ଚ୍ଚ ହେବ ୨.୧୯ ଲକ୍ଷ କୋଟି

September 8, 2025

ଆରମ୍ଭ ହେଲା ପିତୃପକ୍ଷ, ବିଭିନ୍ନ ସ୍ଥାନରେ ଶ୍ରାଦ୍ଧ ଦେବାପାଇଁ ଶ୍ରଦ୍ଧାଳୁଙ୍କ ଭିଡ

September 8, 2025

ଉପରାଷ୍ଟ୍ରପତି ନିର୍ବାଚନରେ ​​କେଉଁ ଦଳ ବଦଳାଇ ପାରନ୍ତି ପକ୍ଷ, BJD, YSR ର ମତ କଣ ହେବ?

September 8, 2025

ଆରେ ହେ…ପ୍ରଧାନମନ୍ତ୍ରୀ କଣ ପଛ ଧାଡିରେ ବସିଛନ୍ତି !!! ଏହା ସତ ନା ମିଛ ?

September 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.