Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅର୍ଥବଳରେ ବିଧାୟକଙ୍କୁ କିଣୁଛି ବିଜେପି : ରଣଦୀପ ସୁର୍ଜେଓ୍ବାଲା
ଆଜିର ଖବର

ଅର୍ଥବଳରେ ବିଧାୟକଙ୍କୁ କିଣୁଛି ବିଜେପି : ରଣଦୀପ ସୁର୍ଜେଓ୍ବାଲା

July 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
BJP Trying To Bring Down Karnataka Govt By 'Buying' MLAs: Congress
BJP Trying To Bring Down Karnataka Govt By 'Buying' MLAs: Congress

କଂଗ୍ରେସ ଏବଂ ଜେଡିଏସ୍‌ର 14 ଜଣ ବିଧାୟକ ବିଜେପିରେ ଯୋଗ ଦେବା ପରେ ବିଜେପି ଅର୍ଥବଳର ଉପଯୋଗ କରି ବିଧାୟକଙ୍କୁ କ୍ରୟ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ବିଜେପି ଅର୍ଥବଳର ପ୍ରୟୋଗ କରି ଏକ ନିର୍ବାଚିତ ସରକାରକୁ ଭାଙ୍ଗିବାର ପ୍ରୟାସ କରୁଛି ବୋଲି ସୁର୍ଜେଓ୍ବାଲା ଅଭିଯୋଗ କରିଛନ୍ତି । ଚଳିତ ବିଜେପି ସରକାରରେ ଘୋଡାବେପାର ଏକ ନୂତନ ସ୍ତରରେ ପହଞ୍ଚିଛି ବୋଲି ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି । ସମ୍ବିଧାନ ପ୍ରତି ନିଜର ଦାୟିତ୍ବ ପାଇଁ ପ୍ରତିଜ୍ଞାବଦ୍ଧ ରହିବା ବଦଳରେ ଉଭୟ ମୋଦି ଏବଂ ଶାହା ଏହି ଘୋଡା ବେପାରକୁ ପ୍ରଶୟ ଦେଉଛନ୍ତି ବୋଲି ସୁର୍ଜେଓ୍ବାଲା ଅଭିଯୋଗ କରିଛନ୍ତି । ସ୍ପଷ୍ଟ ଦିବାଲୋକରେ ଏପରି ଘୋଡାବେପାର ଚାଲିଥିବାରୁ ଲୋକ ଏହାର ଜବାବ ଦେବେ ବୋଲି ସୁର୍ଜେଓ୍ବାଲା କହିଛନ୍ତି । କେବଳ କର୍ଣ୍ଣାଟକ ନୁହେଁ ବରଂ ଆସାମ, ମଣିପୁର, ତ୍ରିପୁରା, ଗୋଆ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏପରି ଘୋଡାବେପାର ଚାଲିଛି ବୋଲି ସୁର୍ଜେଓ୍ବାଲା ଅଭିଯୋଗ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025

ଆରାବଳୀରେ କୌଣସି କୋହଳ ଦିଆଯାଇନି: ଭୂପିନ୍ଦର ସିଂହ

December 21, 2025

୨୦୩୬ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ବିଶ୍ୱସ୍ତରୀୟ ରୋଗ ନିର୍ଣ୍ଣୟ ଏବଂ ପରୀକ୍ଷଣ କେନ୍ଦ୍ର ସ୍ଥାପନ ହେବ: ଉପମୁଖ୍ୟମନ୍ତ୍ରୀ

December 21, 2025

ରାମ ମନ୍ଦିର ସ୍ଥାନଟି ସର୍ବଦା ବାବ୍ରୀ ମସଜିଦ ଭାବରେ ଜଣାଯିବ: ବଦରୁଦ୍ଦିନଙ୍କ ବିବାଦୀୟ ବୟାନ

December 21, 2025
Latest News

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

December 21, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025

ତୃତୀୟ ଆଶେସ୍ ଟେଷ୍ଟ ପରେ ବହୁତ ବଦଳିଲା WTC ପଏଣ୍ଟ ଟେବୁଲ: ବିପଦପୂର୍ଣ୍ଣ ସ୍ଥିତିରେ ଟିମ୍ ଇଣ୍ଡିଆ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.