Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅର୍ଥବଳରେ ବିଧାୟକଙ୍କୁ କିଣୁଛି ବିଜେପି : ରଣଦୀପ ସୁର୍ଜେଓ୍ବାଲା
ଆଜିର ଖବର

ଅର୍ଥବଳରେ ବିଧାୟକଙ୍କୁ କିଣୁଛି ବିଜେପି : ରଣଦୀପ ସୁର୍ଜେଓ୍ବାଲା

July 7, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link
BJP Trying To Bring Down Karnataka Govt By 'Buying' MLAs: Congress
BJP Trying To Bring Down Karnataka Govt By 'Buying' MLAs: Congress

କଂଗ୍ରେସ ଏବଂ ଜେଡିଏସ୍‌ର 14 ଜଣ ବିଧାୟକ ବିଜେପିରେ ଯୋଗ ଦେବା ପରେ ବିଜେପି ଅର୍ଥବଳର ଉପଯୋଗ କରି ବିଧାୟକଙ୍କୁ କ୍ରୟ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି । କଂଗ୍ରେସ ମୁଖପାତ୍ର ରଣଦୀପ ସୁର୍ଜେଓ୍ବାଲା ବିଜେପି ଅର୍ଥବଳର ପ୍ରୟୋଗ କରି ଏକ ନିର୍ବାଚିତ ସରକାରକୁ ଭାଙ୍ଗିବାର ପ୍ରୟାସ କରୁଛି ବୋଲି ସୁର୍ଜେଓ୍ବାଲା ଅଭିଯୋଗ କରିଛନ୍ତି । ଚଳିତ ବିଜେପି ସରକାରରେ ଘୋଡାବେପାର ଏକ ନୂତନ ସ୍ତରରେ ପହଞ୍ଚିଛି ବୋଲି ସୁର୍ଜେଓ୍ବାଲା ପ୍ରକାଶ କରିଛନ୍ତି । ସମ୍ବିଧାନ ପ୍ରତି ନିଜର ଦାୟିତ୍ବ ପାଇଁ ପ୍ରତିଜ୍ଞାବଦ୍ଧ ରହିବା ବଦଳରେ ଉଭୟ ମୋଦି ଏବଂ ଶାହା ଏହି ଘୋଡା ବେପାରକୁ ପ୍ରଶୟ ଦେଉଛନ୍ତି ବୋଲି ସୁର୍ଜେଓ୍ବାଲା ଅଭିଯୋଗ କରିଛନ୍ତି । ସ୍ପଷ୍ଟ ଦିବାଲୋକରେ ଏପରି ଘୋଡାବେପାର ଚାଲିଥିବାରୁ ଲୋକ ଏହାର ଜବାବ ଦେବେ ବୋଲି ସୁର୍ଜେଓ୍ବାଲା କହିଛନ୍ତି । କେବଳ କର୍ଣ୍ଣାଟକ ନୁହେଁ ବରଂ ଆସାମ, ମଣିପୁର, ତ୍ରିପୁରା, ଗୋଆ ଏବଂ ଆନ୍ଧ୍ରପ୍ରଦେଶରେ ମଧ୍ୟ ଏପରି ଘୋଡାବେପାର ଚାଲିଛି ବୋଲି ସୁର୍ଜେଓ୍ବାଲା ଅଭିଯୋଗ କରିଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

September 13, 2026
Latest News

ରାଶିଫଳ: ସେପ୍ଟେମ୍ବର ୧୪ ତାରିଖରେ ଏହି ପାଞ୍ଚୋଟି ରାଶି ପାଇଁ ରହିଛି ବିପଦ

September 14, 2026

ଫାଇନାଲରେ ଶ୍ରୀଲଙ୍କାକୁ ପରାସ୍ତ କରି ୮ମ ଥର ପାଇଁ ମହିଳା ଏସିଆ କପ୍ ଜିତିଲା ଭାରତ

September 13, 2026

ମଣିପୁରରେ ପୁଣି ରକ୍ତର ଛିଟା: ଦୁ ଆକ୍ରମଣରେ ୪ ମୃତ, ମହିଳା ଓ ନବଜାତକୁ ବି ଛାଡ଼ିଲେନି ଆତଙ୍କୀ!

September 13, 2026

କଟକ ସିଡିଏ ସେକ୍ଟର-୧୩ରେ ମହିଳାଙ୍କୁ ହତ୍ୟା

September 13, 2026

ଭାରତରେ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର ରଚିଥିଲା ଓସାମା: ସିଆଇଏର ଗୁପ୍ତ ତଥ୍ୟରୁ ବଡ଼ ଖୁଲାସା

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.