Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅଦାନୀ ବିରୋଧରେ ଅଭିଯୋଗ ଭାରତର ବିକାଶ ଯାତ୍ରାକୁ ରୋକିବାର ଷଡଯନ୍ତ୍ର: ମହେଶ ଜେଠମଲାନି
ଆଜିର ଖବର

ଅଦାନୀ ବିରୋଧରେ ଅଭିଯୋଗ ଭାରତର ବିକାଶ ଯାତ୍ରାକୁ ରୋକିବାର ଷଡଯନ୍ତ୍ର: ମହେଶ ଜେଠମଲାନି

November 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପୂର୍ବତନ ଆଟର୍ଣ୍ଣି ଜେନେରାଲ ମୁକୁଲ ରୋହତଗୀଙ୍କ ପରେ ରାଜ୍ୟସଭା ସାଂସଦ ତଥା ଓକିଲ ମହେଶ ଜେଠମଲାନି ମଧ୍ୟ ଅଦାନୀ ଗ୍ରୁପ୍ ତଥା ଗ୍ରୁପ୍ ଚେୟାରମ୍ୟାନ୍ ଗୌତମ ଅଦାନୀଙ୍କ ସୁରକ୍ଷା ପାଇଁ ସାମ୍ନାକୁ ଆସିଛନ୍ତି। ମହେଶ ଜେଠମଲାନି କହିଛନ୍ତି ଯେ, ଆମେରିକାରେ ଆଦାନୀ ଗ୍ରୁପ ବିରୋଧରେ ଆସିଥିବା ଅଭିଯୋଗ ଭାରତର ଅର୍ଥନୈତିକ ବିକାଶ ଯାତ୍ରାକୁ ରୋକିବା ପାଇଁ ଏକ ଷଡଯନ୍ତ୍ର। ବିରୋଧୀ ଦଳ କଂଗ୍ରେସ ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ, କେବଳ ରାନୈତିକ ଲାଭ ପାଇଁ କଂଗ୍ରେସ ଏହି ପ୍ରସଙ୍ଗ ଉଠାଉଛି। ସେ କହିଛନ୍ତି ଯେ, ଆଦାନୀ ଗ୍ରୁପ୍ ବିରୋଧରେ ଜେପିସି ଦାବି କରିବା ପୂର୍ବରୁ ବିରୋଧୀମାନେ ବିଶ୍ୱସ୍ତ ପ୍ରମାଣ ଦେବା ଉଚିତ୍।

ବରିଷ୍ଠ ଓକିଲ କହିଛନ୍ତି ଯେ, ଭାରତରେ ଲାଞ୍ଚ ନେଇ ଆମେରିକାର ନ୍ୟାୟ ବିଭାଗର ଅଭିଯୋଗରେ କୌଣସି ପ୍ରମାଣ ଉପସ୍ଥାପିତ କରାଯାଇ ନାହିଁ। ସେ କହିଛନ୍ତି ଯେ, ଭାରତରେ କେଉଁ ଆଇନର ଉଲ୍ଲଂଘନ କରାଯାଇଛି ତାହା ମଧ୍ୟ ଉଲ୍ଲେଖ କରାଯାଇ ନାହିଁ। କଂଗ୍ରେସ ଉପରେ ଆକ୍ରମଣ କରି ମହେଶ ଜେଠମଲାନି କହିଛନ୍ତି ଯେ, ବିରୋଧୀ ଦଳ ଏହାକୁ ନେଇ ଯେଉଁ ଶବ୍ଦ ବ୍ୟବହାର କରୁଛନ୍ତି ତାହା ସମ୍ପୂର୍ଣ୍ଣ ଭୁଲ୍। ସେ ପଚାରିଥିଲେ, ଶକ୍ତି ସହ ଜଡିତ ଚୁକ୍ତିନାମା ପାଇବା ପାଇଁ ଭାରତୀୟ ଅଧିକାରୀଙ୍କୁ ଲାଞ୍ଚ ଦିଆଯାଇଥିବା ପ୍ରମାଣ କ’ଣ? ସେ କହିଛନ୍ତି ଯେ, ଆମେରିକାର ନ୍ୟାୟ ବିଭାଗର ଅଭିଯୋଗରେ ଏଭଳି କିଛି କୁହାଯାଇନାହିଁ।

କଂଗ୍ରେସ ଦଳ ଉପରେ ଆକ୍ରମଣ କରି ମହେଶ ଜେଠମଲାନି କହିଛନ୍ତି ଯେ, ଭାରତ ତଥା ବିଦେଶରେ ଗୁରୁତ୍ୱପୂର୍ଣ୍ଣ ବ୍ୟବସାୟ କରିଥିବା ଏହି ଭାରତୀୟ ଶିଳ୍ପ ଗୋଷ୍ଠୀ ବିରୁଦ୍ଧରେ ହୋଇଥିବା ଅଭିଯୋଗକୁ ଅନ୍ଧ ଦୃଷ୍ଟିରେ ବିଶ୍ୱାସ କରୁଛି। ଏହା ଭାରତର ସ୍ୱାର୍ଥରେ ନାହିଁ ଏବଂ ଆମେରିକା କୋର୍ଟର ଅଭିଯୋଗ ଉପରେ ବିଶ୍ୱାସ କରାଯିବା ଉଚିତ ନୁହେଁ, ଯାହା ଅଉନସି ପ୍ରମାଣ ଦେଇନାହିଁ। ଏବଂ ଏହା ମଧ୍ୟ କୁହାଯାଇ ନାହିଁ ଯେ, ଆଦାନୀ କିମ୍ବା ବଣ୍ଡ ପ୍ରଦାନକାରୀ କମ୍ପାନୀ ଆଦାନୀ ଗ୍ରୀନ୍ ଭାରତରେ କୌଣସି ଭୁଲ କରିଛନ୍ତି।

Congress Gautam Adani ମୁକୁଲ ରୋହତଗୀ
Share. Facebook Twitter LinkedIn Email WhatsApp Copy Link

Related Posts

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ଦୁଇ କାର୍ ସହ ୬୮ କେଜି ଗଞ୍ଜେଇ ଜବତ

August 26, 2026

କଲେଜରେ ଏଣିକି ବାୟୋମେଟ୍ରିକ୍ ଉପସ୍ଥାନ: ୧୦ ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ପାଇଲଟ୍ ପ୍ରକଳ୍ପ

August 26, 2026
Latest News

କର୍ଣ୍ଣାଟକର ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବି. ନାଗେନ୍ଦ୍ର!: ଜାଣନ୍ତୁ କାହିଁକି ଦେଲେ ପ୍ରସ୍ତାବ?

August 26, 2026

MMDR ଆଇନ ପ୍ରତ୍ୟାହାର ଦାବୀରେ ଇଣ୍ଡିଆ ମେଣ୍ଟର ଧାରଣା

August 26, 2026

ବେଆଇନ ଗଞ୍ଜେଇ ଚାଲାଣ ବେଳେ ଚଢ଼ାଉ: ଦୁଇ କାର୍ ସହ ୬୮ କେଜି ଗଞ୍ଜେଇ ଜବତ

August 26, 2026

କଲେଜରେ ଏଣିକି ବାୟୋମେଟ୍ରିକ୍ ଉପସ୍ଥାନ: ୧୦ ଉଚ୍ଚଶିକ୍ଷାନୁଷ୍ଠାନରେ ଆରମ୍ଭ ହେଲା ପାଇଲଟ୍ ପ୍ରକଳ୍ପ

August 26, 2026

ଭିଜିଲାନ୍ସ ଜାଲରେ ପୂର୍ବତନ କଲେଜ ଅଧ୍ୟକ୍ଷ: ଅଢେଇ କୋଟି ଟଙ୍କା ହେରଫେର ଅଭିଯୋଗ

August 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.