Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗୋଦାବରୀଶ ମହାବିଦ୍ୟାଳୟକୁ ‘ବି’ ଗ୍ରେଡ: ସ୍ଵୟଂଶାସିତ ହେବା ପାଇଁ ହାସଲ କଲା ଯୋଗ୍ୟତା
ଆଜିର ଖବର

ଗୋଦାବରୀଶ ମହାବିଦ୍ୟାଳୟକୁ ‘ବି’ ଗ୍ରେଡ: ସ୍ଵୟଂଶାସିତ ହେବା ପାଇଁ ହାସଲ କଲା ଯୋଗ୍ୟତା

November 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଅନ୍ୟତମ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଗୋଦାବରୀଶ ମହାବିଦ୍ୟାଳୟକୁ ଚଳିତ ମାସ ୧୨ ଓ ୧୩ ତାରିଖ ଦୁଇଦିନ ଧରି ନାକ୍ କମିଟି ପରିଦର୍ଶନ କରି ‘ବି’ ଗ୍ରେଡ ମାନ୍ୟତା ପ୍ରଦାନ କରିଛନ୍ତି। ଏନେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ପ୍ରକାଶ କରିଛନ୍ତି।

ଉଲ୍ଲେଖ କରାଯାଇ ପାରେ ଯେ, ଦୀର୍ଘ ଅଠର ବର୍ଷ ପରେ ଏହି କମିଟି ପରିଦର୍ଶନରେ ଆସିଥିଲେ। ନାକ୍ ପରିଦର୍ଶନ ପାଇଁ ଆଇ କ୍ୟୁ ଏ ସି କୋର୍ଡିନେଟର ଅଧ୍ୟାପିକା ଋତୁସ୍ମିତା ମିଶ୍ର ଓ କମିଟିର ସମସ୍ତ ସଦସ୍ୟଙ୍କ ମାସ ବ୍ୟାପୀ ପରିଶ୍ରମ ସହ ନାକ୍ ସଂଯୋଜକ ଡ଼ ଏସ ପି ଏନ୍ ଏସ ବର୍ମା ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ମାନଙ୍କ ଉଦ୍ୟମ ପାଇଁ ଏହା ସମ୍ଭବ ହୋଇପାରିଛି ବୋଲି ଉଲ୍ଲେଖ କରି ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

ଏଥିସହ କମିଟିର ପରିଦର୍ଶନ ନିମନ୍ତେ ମାନ୍ୟବର ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ପୁରାତନ ଛାତ୍ର ସଂସଦର ସଭାପତି ଜିତେନ୍ଦ୍ର ଭୋଳ, ଅବସରପ୍ରାପ୍ତ ବନ୍ୟ ସଂରକ୍ଷକ ଆଶୁତୋଷ ସାମନ୍ତସିଂହାର ଓ ଏହି ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଓ ଶୁଭେଚ୍ଛୁ ସହଯୋଗର ହାତ ବଢ଼ାଇଥିବାରୁ ଏହା ସମ୍ଭବ ହୋଇପାରି ଥିବାରୁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏହି ମାନ୍ୟତା ଯୋଗୁଁ ମହାବିଦ୍ୟାଳୟ ସ୍ଵୟଂଶାସିତ ହେବାପାଇଁ ଯୋଗ୍ୟତା ହାସଲ କରିଥିବାରୁ ବର୍ତ୍ତମାନ ସେଥିନିମନ୍ତେ ପ୍ରସ୍ତୁତି କରିବାପାଇଁ ପୁରାତନ ଛାତ୍ର ସଂସଦ ତରଫରୁ ଅନୁରୋଧ କରାଯିବା ସହ ନାକ୍ ର ସଫଳତା ପାଇଁ ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଦିଆଯାଇଛି।

ଗୋଦାବରିଶ ମହାବିଦ୍ୟାଳୟ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ନିଜ ପ୍ରାର୍ଥୀ ବିଜେପି ପଳାଇଯିବା ପରେ ଅଡୁଆରେ ବିଜେଡି, ନୂଆ ଚେହେରା ଖୋଜିବାକୁ ନୂଆପଡା ଗଲେ ଏକ ଟିମ୍

October 12, 2025

ପ୍ରଧାନ ବିଚାରପତିଙ୍କୁ ଅପମାନ ପ୍ରତିବାଦରେ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ନୀରବ ପ୍ରତିବାଦ

October 12, 2025

କେବଳ ସିଗାରେଟ୍ ଧୂଆଁ ନୁହେଁ, ଧୂପକାଠିର ଧୂଆଁ ମଧ୍ୟ ବିପଦଜନକ; ଫୁସଫୁସକୁ ପହଞ୍ଚାଏ ଯଥେଷ୍ଟ କ୍ଷତି 

October 12, 2025

ପୁରୀ ଶ୍ରୀମନ୍ଦିରକୁ ରେଡ ଜୋନ୍ ରୂପେ ଘୋଷଣା କଲେ ଭାରତ ସରକାର

October 12, 2025
Latest News

ନିଜ ପ୍ରାର୍ଥୀ ବିଜେପି ପଳାଇଯିବା ପରେ ଅଡୁଆରେ ବିଜେଡି, ନୂଆ ଚେହେରା ଖୋଜିବାକୁ ନୂଆପଡା ଗଲେ ଏକ ଟିମ୍

October 12, 2025

ଚୂଡ଼ାନ୍ତ ହେଲା ବିହାରର ଏନଡିଏରେ ଆସନ ବଣ୍ଟନ ନିଷ୍ପତ୍ତି: ଜାଣନ୍ତୁ କିଏ କେତେ ଆସନରେ ଲଢ଼ିବ?

October 12, 2025

ପ୍ରଧାନ ବିଚାରପତିଙ୍କୁ ଅପମାନ ପ୍ରତିବାଦରେ ରାଜ୍ୟ ଅନୁସୂଚିତ ଜାତି କଂଗ୍ରେସର ନୀରବ ପ୍ରତିବାଦ

October 12, 2025

କେବଳ ସିଗାରେଟ୍ ଧୂଆଁ ନୁହେଁ, ଧୂପକାଠିର ଧୂଆଁ ମଧ୍ୟ ବିପଦଜନକ; ଫୁସଫୁସକୁ ପହଞ୍ଚାଏ ଯଥେଷ୍ଟ କ୍ଷତି 

October 12, 2025

ଦୀପାବଳି, ହିନ୍ଦୁ ଧର୍ମର ଏହି ଲୋକପ୍ରିୟ ପର୍ବର କିଛି ଜଣା ଅଜଣା କଥା

October 12, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.