Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»Viral Video: ଦେଶୀ ସୁପରମ୍ୟାନ- ଜଣେ ସ୍କୁଟି ଚାଳକ ଡିଭାଇଡରକୁ ମାଡ କରି ଉପରେ ଉଡିଲା
ଆଜିର ଖବର

Viral Video: ଦେଶୀ ସୁପରମ୍ୟାନ- ଜଣେ ସ୍କୁଟି ଚାଳକ ଡିଭାଇଡରକୁ ମାଡ କରି ଉପରେ ଉଡିଲା

November 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
Viral Video
Viral Video: ଦେଶୀ ସୁପରମ୍ୟାନ, ଜଣେ ସ୍କୁଟି ଚାଳକ ଡିଭାଇଡରକୁ ମାଡ କରି ଉପରେ ଉଡିଲା

Viral Video: ବର୍ତ୍ତମାନ ଯୁଗରେ ସିସି ଟିଭି କେତେବେଳେ କଣ ଭିଡିଓ ଉତ୍ତୋଳନ କରୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଉଛି। କାରଣ ଯାହା କେହି କେବେ ଦେଖି ନ ଥିବା ତାହାକୁ ସିସିଟିଭି କ୍ୟାମେରାରେ ବାନ୍ଧି ହୋଇଯାଉଛି। ଯାହା ପରବର୍ତ୍ତି ସମୟରେ ଯେ ଦେଖୁଛି ସେ ଆଶ୍ଚର୍ଯ୍ୟ ହୋଇଯାଉଛି।

ସେମିତି ଏକ ଘଟଣା ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଛି। ତାହା ହେଲା ଜଣେ ସ୍କୁଟି ଚାଳକ ଏକ ଡିଭାଡରରେ ସ୍କୁଟି ଧକ୍କା କରି ସୁପରମ୍ୟାନ ପରି ଉପରକୁ ଉଡିଯାଉଛି। ଏହି ଭିଡିଓଟି ବହୁ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଅନେକ ଦେଶୀ ସୁପରମ୍ୟାନ ବୋଲି କହିଛନ୍ତି। ସ୍କୁଟି ଚାଳକ ଉପରକୁ ଉଡି ଅନ୍ୟପଟେ ଆସୁଥିବା ଏକ ମାଲବୋଝେଇ ଗାଡିର ବନେଟ୍ ଉପରେ ପଡିଯାଇଛି।

Jahangir chowk near flyover😱😱 pic.twitter.com/Evr9X1SVjs

— MUSSE GAREEB (@MusseGareeb_) November 27, 2024

ଭାଗ୍ୟ ଭଲ ସ୍କୁଟି ଚାଳକ ସେହି ଗାଡିର ବନେଟ ଉପରେ ପଡିଥିଲେ। ନଚେତ ଅବସ୍ଥା କଣ ହୋଇଥାଆନ୍ତା ତାହା କହିବା ମୁସ୍କିଲ। ଚାଳକ ବନେଟ ଉପରୁ ତଳକୁ ଖସି ଚାଲିଚାଲି ନିଜ ସ୍କୁଟି ପାଖକୁ ଆସୁଛି। କହିବାକୁ ଗଲେ ସ୍କୁଟି ଚାଳକ ଅଳ୍ପକେ ମୃତ୍ୟୁ ମୁହଁରୁ ଉଦ୍ଧାର ପାଇଛନ୍ତି। ଏହି ଭିଡିଓଟି @Jeriah_ ନାମିତ ଜଣେ ବ୍ୟକ୍ତି ପୋଷ୍ଟ କରିଛନ୍ତି। ଏହି ଘଟଣାଟି ଜାହାଙ୍ଗିର ଛକ ଫ୍ଲାଏଓଭର ବୋଲି ଉଲ୍ଲେଖ କରାଯାଇଛି। ଭିଡିଓଟି ସ୍ବଳ୍ପ ସମୟର ହୋଇଥିଲେ ମଧ୍ୟ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି।

ବର୍ତ୍ତମାନ ଏହି ଭିଡିଓକୁ 1.7 ମିଲିୟନ ଲୋକ ଦେଖିସାରିଲେଣି ଏବଂ 9000 ଲୋକ ଲାଇକ କରିସାରିଲେଣି। ବହୁ ଲୋକ ବହୁ ମଜଦାର କମେଣ୍ଟସ ଲେଖିଛନ୍ତି। କିଏସେ ଚାଳକଙ୍କର ଭାଗ୍ୟ ଟାଣ ସେ ବନେଟ ଉପରେ ପଡିଛନ୍ତି, ଚକା ତଳେ ନୁହେଁ। ସେହିପରି ଅନ୍ୟଜଣେ ଲେଖିଛନ୍ତି ଯେ, 2025ରେ ଆମେ ଉଡନ୍ତା କାର ଚଢିବା, ବର୍ତ୍ତମାନ ପାଇଁ ଉଡନ୍ତା ସ୍କୁଟିରେ କାମ ଚଳାଅ।

Viral Video
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026
Latest News

ରଣପୁରରେ ଜାତୀୟ ସଡ଼କ ସୁରକ୍ଷା ମାସ ସଚେତନତା କାର୍ଯ୍ୟକ୍ରମ

January 10, 2026

ବିଶ୍ୱର ସର୍ବବୃହତ ଦୁଗ୍ଧ ଉତ୍ପାଦନକାରୀ ଏବଂ ସର୍ବବୃହତ ଚାଉଳ ରପ୍ତାନିକାରୀ ପାଲଟିଲା ଭାରତ

January 10, 2026

ରିଲାଏନ୍ସ ଫାଉଣ୍ଡେସନ ଛାତ୍ରବୃତ୍ତି: ଓଡ଼ିଶାର ୧୨୭ ଛାତ୍ରଛାତ୍ରୀ ମନୋନୀତ

January 10, 2026

‘ବିଶ୍ୱ ଦରବାରରେ ଓଡ଼ିଶାର ବୀରତ୍ୱକୁ ନୂତନ ପରିଚୟ ଦେବ’: ଧର୍ମେନ୍ଦ୍ର ପ୍ରଧାନ

January 10, 2026

‘ପ୍ରଥମେ ପିଟିଲେ, ପୁଣି ବିଷ ଖାଇବାକୁ ବାଧ୍ୟ କଲେ’: ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.