Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନିର୍ଭୁଲ ଓ ସଠିକ ପଞ୍ଜିକା ପ୍ରସ୍ତୁତ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ 
ଆଜିର ଖବର

ନିର୍ଭୁଲ ଓ ସଠିକ ପଞ୍ଜିକା ପ୍ରସ୍ତୁତ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ ଅନୁଷ୍ଠିତ 

December 12, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ପୁରୀ: ନିର୍ଭୁଲ ଓ ସଠିକ ପଞ୍ଜିକା ପ୍ରସ୍ତୁତ ନେଇ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଅଛି ଏକ ସ୍ୱତନ୍ତ୍ର ବୈଠକ। ବୈଠକରେ ବିଭିନ୍ନ ପାଞ୍ଜିକାର ଙ୍କ ସମେୟ ମୁକ୍ତିମଣ୍ଡପ ପଣ୍ଡିତସଭା ଓ ପୂଜାପଣ୍ଡା ନିଯୋଗର ପ୍ରତିନିଧି ସାମିଲ ଥିଲେ। ଶ୍ରୀମନ୍ଦିର ନୀତି ପ୍ରଶାସକଙ୍କ ଅଧକ୍ଷତାରେ ଏହି ବୈଠକ ହୋଇଥିବା ବେଳେ ପଞ୍ଜିକା ସମୀକରଣ, ସମୀକ୍ଷା ସହ ପାଣ୍ଡୁଲିପି ଶଂସୋଧନ ଉପରେ ଆଲୋଚନା ହୋଇଥିଲା।

ତେବେ ଏଯାବତ ୫ଟି ପାଣ୍ଡୁଲିପି ଦାଖଲ ହୋଇଥିବା ବେଳେ ଆଉ କିଛି ଅନ୍ୟ ପାଣ୍ଡୁଲିପି ଆସି ନଥିବା ହେତୁ ଆଗାମୀ ଡିସେମ୍ବରରେ ପୁନଃ ବୈଠକ ହେବା ନେଇ ନିଷ୍ପତି। ବିଗତ ଦିନରେ ପାଞ୍ଜିକାର ଭିନ୍ନ ଭିନ୍ନ ମତ ହେତୁ ପର୍ବ ପର୍ବାଣୀ ପାଳନରେ ସମସ୍ୟା ସୃଷ୍ଟି ହୋଇଥିବା ବେଳେ ଆଗାମୀ ଦିନରେ ସେହି ସମସ୍ୟାକୁ ଏଡ଼ାଇବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ଚୂଡାନ୍ତ ନିଷ୍ପତି ନିଆଯିବ।

ଶ୍ରୀମନ୍ଦିର କାର୍ଯ୍ୟାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୭ ଟାର୍ଗେଟ୍‌ରେ କଂଗ୍ରେସ: ଉତ୍ତରାଖଣ୍ଡରେ ମୁଦ୍ଦା ନୁହେଁ, ରଣନୀତିର ଖେଳ

September 8, 2026

ଭୁବନେଶ୍ବରରେ ଜଳିଗଲା କାର

September 8, 2026

ଜନ ଅଭିଯୋଗ ଶୁଣାଣି ଶିବିରରେ ଛାତ୍ରଛାତ୍ରୀମାଙ୍କୁ ଲ୍ୟାପଟପ୍ ବାଣ୍ଟିଲେ ଖୋର୍ଦ୍ଧା ଜିଲ୍ଲାପାଳ

September 8, 2026

ଏନଏମଏସିସି ପାଲଟିଛି ବିଶାଳ ସାଂସ୍କୃତିକ କେନ୍ଦ୍ର: ତିନି ବର୍ଷରେ ୩୫୦୦ ଶୋ ଏବଂ ୨୫ ଲକ୍ଷ ଦର୍ଶକ

September 8, 2026
Latest News

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳ ଘୋଷଣା

September 8, 2026

୨୦୨୭ ଟାର୍ଗେଟ୍‌ରେ କଂଗ୍ରେସ: ଉତ୍ତରାଖଣ୍ଡରେ ମୁଦ୍ଦା ନୁହେଁ, ରଣନୀତିର ଖେଳ

September 8, 2026

ହର୍ମୁଜ୍ ପ୍ରଣାଳୀ ଉପରେ ନୂତନ ଯୋଜନା ପ୍ରସ୍ତୁତ କଲା ଇରାନ: ଭାରତ ପାଇଁ କେତେ ବିପଦ?

September 8, 2026

୨୦୨୭ ବିଶ୍ୱକପ୍‌ ପାଇଁ ଇଂଲଣ୍ଡର ମାଷ୍ଟରପ୍ଲାନ୍‌: ଟିମ୍‌ରେ ଏଣ୍ଟ୍ରି କରିବେ କେଭିନ୍‌ ପିଟରସନ୍‌

September 8, 2026

ଭୁବନେଶ୍ବରରେ ଜଳିଗଲା କାର

September 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.