Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସତ୍ତେ ପେ ସତ୍ତାର ରିମେକ୍‌ରେ ହ୍ରିଥିକ୍‌
ଆଜିର ଖବର

ସତ୍ତେ ପେ ସତ୍ତାର ରିମେକ୍‌ରେ ହ୍ରିଥିକ୍‌

July 10, 2019No Comments1 Min Read
Share Facebook Twitter LinkedIn Email WhatsApp Copy Link

ବଲିଉଡ ଅଭିନେତା ହ୍ରିଥିକ୍‌ ରୋଶନ୍‌ ତାଙ୍କ ଆଗାମୀ ଫିଲ୍ମ ‘ସୁପର୍‌ ୩୦’ର ପ୍ରମୋସନରେ ବ୍ୟସ୍ତ ଥିବାବେଳେ ତାଙ୍କ ହାତରେ ଆଉଗୋଟିଏ ଫିଲ୍ମ ଲାଗିଛି । ମିଳିଥିବା ସୂଚନା ଅନୁସାରେ ‘ସତ୍ତେ ପେ ସତ୍ତା’ର ରିମେକ୍‌ରେ ହ୍ରିଥିକ୍‌ ରୋଶନ୍‌ ନଜର ଆସିବେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଫାରହା ଖାନ୍‌ ନିଭାଉଥିବାବେଳେ ରୋହିତ୍‌ ସେଟ୍ଟି ଏହାକୁ ପ୍ରଯୋଜନା କରିବେ । ୧୯୮୨ର ରିଲିଜ୍‌ ହୋଇଥିବା ‘ସତ୍ତେ ପେ ସତ୍ତା’ରେ ଅମିତାଭ ବଚ୍ଚନ, ହେମାମାଳିନୀ, ଅମଜାଦ ଖାନ୍‌, ଶକ୍ତି କପୁର୍‌ ପ୍ରମୁଖ ମୁଖ୍ୟ ଭୂମିକା ନିଭାଇଥିଲେ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିଥିଲେ ସିପ୍ପି । ତେବେ ରିମେକ୍‌ ଫିଲ୍ମରେ ଅମିତାଭଙ୍କ ରୋଲ୍‌ଟି ହ୍ରିଥିକ୍‌ ରୋଶନ୍‌ କରିବେ ବୋଲି ଜଣାପଡିଛି । ହ୍ରିଥିକ୍‌ଙ୍କ ଅପ୍‌କମିଙ୍ଗ ଫିଲ୍ମ ’ସୁପର୍‌ ୩୦’ ଜୁଲାଇ ୧୨ରେ ପରଦା ଉପରକୁ ଆସିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣ କାରଖାନାରେ ବିସ୍ଫୋରଣ; ୨୧ ମୃତ

May 5, 2026

ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରବେଶ ଉତ୍ସବ କାର୍ଯ୍ୟକ୍ରମ

May 5, 2026

ଉପନିର୍ବାଚନରେ ​​ବି ବିଜେପିର ବାଜିମାତ

May 4, 2026

ବକ୍ସ ଅଫିସ ପରେ ରାଜନୀତିରେ ବି କିଙ୍ଗ ପାଲଟିଲେ ବିଜୟ: ଏମଜି ରାମଚନ୍ଦ୍ରନଙ୍କ ରାସ୍ତାରେ ଥାଲାପତି

May 4, 2026
Latest News

ବାଣ କାରଖାନାରେ ବିସ୍ଫୋରଣ; ୨୧ ମୃତ

May 5, 2026

୨୦୧୪ରେ କେତୋଟି ରାଜ୍ୟରେ ଥିଲା ବିଜେପି?: ଜାଣନ୍ତୁ କିପରି ଆଧିପତ୍ୟ ବିସ୍ତାର କଲା ଗେରୁଆ ଦଳ

May 5, 2026

ବଙ୍ଗଳାରେ କିଏ ହେବ ମୁଖ୍ୟମନ୍ତ୍ରୀ?: ରେସରେ ରହିଛି ଏହିମାନଙ୍କ ନାମ

May 5, 2026

ପଶ୍ଚିମ ଏସିଆ ସଙ୍କଟ ପରେ ୮୪ ଲକ୍ଷ ମେଟ୍ରିକ ଟନ ସାର ଯୋଗାଇଲେ ସରକାର

May 5, 2026

କେବଳ ଥାଲାପତି ବିଜୟ ନୁହଁନ୍ତି, ରାଜନୀତିରେ ଏହି ୫ ଦକ୍ଷିଣ ସୁପରଷ୍ଟାର ମଧ୍ୟ ଦେଖାଇଛନ୍ତି ଜଲୱା

May 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.