Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଶ୍ୱରେ ନିଜ ପରିଚୟକୁ ମଜବୁତ କରିଛନ୍ତି ପିଏମ ମୋଦୀ: ୧୦ ବର୍ଷ ମଧ୍ୟରେ ମିଳିଛି ୨୦ ଟି ଦେଶରୁ ସମ୍ମାନ
ଆଜିର ଖବର

ବିଶ୍ୱରେ ନିଜ ପରିଚୟକୁ ମଜବୁତ କରିଛନ୍ତି ପିଏମ ମୋଦୀ: ୧୦ ବର୍ଷ ମଧ୍ୟରେ ମିଳିଛି ୨୦ ଟି ଦେଶରୁ ସମ୍ମାନ

December 23, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଗତ ଦଶନ୍ଧିରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ବିଶ୍ୱ ପରିଚୟକୁ ମଜବୁତ କରିଛନ୍ତି। ଏହାର ପ୍ରମାଣ ହେଉଛି ଗତ ୧୦ ବର୍ଷ ମଧ୍ୟରେ ସେ ୨୦ ଟି ଦେଶରୁ ସମ୍ମାନ ହାସଲ କରିଛନ୍ତି।

ପିଏମ ମୋଦୀଙ୍କୁ ମିଳିଥିବା ସମ୍ମାନ:

୨୦୧୬ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆଫଗାନିସ୍ତାନର ସର୍ବୋଚ୍ଚ ନାଗରିକ ସମ୍ମାନ ଅମିର ଅମାନୁଲ୍ଲା ଖାନଙ୍କ ଦ୍ଵାରା ପ୍ରଦାନ କରାଯାଇଛି।

୨୦୧୬ ମସିହାରେ ପିଏମ ମୋଦୀଙ୍କୁ ସାଉଦି ଆରବର ସର୍ବୋଚ୍ଚ ନାଗରିକ ସମ୍ମାନ ‘ରାଜା ଅବଦୁଲ ଅଜିଜ ସୈଶ’ ପ୍ରଦାନ କରିଥିଲେ।

ଇସ୍ରାଏଲ ସହ ଯୁଦ୍ଧ କରୁଥିବା ପାଲେଷ୍ଟାଇନ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୨୦୧୮ ମସିହାରେ ଗ୍ରାଣ୍ଡ କଲର ଅଫ୍ ଦ ଷ୍ଟେଟ ପାଲେଷ୍ଟାଇନ ପୁରସ୍କାରରେ ସମ୍ମାନିତ କରିଛି।

ସଂଯୁକ୍ତ ଆରବ ଏମିରେଟ୍ସ ୨୦୧୯ ରେ ପିଏମ ମୋଦୀଙ୍କୁ ଅର୍ଡର ଅଫ ଜାୟଦ ପୁରସ୍କାରରେ ସମ୍ମାନିତ କରିଛି।

୨୦୧୯ ମସିହାରେ ମାଲଦ୍ୱୀପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଶାନ ଇଜୁଦ୍ଦିନ ସମ୍ମାନରେ ସମ୍ମାନିତ କରିଥିଲେ। ତେବେ ସେହି ସମୟରେ ମହମ୍ମଦ ମୁଇଜୁ ସରକାରରେ ନଥିଲେ।

୨୦୧୯ ରେ ବହରୀନର ଦି କିଙ୍ଗ ହମାଦ ଅର୍ଡର ଅଫ ରେନେନ୍ସା ସମ୍ମାନରେ ପିଏମ ମୋଦୀଙ୍କୁ ସମ୍ମାନିତ କରାଯାଇଛି।

ପିଏମ ମୋଦୀ ୨୦୧୯ ରେ ରୁଷର ଦ ଅଫ ସେଣ୍ଟ ଆଣ୍ଡ୍ରାୟୁ ଦ ଏପୋଷ୍ଟଲ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

ଆମେରିକା ପିଏମ ମୋଦୀଙ୍କୁ ୨୦୨୦ ମସିହାରେ ଆମେରିକା ସଶସ୍ତ୍ର ବାହିନୀ ପୁରସ୍କାର ଏବଂ ଲିଜିନ୍ ଅଫ୍ ମେରିଟ୍ ଆୱାର୍ଡରେ ସମ୍ମାନିତ କରିଛି।

୨୦୨୩ ମସିହାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପଲାଉର ଏବାକଲ ଆୱାର୍ଡରେ ସମ୍ମାନିତ କରାଯାଇଅଛି।

୨୦୨୧ ମସିହାରେ ଭୁଟାନର ସର୍ବୋଚ୍ଚ ସମ୍ମାନ, ଅର୍ଡର ଅଫ୍ ଦ ଡୁକ୍ ଗ୍ୟାଲପୋ ସମ୍ମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଦାନ କରାଯାଇଥିଲା।

Kuwait PM Narendra Modi World News In HIndi
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଆମେରିକା-ଇରାନ ମଧ୍ୟରେ ୧୪-ସୂତ୍ରୀ ଚୁକ୍ତି; ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବାକୁ ସମ୍ମତି

June 18, 2026

ଅନୁଗୁଳରେ ଡବଲ ଏନକାଉଣ୍ଟର

June 18, 2026

ଖୋର୍ଦ୍ଧା: ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ

June 18, 2026
Latest News

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଆମେରିକା-ଇରାନ ମଧ୍ୟରେ ୧୪-ସୂତ୍ରୀ ଚୁକ୍ତି; ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବାକୁ ସମ୍ମତି

June 18, 2026

ଅନୁଗୁଳରେ ଡବଲ ଏନକାଉଣ୍ଟର

June 18, 2026

ବ୍ୟାଙ୍କ କାହିଁକି ବଢ଼ାଉଛି କ୍ରେଡିଟ୍ ଲିମିଟ୍, ଗ୍ରହଣ କରିବା ପୂର୍ବରୁ ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟ

June 18, 2026

ଖୋର୍ଦ୍ଧା: ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.