Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତରେ ରାୟଗଡା ଲୋକ ମହୋତ୍ସବ ଚଇତି ସ୍ଥଗିତ
ଆଜିର ଖବର

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତରେ ରାୟଗଡା ଲୋକ ମହୋତ୍ସବ ଚଇତି ସ୍ଥଗିତ

December 27, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ଵର: ପୂର୍ବତନ ପ୍ରଧାନମନ୍ତ୍ରୀ ଡଃ ମନମୋହନ ସିଂଙ୍କ ପରଲୋକ ପରେ ରାୟଗଡ଼ ଜିଲ୍ଲା ମହୋତ୍ସବ ଚଇତି ୨୦୨୪ ଚଳିତ ୨୭/୧୨/୨୦୨୪ ତାରିଖ ଠାରୁ ୩୦/୧୨/୨୦୨୪ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି। କେନ୍ଦ୍ର ସରକାରଙ୍କ ଶୋକ ବାର୍ତ୍ତା ସଂଖ୍ୟା ୩/୨/୨୪ ତା-୨୬/୧୨/୨୦୨୪ ରିଖ ଅନୁଯାୟୀ ରାୟଗଡ଼ ଜିଲ୍ଲା ମହୋତ୍ସବ ଚଇତି ସ୍ଥଗିତ ରଖାଯାଇଛି।

ତେବେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ପରିଷଦ, ରାୟଗଡ଼ ନିଷ୍ପତ୍ତି ପ୍ରକାରେ ଆସନ୍ତା ୦୨/୦୧/୨୦୨୫ ରିଖ ଠାରୁ ୦୪/୦୧/୨୦୨୫ ପର୍ଯ୍ୟନ୍ତ ଚଇତିର ସମସ୍ତ ପ୍ରକାର ସଭାସମିତି ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସବିଶେଷ କାର୍ଯ୍ୟକ୍ରମ ସମ୍ବନ୍ଧରେ ପରବର୍ତ୍ତୀ ସମୟରେ ଜଣାଇଦିଆଯିବ ବୋଲି ଉପନିର୍ଦ୍ଧେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ ଗଣମାଧ୍ୟକୁ ଜଣାଇଛନ୍ତି।

ଚଇତି 2024
Share. Facebook Twitter LinkedIn Email WhatsApp Copy Link

Related Posts

ବିହାରର ମହିଳାମାନଙ୍କୁ ନବରାତ୍ରୀ ଉପହାର ଦେଲେ ପ୍ରଧାନମନ୍ତ୍ରୀ: ଆକାଉଣ୍ଟକୁ ଗଲା ୧୦,୦୦୦ ଟଙ୍କା

September 26, 2025

ଭାରତ କେବେ ୧୮୦ଟି LCA ଲଢ଼ୁଆ ବିମାନ ପାଇବ?: ଚୁକ୍ତି ପରେ ସ୍ପଷ୍ଟ କଲେ HAL CMD

September 26, 2025

ନୂଆପଡା ଉପନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଏମିତି କାହିଁକି କହିଲେ ଜୟ ଢୋଲକିଆ

September 26, 2025

ରୋଗୀର ପେଟରୁ ବାହାରିଲା ୨୯ ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରସ ଏବଂ ୨ ଟି କଲମ

September 26, 2025
Latest News

ବିହାରର ମହିଳାମାନଙ୍କୁ ନବରାତ୍ରୀ ଉପହାର ଦେଲେ ପ୍ରଧାନମନ୍ତ୍ରୀ: ଆକାଉଣ୍ଟକୁ ଗଲା ୧୦,୦୦୦ ଟଙ୍କା

September 26, 2025

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉପବାସ କେବଳ ଭକ୍ତି ନୁହେଁ, ବରଂ ଗଭୀର ସାଧନା: ଜାଣନ୍ତୁ ରହସ୍ୟ!

September 26, 2025

ଭାରତ କେବେ ୧୮୦ଟି LCA ଲଢ଼ୁଆ ବିମାନ ପାଇବ?: ଚୁକ୍ତି ପରେ ସ୍ପଷ୍ଟ କଲେ HAL CMD

September 26, 2025

ନୂଆପଡା ଉପନିର୍ବାଚନରେ ପ୍ରାର୍ଥୀ ହେବା ନେଇ ଏମିତି କାହିଁକି କହିଲେ ଜୟ ଢୋଲକିଆ

September 26, 2025

ରୋଗୀର ପେଟରୁ ବାହାରିଲା ୨୯ ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରସ ଏବଂ ୨ ଟି କଲମ

September 26, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.