Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗଞ୍ଜାମ ବ୍ଲକ୍‌ରେ ୧୫ ଜଣିଆ ଟିମର ଫସଲ କ୍ଷୟକ୍ଷତି ଆକଳନ
ଆଜିର ଖବର

ଗଞ୍ଜାମ ବ୍ଲକ୍‌ରେ ୧୫ ଜଣିଆ ଟିମର ଫସଲ କ୍ଷୟକ୍ଷତି ଆକଳନ

December 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଅଦିନିଆ ବର୍ଷାରେ ରମ୍ଭା ଏନ୍‌ଏସି, ଗଞ୍ଜାମ ବ୍ଳକ୍ ଓ ଏନ୍‌ଏସି ଅଧୀନ ବିଭିନ୍ନ ଗ୍ରାମାଞ୍ଚଳରେ ଧାନଫସଲ ବ୍ୟାପକ ଭାବେ ପ୍ରଭାବିତ ଅଞ୍ଚଳକୁ ଗଞ୍ଜାମ ବିଡିଓ ଅଚ୍ୟୁତାନନ୍ଦ ଜାନି ଓ ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ବରେ ଏକ ୧୫ ଜଣିଆ ଟିମ୍ ବିଭିନ୍ନ ଗ୍ରାମକୁ ଯାଇ ଫସଲ କ୍ଷୟକ୍ଷତି ଆକଳ କରିଛନ୍ତି। ଗଞ୍ଜାମ ବ୍ଲକ୍, ଗଞ୍ଜାମ ଏନ୍‌ଏସି ଓ ରମ୍ଭା ଏନ୍‌ଏସି ରେ ମୋଟ ୧୨ ହଜାର ୪୬୨ ହେକ୍ଟର୍‌ ଚାଷଜମି ଥିବା ବେଳେ ତନ୍ମଧ୍ୟରୁ ୮ ହଜାର ୭୮୦ ହେକ୍ଟର ଜମିରେ ଚଳିତବର୍ଷ ଧାନଚାଷ ହୋଇଛି। କିଛି ଚାଷୀ ଧାନ ଅମଳ କରି ଘରକୁ ନେଇଯାଇଥିଲେ।

ତେବେ ୯୦ ପ୍ରତିଶତ ଚାଷୀଙ୍କ ଧାନ ଜମିରେ ରହିଥିବା ବେଳେ ଅଦିନିଆ ବର୍ଷା କାରଣରୁ ତାହା ନଷ୍ଟ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଏହି ଟିମ୍ ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ସନ୍ତୋଷପୁର, ସାନରାମଚନ୍ଦ୍ରପୁର, ୟୁଡ଼ିଏସ୍‌ସୁର ଓ ପୋଇରା ପଞ୍ଚାୟତ ଗସ୍ତ କରି ଚାଷୀଙ୍କ ସହ ଆଲୋଚନା କରିଛନ୍ତି। ତିନିଦିନ ଧରି କ୍ଷୟକ୍ଷତି ଆକଳନ ଚାଲିବ ବୋଲି ତହସିଲଦାର ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଅଦିନିଆ ବର୍ଷା ଗଞ୍ଜାମ ଜିଲ୍ଲା ଫସଲ କ୍ଷୟକ୍ଷତି ଆକଳନ
Share. Facebook Twitter LinkedIn Email WhatsApp Copy Link

Related Posts

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026

ଆସନ୍ତାକାଲିଠାରୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ବରର ଏହି ରାସ୍ତା ହେବ ବନ୍ଦ

February 1, 2026

ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପ ଭେଟି 

February 1, 2026
Latest News

ଇସଲାମ ଛାଡି ହିନ୍ଦୁ ନାମ ରଖିଛନ୍ତି କି ଉର୍ଫି ଜାଭେଦ?: ସ୍ପଷ୍ଟ କଲେ ଅଭିନେତ୍ରୀ

February 1, 2026

ବଜେଟ 2026 କୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ ପ୍ରତିକ୍ରିୟା, କହିଲେ…….

February 1, 2026

ଆସନ୍ତାକାଲିଠାରୁ ଛଅ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଭୁବନେଶ୍ବରର ଏହି ରାସ୍ତା ହେବ ବନ୍ଦ

February 1, 2026

ସୁବର୍ଣ୍ଣପୁର ସୁଭଦ୍ରା ଶକ୍ତିମେଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ୨୭୬ କୋଟି ଟଙ୍କା ମୁଲ୍ୟର ୫୮ଟି ପ୍ରକଳ୍ପ ଭେଟି 

February 1, 2026

ଫେବୃୟାରୀ ମାସରେ କଣ ରହିଛି ବଡ ପର୍ବପର୍ବାଣୀ, ମହାଶିବ ରାତ୍ରୀ କେବେ

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.